ETV Bharat / state

ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହେଲେ ଜିଲ୍ଲା ପରିଷଦର ଅଧ୍ୟକ୍ଷ ଦେବାଶିଷ ପଟ୍ଟନାୟକ - ଦେବାଶିଷ ପଟ୍ଟନାୟକ ଜିଲ୍ଲା ପରିଷଦର ଅଧ୍ୟକ୍ଷ ନିର୍ବାଚିତ

ନୟାଗଡ଼ ଜିଲ୍ଲା ପରିଷଦର ଅଧ୍ୟକ୍ଷ ଦେବାଶିଷ ପଟ୍ଟନାୟକ ନିର୍ଦ୍ବନ୍ଦରେ ନିର୍ବାଚିତ ହୋଇଛନ୍ତି । ଜିଲ୍ଲା ଚାଷ ସମସ୍ୟା କିପରି ସମାଧାନ କରିବେ ସେନେଇ ମତ ଦେଇଛନ୍ତି । ଅଧିକ ପଢନ୍ତୁ

ଜିଲ୍ଲା ପରିଷଦର ଅଧ୍ୟକ୍ଷ ନିଦ୍ୱନ୍ଦ୍ୱରେ ନିର୍ବାଚିତ ହେଲେ ଦେବାଶିଷ ପଟ୍ଟନାୟକ

author img

By

Published : Mar 14, 2022, 7:14 AM IST

ନୟାଗଡ଼: ନୟାଗଡ଼ ଜିଲ୍ଲା ପରିଷଦର ଅଧ୍ୟକ୍ଷ ଭାବେ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହୋଇଛନ୍ତି ଦେବାଶିଷ ପଟ୍ଟନାୟକ । ଜିଲ୍ଲା ଚାଷ ସମସ୍ୟା କିପରି ସମାଧାନ କରିବେ ସେନେଇ ମତ ଦେଇଛନ୍ତି । ଏପରିକି ରାଜସୁନାଖଳାରେ ଇଣ୍ଡୋର ଷ୍ଟାଡିଅମ କରିବା ପାଇଁ ଯୋଜନା ରଖିଥିବା ଇଟିଭି ଭାରତକୁ କହିଛନ୍ତି ରାଜସୁନାଖଳା 22 ନଂ ଜିଲ୍ଲା ପରିଷଦ ଜୋନର ସଭ୍ୟ ଦେବାଶିଷ ପଟ୍ଟନାୟକ ।

ଜିଲ୍ଲା ପରିଷଦର ଅଧ୍ୟକ୍ଷ ନିଦ୍ୱନ୍ଦ୍ୱରେ ନିର୍ବାଚିତ ହେଲେ ଦେବାଶିଷ ପଟ୍ଟନାୟକ

22 ବିଜେଡ଼ି ଜିଲ୍ଲା ପରିଷଦ ଜୋନ ସଭ୍ୟା ସଭ୍ୟ ଥିବା ବେଳେ ଜଣେ ବିଜେପି ଏବଂ ଜଣେ ସ୍ୱାଧୀନ ସଭ୍ୟ ଥିଲେ । ପରବର୍ତ୍ତୀ ସମୟରେ ସ୍ୱାଧୀନ ଜିଲ୍ଲା ପରିଷଦ ପ୍ରାର୍ଥୀ ବିଜେଡ଼ିକୁ ସମର୍ଥନ ଜଣାଇଥିଲେ । ତେଣୁ, ଦେବାଶିଷ ପଟ୍ଟନାୟକ ନିଦ୍ୱନ୍ଦ୍ୱରେ ନିର୍ବାଚିତ ହୋଇଛନ୍ତି । ଜିଲ୍ଲାରେ ଥିବା ପ୍ରମୁଖ ସମସ୍ୟାର ସମାଧାନ ପାଇଁ କାର୍ଯ୍ୟ କରିବେ ବୋଲି ଦେବାଶିଷ କହିଛନ୍ତି l

ନୟାଗଡ଼ରୁ ଜୟେନ୍ଦ୍ର ବେହେରା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.