ETV Bharat / state

ନୟାଗଡ଼ରେ ଖସୁନି କୋରୋନା ଗ୍ରାଫ, 24 ଘଣ୍ଟାରେ 332 ଆକ୍ରାନ୍ତ ଚିହ୍ନଟ

ନୟାଗଡ଼ ଜିଲ୍ଲାରେ କରୋନା ସ୍ଥିତି ଜଟିଳ ହେବାକୁ ବସିଛି । ଗତ 24 ଘଣ୍ଟାରେ 322 ସଂକ୍ରମିତ ଚିହ୍ନଟ । ଅଧିକ ପଢନ୍ତୁ ....

ନୟାଗଡ଼ରେ ଖସୁନି କୋରୋନା ଗ୍ରାଫ, 24 ଘଣ୍ଟାରେ 332 ଆକ୍ରାନ୍ତ ଚିହ୍ନଟ
ନୟାଗଡ଼ରେ ଖସୁନି କୋରୋନା ଗ୍ରାଫ, 24 ଘଣ୍ଟାରେ 332 ଆକ୍ରାନ୍ତ ଚିହ୍ନଟ
author img

By

Published : May 22, 2021, 5:48 PM IST

ନୟାଗଡ଼: ଜିଲ୍ଲାରେ କରୋନା ସ୍ଥିତି ଜଟିଳ ହେବାକୁ ବସିଛି l ସେହିପରି ଅମାନିଆଙ୍କ ସଂଖ୍ୟା ଦିନକୁ ଦିନ କମିବା ପରିବର୍ତ୍ତେ ବୃଦ୍ଧି ପାଇବାରେ ଲାଗିବା ମଧ୍ୟ ଅନ୍ୟତନ ଚିନ୍ତାର କାରଣ ଭାବେ ଉଭା ହୋଇଛି । ସଂକ୍ରମିତଙ୍କ ସଂଖ୍ୟା ବଢ଼ିବା ସହ ଜିଲ୍ଲାରେ ଆଜି 332 ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହି ଆକ୍ରାନ୍ତଙ୍କୁ ମିଶାଇ ଜିଲ୍ଲାରେ 3178 ସକ୍ରିୟ ମାମଲା ରହିଥିବା ଜଣାଯାଇଛି l

ହୁ ହୁ ହୋଇ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ୁଥିବା ବେଳେ ପରିସ୍ଥିତି ଜଟିଳ ଅଣାୟତ ହେବାରେ ଲାଗିଲାଣି ଜିଲ୍ଲାରେ ମୃତ୍ୟୁ ସଂଖ୍ୟା ମଧ୍ୟ ଅନୁରୁପ ଭାବେ ବୃଦ୍ଧି ପାଇବାରେ ଲାଗିିଛି । ଆଜି ଚିହ୍ନଟ ହୋଇଛନ୍ତି ଭାପୁର ବ୍ଲକରୁ 16,ଦଶପଲ୍ଲାରୁ 32, ଗଣିଆରୁ 5, ଖଣ୍ଡପଡାରୁ 22, ନୟାଗଡ଼ରୁ 102, ନୂଆଗାଁରୁ 34 ଏବଂ ଓଡଗାଁରୁ 53,ରଣପୁରରୁ 45 ଏବଂ ଜିଲ୍ଲା ବାହାରୁ 23 ଜଣ ଚି଼ହ୍ନଟ ହୋଇଥିବା ସରକାରୀ ସୂତ୍ରରୁ ଜଣାପଡିଛି ।

ନୟାଗଡ଼ରୁ ଜୟେନ୍ଦ୍ର ବେହେରା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.