ETV Bharat / state

ବାତ୍ୟା ପୀଡିତଙ୍କ କରୁଣ କାହାଣୀ, କହିଲେ ଏମିତି କିଛି କଥା... - government

ପ୍ରକୃତିର ତାଣ୍ଡବ ଲୀଲାରୁ ତରିପାରିନି ନୟାଗଡ଼ । ଅନେକ ପରିମାଣର ବାସଗୃହ, ଗଛ ଓ ବିଦ୍ଯୁତ ଖୁଣ୍ଟମାନ ଭାଙ୍ଗିଯାଇଛି । ପ୍ରଶାସନ ତତ୍ପରତା ପ୍ରକାଶ କରି ଲୋକମାନଙ୍କୁ ବାତ୍ଯା ଆଶ୍ରୟସ୍ଥଳୀରେ ରଖିଥିଲେ ମଧ୍ୟ ସେମାନଙ୍କୁ ଖାଇବାକୁ ଦେଇନାହିଁ ମୁଠାଏ ଖାଦ୍ଯ ।

ଫଟୋ ସୌଜନ୍ଯ : ପ୍ରତିନିଧି, ନୟାଗଡ଼
author img

By

Published : May 3, 2019, 9:28 PM IST

Updated : May 4, 2019, 11:19 AM IST

ନୟାଗଡ: ପ୍ରକୃତିର ତାଣ୍ଡବ ଲୀଲାରୁ ତରିପାରିନି ନୟାଗଡ଼ । ଅନେକ ପରିମାଣର ବାସଗୃହ, ଗଛ ଓ ବିଦ୍ଯୁତ ଖୁଣ୍ଟମାନ ଭାଙ୍ଗିଯାଇଛି । ପ୍ରଶାସନ ତତ୍ପରତା ପ୍ରକାଶ କରି ଲୋକମାନଙ୍କୁ ବାତ୍ଯା ଆଶ୍ରୟସ୍ଥଳୀରେ ରଖିଥିଲେ ମଧ୍ୟ ସେମାନଙ୍କୁ ଖାଇବାକୁ ଦେଇନାହିଁ ମୁଠାଏ ଖାଦ୍ଯ ।

ଭିଡିଓ ସୌଜନ୍ଯ : ପ୍ରତିନିଧି, ନୟାଗଡ଼

ଭୋକ ଉପାସରେ କାଲିଠୁ ଏଠାରେ ଏମିତି ପଡିକି ରହିଛୁ । ହେଲେ ଆଜି ସଂନ୍ଧ୍ୟା ହେଲାଣି । ପ୍ରଶାସନ ତରଫରୁ ରନ୍ଧା ଖାଦ୍ୟ ଟିକେ ମିଳୁନାହିଁ ବୋଲି କ୍ଯାମେରା ଆଗରେ ନିଜର ଦୁଃଖ ବଖାଣିଥିଲେ ବାତ୍ଯା ପିଡୀତ । ସେହିଭଳି ନୂଆଗାଁ ବ୍ଲକ ବହାଡଝୋଲାରେ ଦେଖାଦେଇଛି ଅନୁରୂପ ଅବସ୍ଥା ।

ଫନିର ପ୍ରଭାବରେ ଦଶପଲ୍ଲାରେ ଦେଖାଦେଇଛି ଏକ ଅଭାବନୀୟ ଘଟଣା । ଘରେ ଶୋଇଥିବା ଅବସ୍ଥାରେ କାନ୍ଥ ପଡିଯିବାରୁ ଜଣେ ଯୁବତୀଙ୍କର ମୃତ୍ଯୁ ହୋଇଛି । ସେହିପରି ଗଣିଆରେ ଜଣେ ବାଳିକା ଗୁରୁତର ଆହତ ହୋଇ ମେଡିକାଲରେ ଭର୍ତ୍ତି ହୋଇଛନ୍ତି । କିନ୍ତୁ ଏପର୍ଯ୍ୟନ୍ତ ପ୍ରଶାସନ ସେମାନଙ୍କ ପାଖରେ ପହଁଚିନଥିବାରୁ ଅସନ୍ତେଷ ପ୍ରକାଶ ପାଇଛି ।

ନୟାଗଡ଼ରୁ ଉତ୍ପଳ ସାହୁ, ଇଟିଭି ଭାରତ

Intro:Body:

gfdgf

Conclusion:
Last Updated : May 4, 2019, 11:19 AM IST

For All Latest Updates

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.