ETV Bharat / state

Municipal Result: ରଣପୁର-ନୟାଗଡ଼ରେ ବାଜି ମାରିଲା ବିଜେଡି

author img

By

Published : Mar 26, 2022, 11:59 AM IST

ନୟାଗଡ଼ ମ୍ୟୁନସିପାଲରେ ବିଜେଡି ବିପୁଳ ବିଜୟ ହାସଲ କରିଛି । ବିଜେଡି ଅଧ୍ୟକ୍ଷା ପ୍ରାର୍ଥିନୀ ନିରୁପମା ଖଟେଇ ବିଜେପି ଠାରୁ 6632 ଭୋଟରେ ବିଜୟୀ ହୋଇଛନ୍ତି । ଅଧିକ ପଢ଼ନ୍ତୁ

Municipal Result: ରଣପୁର-ନୟାଗଡ଼ରେ ବାଜି ମାରିଲା ବିଜେଡି
Municipal Result: ରଣପୁର-ନୟାଗଡ଼ରେ ବାଜି ମାରିଲା ବିଜେଡି

ନୟାଗଡ଼: ନୟାଗଡ଼ ମ୍ୟୁନସିପାଲରେ ବିଜେଡି ବିପୁଳ ବିଜୟ ହାସଲ କରିଛି । ବିଜେଡି ଅଧ୍ୟକ୍ଷା ପ୍ରାର୍ଥିନୀ ନିରୁପମା ଖଟେଇ ବିଜେପି ଠାରୁ 6632 ଭୋଟରେ ବିଜୟୀ ହୋଇଛନ୍ତି । ଜିଲ୍ଲାର 16ଟି ପୌର ଆସନରେ ବିଜେଡି ପ୍ରାର୍ଥୀ ବିଜୟୀ ହୋଇଛନ୍ତି ।

ପୂର୍ବରୁ ଗୋଟିଏ ୱାର୍ଡରେ ବିଜେଡି ପ୍ରାର୍ଥୀ ଅପ୍ରତିଦ୍ବନ୍ଦି ଭାବେ ନିର୍ବାଚିତ ହୋଇଥିଲେ । ବାକିଥିବା 15ଟି ୱାର୍ଡରେ ମଧ୍ୟ ବିଜେଡି କ୍ଲିନ୍‌ ସୁଇପ କରିଛି l ସେହିପରି ରଣପୁର NACରେ ବିଜେଡି ଅଧ୍ୟକ୍ଷା ପ୍ରାର୍ଥିନୀ ରଙ୍ଗୀନ ମହାନ୍ତି ବିଜୟୀ ହୋଇଛନ୍ତି l ସ୍ୱାଧୀନ ପ୍ରାର୍ଥୀ ମଧୁସ୍ମିତା ପ୍ରହରାଜଙ୍କ ଠାରୁ ସେ 323 ଭୋଟ ବ୍ୟବଧାନରେ ବିଜୟୀ ହୋଇଛନ୍ତି ରଙ୍ଗୀନ ମହାନ୍ତି l

ଏହି ବିଜୟ ପରେ ବିଜେଡି କ୍ୟାମ୍ପରେ ଉତ୍ସବର ମହୋଲ ରହିଛି । ପୂର୍ବରୁ ହିଁ ଏଠାରେ ବିଜେଡିର ହାୱା ରହିଥିଲା । ଏଥିପାଇଁ ଏଠାରେ ବିଜେଡି ଅଧିକ ଆସନରେ ବିଜୟୀ ହେବ ନେଇ ଚର୍ଚ୍ଚା ଲାଗି ରହିଥିଲା ।

ନୟାଗଡ଼ରୁ ଜୟେନ୍ଦ୍ର ବେହେରା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.