ETV Bharat / state

ଆଠମାସ ପରେ ମାଟିତଳୁ ଷଣ୍ଢର ମୃତଦେହ ଉଦ୍ଧାର କଲା ପୋଲିସ - ନୟାଗଡ଼ ପୋଲିସ

ଆଠମାସ ପରେ ମାଟିଖୋଳି ଷଣ୍ଢର ମୃତଦେହ ଉଦ୍ଧାର କଲା ପୋଲିସ । ନୟାଗଡ଼ ଜିଲ୍ଲା ରଘୁନାଥପୁରରେ ଷଣ୍ଢ ମୃତ୍ୟୁକୁ ନେଇ ଥାନାରେ ଗ୍ରାମବାସୀଙ୍କ ପକ୍ଷରୁ ଲିଖିତ ଅଭିଯୋଗ ପରେ ନୟାଗଡ଼ ସଦର ଥାନା ପୋଲିସ ଉକ୍ତ ଗ୍ରାମର ରଞ୍ଜନ ଦାଶଙ୍କ ନାମରେ ମାମଲା ରୁଜୁ କରିଛି । ଅଧିକ ପଢନ୍ତୁ...

ଆଠମାସ ପରେ ମାଟିତଳୁ ଷଣ୍ଢର ମୃତଦେହ ଉଦ୍ଧାର କଲା ପୋଲିସ

author img

By

Published : Mar 23, 2021, 10:15 AM IST

ନୟାଗଡ଼: ଆଠମାସ ପରେ ମାଟିଖୋଳି ଷଣ୍ଢର ମୃତଦେହ ଉଦ୍ଧାର କଲା ପୋଲିସ । ନୟାଗଡ଼ ଜିଲ୍ଲା ରଘୁନାଥପୁରରେ ଷଣ୍ଢ ମୃତ୍ୟୁକୁ ନେଇ ଥାନାରେ ଗ୍ରାମବାସୀଙ୍କ ପକ୍ଷରୁ ଲିଖିତ ଅଭିଯୋଗ ପରେ ନୟାଗଡ଼ ସଦର ଥାନା ପୋଲିସ କେଶ ନମ୍ବର ୪୫/୨୧ରେ ଉକ୍ତ ଗ୍ରାମର ରଞ୍ଜନ ଦାଶଙ୍କ ନାମରେ ମାମଲା ରୁଜୁ କରିଛି ।

ଆଠମାସ ପରେ ମାଟିତଳୁ ଷଣ୍ଢର ମୃତଦେହ ଉଦ୍ଧାର କଲା ପୋଲିସ

ଅନ୍ୟପକ୍ଷେ ଏହି ଅଭିଯୋଗ ଆଧାରରେ ରଞ୍ଜନ ଦାଶଙ୍କ ଜମିରୁ ପୋଲିସ ମୃତଷଣ୍ଢର କେଇ ଖଣ୍ଡ ହାଡ଼ ଜବତ କରି ପରୀକ୍ଷା ପାଇଁ ପଠାଇବା ସହ ଅଧିକ ତଦନ୍ତ ଚଳାଇଥିବା ସୂଚନା ମିଳିଛି l ତେବେ, ଷଣ୍ଢ ମୃତ୍ୟୁର ଆଠ ମାସ ପରେ ଥାନାରେ ମାମଲା ରୁଜୁ ହେବା ଓ ପୋଲିସ ଷଣ୍ଢ ହତ୍ୟାକାରୀଙ୍କୁ ଗିରଫ କରିବା ପାଇଁ ତଦନ୍ତ ଚଳାଇବା ସାରା ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି l

ନୟାଗଡ଼ରୁ ଜୟେନ୍ଦ୍ର ବେହେରା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.