ETV Bharat / state

ଅଖିଳ ଭାରତୀୟ କଂଗ୍ରେସର ଜିଲ୍ଲା ସ୍ତରୀୟ ବୈଠକ

ଅଖିଳ ଭାରତୀୟ କଂଗ୍ରେସର କମିଟିର ଏକ ଜିଲ୍ଲା ସ୍ତରୀୟ ବୈଠକ ନୟାଗଡ଼ର ନୀଳମାଧଵ କଲ୍ୟାଣ ମଣ୍ଡପରେ ଅନୁଷ୍ଠିତ ହୋଇଯାଇଛି l ଏଥିରେ 8ଟି ବ୍ଲକରୁ ଶତାଧିକ କଂଗ୍ରେସ କର୍ମକର୍ତ୍ତା ଯୋଗଦେଇ ସଂଗଠନକୁ କିଭଳି ଭାବେ ତୃଣମୂଳ ସ୍ତରରେ ସୁଦୃଢ କରାଯିବ ସେ ନେଇ ମତବ୍ୟକ୍ତ କରିଥିଲେ l ଅଧିକ ପଢନ୍ତୁ:

ଅଖିଳ ଭାରତୀୟ କଂଗ୍ରେସର ଜିଲ୍ଲା ସ୍ତରୀୟ ବୈଠକ
ଅଖିଳ ଭାରତୀୟ କଂଗ୍ରେସର ଜିଲ୍ଲା ସ୍ତରୀୟ ବୈଠକ
author img

By

Published : Nov 8, 2020, 8:55 PM IST

ନୟାଗଡ: ଅଖିଳ ଭାରତୀୟ କଂଗ୍ରେସର କମିଟିର ଏକ ଜିଲ୍ଲା ସ୍ତରୀୟ ବୈଠକ ନୟାଗଡ଼ର ନୀଳମାଧଵ କଲ୍ୟାଣ ମଣ୍ଡପରେ ଅନୁଷ୍ଠିତ ହୋଇଯାଇଛି l ସଭାପତି ବିମଳ କୁମାର ଦାଶଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି ବୈଠକରେ ଆଗାମୀ ପଞ୍ଚାୟତ ଏବଂ ବିଜ୍ଞାପିତ ଅଞ୍ଚଳ ପରିଷଦ ନିର୍ବାଚନ ପାଇଁ ରଣନୀତି ପ୍ରସ୍ତୁତ କରାଯାଇଥିଲା l

ଅଖିଳ ଭାରତୀୟ କଂଗ୍ରେସର ଜିଲ୍ଲା ସ୍ତରୀୟ ବୈଠକ

ଏଥିରେ 8ଟି ବ୍ଲକରୁ ଶତାଧିକ କଂଗ୍ରେସ କର୍ମକର୍ତ୍ତା ଯୋଗଦେଇ ସଂଗଠନକୁ କିଭଳି ଭାବେ ତୃଣମୂଳ ସ୍ତରରେ ସୁଦୃଢ କରାଯିବ ସେ ନେଇ ମତବ୍ୟକ୍ତ କରିଥିଲେ l ରାହୁଲ ଗାନ୍ଧୀ ଏବଂ ଅଖିଳ ଭାରତୀୟ କଂଗ୍ରେସ କମିଟିର ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କ ସ୍ଲୋଗାନ "ମେରା ବୁଥ ମେରା ଶକ୍ତି " କୁ ସଫଳ କରିବା ପାଇଁ କର୍ମୀମାନେ ଆଗେଇ ଆସିଛନ୍ତି l ବୁଥସ୍ତରରେ ସଙ୍ଗଠନକୁ ସୁଦୃଢ କରିବା ପାଇଁ ଆଲୋଚନା ହୋଇଥିଲା l ଆଗାମୀ ପଞ୍ଚାୟତ ଏବଂ ପୌରାଞ୍ଚଳ ନିର୍ବାଚନରେ କଂଗ୍ରେସର ପ୍ରତିଟି ପ୍ରାର୍ଥୀ କିଭଳି ବିଜୟ ହାସଲ କରିବେ ସେ ନେଇ ଆଲୋଚନା ହୋଇଥିଲା l ଏହି ବୈଠକରେ କଂଗ୍ରେସର ବହୁ ଟାଣୁଆ ନେତା ଉପସ୍ଥିତ ଥିଲେ ।

ନୟାଗଡ଼ରୁ ଜୟେନ୍ଦ୍ର ବେହେରା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.