ETV Bharat / state

ବନ୍ୟପ୍ରାଣୀ ସପ୍ତାହ ଅବସରରେ ନୟାଗଡରେ ସାଇକେଲ ଶୋଭାଯାତ୍ରା

ବନ୍ୟପ୍ରାଣୀ ସପ୍ତାହ ଅବସରରେ ସାଇକେଲ ଶୋଭାଯାତ୍ରା । ନୟାଗଡ଼ ବନଖଣ୍ଡ ଡିଭିଜନ ଓ ମହାନଦୀ ବନ୍ୟପ୍ରାଣୀ ଡିଭିଜନ ମିଳିତ ଆନୁକୁଲ୍ୟରେ କରାଗଲା କାର୍ଯ୍ୟକ୍ରମ । ସାମିଲ ହେଲେ ଜିଲ୍ଲାପାଳଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି । ଅଧିକ ପଢନ୍ତୁ...

Cycling rally on the occasion of the 66th Wildlife Week
ବନ୍ୟପ୍ରାଣୀ ସପ୍ତାହ ଅବସରରେ ସାଇକେଲ ଶୋଭାଯାତ୍ରା
author img

By

Published : Oct 9, 2020, 7:45 AM IST

ନୟାଗଡ଼: ବନ୍ୟଜନ୍ତୁଙ୍କ ସୁରକ୍ଷା ଦିଗରେ ସଚେତନ ବୃଦ୍ଧି ପାଇଁ ୬୬ ତମ ବନ୍ୟପ୍ରାଣୀ ସପ୍ତାହ ପାଳିତ ହୋଇଯାଇଛି । ନୟାଗଡ଼ ବନଖଣ୍ଡ ଡିଭିଜନ ଓ ମହାନଦୀ ବନ୍ୟପ୍ରାଣୀ ଡିଭିଜନ ମିଳିତ ଆନୁକୁଲ୍ୟରେ ଏହି କାର୍ଯ୍ୟକ୍ରମ କରାଯାଇଥିଲା । ଏହି ଅବରସରେ ଆୟୋଜିତ ସଚେତନତା ସାଇକେଲ ଶୋଭାଯାତ୍ରାକୁ ଜିଲ୍ଲାପାଳ ଉଦଘାଟନ କରିଥିଲେ । କିଭଳି ଭାବରେ ବନ୍ୟପ୍ରାଣୀଙ୍କ ସୁରକ୍ଷା କରାଯିବ ସେ ନେଇ ବକ୍ତବ୍ୟ ରଖିଥିଲେ । ତେବେ, ଏହି କାର୍ଯ୍ୟକ୍ରମରେ ଅନ୍ୟତମ ଅତିଥି ଭାବେ ଏସପି , ଉପଜିଲ୍ଲାପାଳ , ପ୍ରକଳ୍ପ ନିର୍ଦ୍ଦେଶକ ଓ ଅତିରିକ୍ତ ଜିଲ୍ଲାପାଳ ପ୍ରମୁଖ ଯୋଗ ଦେଇଥିଲେ ।

ବନ୍ୟପ୍ରାଣୀ ସପ୍ତାହ ଅବସରରେ ସାଇକେଲ ଶୋଭାଯାତ୍ରା

ନୟାଗଡ଼ ପୁରୁଣା ବସଷ୍ଟାଣ୍ଡଠାରୁ ପିଟିଏସ ରୋଡ଼ ଦେଇ ଡିଆରଡିଏ, ଜଗନ୍ନାଥ ମନ୍ଦିର ହୋଇ ଏହି ଶୋଭାଯାତ୍ରା ପୁଣି ଥରେ ବନଖଣ୍ଡ ଅଧିକାରୀଙ୍କ କାର୍ଯ୍ୟାଳୟରେ ପହଞ୍ଚିଥିଲେ ।

ନୟାଗଡ଼ରୁ ଜୟେନ୍ଦ୍ର ବେହେରା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.