ETV Bharat / state

ପରୀ ହତ୍ୟା ମାମଲା; ଅଭିଯୁକ୍ତର ହେବନି ନାର୍କୋ ଟେଷ୍ଟ, ଲ୍ୟାବ ପଠାଯିବ ଜବତ ମୋବାଇଲ - ମୋବାଇଲକୁ ଲାବୋରଟୋରୀ

ଅଭିଯୁକ୍ତର ହେବନି ନାର୍କୋ ଟେଷ୍ଟ
ଅଭିଯୁକ୍ତର ହେବନି ନାର୍କୋ ଟେଷ୍ଟ
author img

By

Published : Jan 8, 2021, 1:48 PM IST

Updated : Jan 8, 2021, 7:04 PM IST

13:38 January 08

ପରୀ ପ୍ରସଙ୍ଗ; ଅଭିଯୁକ୍ତର ହେବନି ନାର୍କୋ ଟେଷ୍ଟ , ଜବତ ମୋବଇଲକୁ ପଠାଯିବ ଲ୍ୟାବ

ଅଭିଯୁକ୍ତର ହେବନି ନାର୍କୋ ଟେଷ୍ଟ

ନୟାଗଡ: ନୟାଗଡ ନାବାଳିକା ହତ୍ୟା ମାମଲାରେ ଏସଆଇଟି ଦ୍ବାରା ଗିରଫ ନାବାଳକ ଅଭିଯୁକ୍ତର ହେବନି ନାର୍କୋ ଆନାଲିସିସ ଟେଷ୍ଟ । ନାର୍କୋ ଟେଷ୍ଟ ପାଇଁ ଅଭିଯୁକ୍ତ ମନା କରିବାରୁ ନାର୍କୋ ଆନାଲିସିସ ଟେଷ୍ଟ ପାଇଁ ଅନୁମତି ମିଳି ନଥିବା ଜଣାପଡିଛି ।  

ନାର୍କୋ ଟେଷ୍ଟ ଲାଗି ଏସଆଇଟି ପକ୍ଷରୁ ଆବେଦନ କରାଯାଇଥିବା ବେଳେ ନାବାଳକ ଜଣକ କିନ୍ତୁ ଏଥିପାଇଁ ନିଜ ଅସହମତି ପ୍ରକାଶ କରିଥିଲେ । ଅନ୍ୟପଟେ ନାବାଳକ ଅଭିଯୁକ୍ତ ଠାରୁ ଜବତ ହୋଇଥିବା ମୋବାଇଲ ପରୀକ୍ଷା ପାଇଁ ଗୁଜୁରାଟ ସେଣ୍ଟ୍ରାଲ ଫରେନସିକ ଲ୍ୟାବକୁ ଯାଇପାରେ ବୋଲି ସୂଚନା ମିଳିଛି। ।  

ମୋବଇଲରେ କ'ଣ ରହିଛି, ଜାଣିବାକୁ ଚାଁହୁଛି ଏସଆଇଟି l ସେଥିପାଇଁ ମୋବାଇଲକୁ ଲାବୋରଟୋରୀକୁ ପଠାଇବା ପାଇଁ ଜୁଭେନାଇଲ ଜଷ୍ଟିସ ବୋର୍ଡରେ ଆବେଦନ କରିଛି ଏସଆଇଟି l ଏ ନେଇ କୋର୍ଟ ଶୁଣାଣି କରିବା ସହ ରାୟ ସଂରକ୍ଷିତ ରଖିଛନ୍ତି  ।  

ନୟାଗଡ଼ରୁ ଜୟେନ୍ଦ୍ର ବେହେରା, ଇଟିଭି ଭାରତ

Last Updated : Jan 8, 2021, 7:04 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.