ETV Bharat / state

ଗାଁ ଗାଁ ବୁଲି ମାସ୍କ ବାଣ୍ଟି ଲୋକଙ୍କୁ ସଚେତନ କଲେ ରଣପୁର ବିଧାୟକ - corona-awareness-programme-continued

ନୟାଗଡ଼ ଜିଲ୍ଲାରେ ମଧ୍ୟ ପ୍ରତ୍ୟେକ ଦିନ ଶତାଧିକ ଲୋକ କୋରୋନାରେ ଆକ୍ରାନ୍ତ ହେଉଛନ୍ତି । ଏପରି ସ୍ଥଳେ ରଣପୁର ବିଧାୟକ ସତ୍ୟନାରାୟଣ ପ୍ରଧାନ ଗାଁ ଗାଁ ବୁଲି ଲୋକଙ୍କୁ ମାସ୍କ ବଣ୍ଟନ କରିବା ସହ କୋରୋନାର ଭୟାବହତା ଉପରେ ସଚେତନ କରାଇଛନ୍ତି । ଅଧିକ ପଢନ୍ତୁ...

corona-awareness-programme-continued-in-every-villages-in-Nayagarh
ଗାଁ ଗାଁ ବୁଲି ମାସ୍କ ବାଣ୍ଟି ଲୋକଙ୍କୁ ସଚେତନ କଲେ ରଣପୁର ବିଧାୟକ
author img

By

Published : Jun 4, 2021, 10:45 PM IST

ନୟାଗଡ଼: କୋରୋନା ମହାମାରୀ ଧୀରେ ଧୀରେ ବୃଦ୍ଧି ପାଉଛି । ନୟାଗଡ଼ ଜିଲ୍ଲାରେ ମଧ୍ୟ ପ୍ରତ୍ୟେକ ଦିନ ଶତାଧିକ ଲୋକ କୋରୋନାରେ ଆକ୍ରାନ୍ତ ହେଉଛନ୍ତି । ଏପରି ସ୍ଥଳେ ନୟାଗଡ଼ ଜିଲ୍ଲା ରଣପୁର ବିଧାୟକ ସତ୍ୟନାରାୟଣ ପ୍ରଧାନ ଗାଁ ଗାଁ ବୁଲି ଲୋକଙ୍କୁ ମାସ୍କ ବଣ୍ଟନ କରିବା ସହ କୋରୋନାର ଭୟାବହତା ଉପରେ ସଚେତନ କରାଇଛନ୍ତି ।

ଗାଁ ଗାଁ ବୁଲି ମାସ୍କ ବାଣ୍ଟି ଲୋକଙ୍କୁ ସଚେତନ କଲେ ରଣପୁର ବିଧାୟକ

ରଣପୁର ବ୍ଲକ ହରିଡ଼ାବନ୍ଧ ଗ୍ରାମ ପଞ୍ଚାୟତରେ ଥିବା ଗାଁ କୁ ଗାଁ ବୁଲି ନିଜ ଦଳୀୟ କର୍ମୀଙ୍କ ସହ ମାସ୍କ ବଣ୍ଟନ ସହ ଲୋକଙ୍କୁ ସଚେତନ କରାଇଛନ୍ତି । ସାବୁନରେ ହାତ ଧୋଇବା, ମାସ୍କ ପିନ୍ଧିବା ଏବଂ ସାମାଜିକ ଦୂରତା ରକ୍ଷା କରି ନିଜେ ସଚେତନ ରହିଲେ ଆମେ କୋରୋନାକୁ ଜିତି ପରିବା ବୋଲି ଲୋକମାନଙ୍କୁ କହିଥିଲେ ବିଧାୟକ ।

ନୟାଗଡ଼ରୁ ଜୟେନ୍ଦ୍ର ବେହେରା, ଈଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.