ETV Bharat / state

ଜଳୁଛି ନୟାଗଡ଼ର ବଳରାମ ପାହାଡ଼, ବିପଦରେ ବନ୍ୟଜନ୍ତୁ

author img

By

Published : Feb 26, 2021, 12:03 PM IST

ନୟାଗଡ଼ ଐତିହାସିକ ବଳରାମ ପାହାଡ଼ରେ ଲାଗିଛି ନିଆଁ l ପାଖାପାଖି 3 ଟି ପଞ୍ଚାୟତକୁ ଲାଗିକି ରହିଛି ଏହି ପାହାଡ଼ l ତିନି ଦିନ ଧରି ନିଆଁ ଲାଗିଥିବାବେଳେ ଏହାକୁ ଆୟତ୍ତ କରିବାକୁ ବନ ବିଭାଗ ତରଫରୁ ଚେଷ୍ଟା ଚାଲିଛି l ଅଧିକ ପଢନ୍ତୁ...

ଜଳୁଛି ନୟାଗଡ଼ ବଳରାମ ପାହାଡ଼, ବିପଦରେ ବନ୍ୟ ଜନ୍ତୁ

ନୟାଗଡ଼: ଜିଲ୍ଲାର ଐତିହାସିକ ବଳରାମ ପାହାଡ଼ରେ ଲାଗିଛି ନିଆଁ l ପାଖାପାଖି 3 ଟି ପଞ୍ଚାୟତକୁ ଲାଗି ରହିଛି ଏହି ପାହାଡ଼ l ତିନି ଦିନ ଧରି ନିଆଁ ଲାଗିଥିବାବେଳେ ଏହାକୁ ଆୟତ୍ତ କରିବାକୁ ବନ ବିଭାଗ ତରଫରୁ ଚେଷ୍ଟା ଚାଲିଛି l ନିଆଁ ଲାଗିବାରୁ ବନ୍ୟଜନ୍ତୁଙ୍କ ପ୍ରତି ବିପଦ ସୃଷ୍ଟି ହୋଇଛି l ତେବେ ଏହି ପାହାଡ଼ରେ କିଭଳି ନିଆଁ ଲାଗିଲା ତାହା ଜଣାପଡ଼ିନଥିବା ବେଳେ ନିଆଁ ଲିଭା କାର୍ଯ୍ୟ ଜାରି ରହିଛି l

ନୟାଗଡ଼ରୁ ଜୟେନ୍ଦ୍ର ବେହେରା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.