ETV Bharat / state

ସ୍ଵାତୀ ମୃତ୍ୟୁ ଘଟଣା: ପୁଣି ଖୋଳତାଡ଼ ଆରମ୍ଭ କଲା ଡଗ୍ ସ୍କ୍ବାର୍ଡ - Doug Squad began investigate again

ସ୍ଵାତୀ ନିଜେ ବୁଡ଼ି ଯାଇଛି ନା ତାକୁ ହତ୍ୟା କରି ପୋଖରୀରେ ଫିଙ୍ଗା ଯାଇଛି ସେ ନେଇ କିଛି ସ୍ପଷ୍ଟ ହୋଇନି l ଏନେଇ ପୁଣି ଖୋଳତାଡ଼ ଆରମ୍ଭ କଲା ଡଗ୍ ସ୍କ୍ବାର୍ଡ l ଅଧିକ ପଢନ୍ତୁ...

ସ୍ଵାତୀ ମୃତ୍ୟୁ ଘଟଣା: ପୁଣି ଖୋଳତାଡ଼ ଆରମ୍ଭ କଲା ଡଗ୍ ସ୍କ୍ବାର୍ଡ

author img

By

Published : Dec 15, 2020, 9:34 PM IST

ନୟାଗଡ଼: ପୁଣି ଖୋଳତାଡ଼ ଆରମ୍ଭ କଲା ଡଗ୍ ସ୍କ୍ବାର୍ଡ l ସ୍ଵାତୀ ନିଜେ ବୁଡ଼ି ଯାଇଛି ନା ତାକୁ ହତ୍ୟା କରି ପୋଖରୀରେ ଫିଙ୍ଗା ଯାଇଛି ସେ ନେଇ କିଛି ସ୍ପଷ୍ଟ ହୋଇନି l ପରିବାର ଲୋକଙ୍କ ଅଭିଯୋଗ ଯେ ସ୍ଵାତୀକୁ ପ୍ରଥମେ ଅପହରଣ ଏବଂ ପରେ ହତ୍ୟା କରାଯାଇଛି l ତେଣୁ ଏଦିଗରେ ସ୍ପଷ୍ଟ ହେବା ପାଇଁ ଡ୍ରଗ୍ସ ସ୍କ୍ୟାର୍ଡର ସହାୟତା ନେଇଛି ପୋଲିସ l ସ୍ଵାତୀର ମୃତଦେହକୁ ବ୍ୟବଚ୍ଛେଦ କରିବାକୁ ରଣପୁର ପଠାଇଥିବା ବେଳେ ଫରେନ୍ସକି ଟିମ ଦ୍ୱାରା ମଧ୍ୟ ତଦନ୍ତ କରାଯାଇଛି l

ସ୍ଵାତୀ ମୃତ୍ୟୁ ଘଟଣା: ପୁଣି ଖୋଳତାଡ଼ ଆରମ୍ଭ କଲା ଡଗ୍ ସ୍କ୍ବାର୍ଡ
ସ୍ଵାତୀ ମୃତ୍ୟୁ ଘଟଣା: ପୁଣି ଖୋଳତାଡ଼ ଆରମ୍ଭ କଲା ଡଗ୍ ସ୍କ୍ବାର୍ଡ

3 ବର୍ଷର ଶିଶୁକନ୍ୟା ସ୍ବାତୀର ମୃତଦେହକୁ ପୋଖରୀରୁ ଉଦ୍ଧାର କରାଯାଇଛି l ଆଜି ଦିନ 11ଟା ବେଳେ ପୋଖରୀରେ ମୃତଦେହ ଭାସୁଥିବା ଗ୍ରାମବାସୀ ଦେଖିବାକୁ ପାଇଥିଲେ l ଏହି ଘଟଣା ପବନ ବେଗରେ ପ୍ରଚାରିତ ହେବା ପରେ ଗାଁ ଲୋକାରଣ୍ୟ ପାଲଟିଥିଲା l ସେପଟେ ଗ୍ରାମର ଲୋକ ମୃତ୍ୟୁ ଘଟଣାରେ ସାମିଲ ରହିଥିବା ସ୍ବାତୀର ପିତା ଅଭିଯୋଗ ଆଣିଛନ୍ତି l ସୂଚନାଯୋଗ୍ୟ, ନୟାଗଡ ଜିଲ୍ଲା ରଣପୁର ଥାନା ବଧିପାଟଣା ଗ୍ରାମରେ ଶୁକ୍ରବାର ଦିନ ଅପରାହ୍ନ ସମୟରେ ସଂଜୟ କୁମାର ସାହୁଙ୍କ 3 ବର୍ଷ ଝିଅ ସ୍ବାତୀ ସାହୁ ନିଖୋଜ ହୋଇଥିଲା l

ଏ ନେଇ ପରିବାର ପକ୍ଷରୁ ଥାନାରେ ଏତଲା ପରେ ପୋଲିସ ତଦନ୍ତ ଆରମ୍ଭ କରିଥିବା ବେଳେ ଘଟଣାକୁ ନେଇ ସାରା ରାଜ୍ୟରେ ଚର୍ଚ୍ଚା ଲାଗି ରହିଥିଲା ।

ନୟାଗଡ଼ରୁ ଜୟେନ୍ଦ୍ର ବେହେରା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.