ETV Bharat / state

ଏସିଆ ଓ ଇଣ୍ଡିଆ ବୁକ ଅଫ ରେକର୍ଡ ସୃଷ୍ଟି କଲେ ନୟାଗଡ଼ର ସ୍ପ୍ରିଙ୍ଗ ଗର୍ଲ

author img

By

Published : Jun 23, 2021, 11:40 AM IST

ପୁଣି ଚମକିଲେ ନୟାଗଡ଼ର ସ୍ପ୍ରିଙ୍ଗ ଗର୍ଲ ପ୍ରିୟା । ରାଜ୍ୟ ପାଇଁ ଗୌରବ ଆଣିଲେ ସାଢ଼େ ତିନି ବର୍ଷର କୁନି ଝିଅ । ଇଣ୍ଡିଆ ବୁକ ଅଫ ରେକର୍ଡ ଏବଂ ଏସିଆ ବୁକ ଅଫ ରେକର୍ଡରେ ସ୍ଥାନ ପକ୍କା କଲେ ନୟାଗଡ଼ ଜିଲ୍ଲା ରଣପୁର ବ୍ଲକ ରାଜସୁନାଖଳା ମଥୁରାପୁର ସାହିର ପ୍ରିୟା ପ୍ରିୟଦର୍ଶିନୀ ନାୟକ । ଅଧିକ ପଢନ୍ତୁ...

ଏସିଆ ଏବଂ ଇଣ୍ଡିଆ ବୁକ ଅଫ ରେକର୍ଡ ସୃଷ୍ଟି କଲେ ନୟାଗଡ଼ର ସ୍ପ୍ରିଂଗ ଗର୍ଲ ପ୍ରିୟା

ନୟାଗଡ଼: ପୁଣି ଚମକିଲେ ନୟାଗଡ଼ର ସ୍ପ୍ରିଙ୍ଗ ଗର୍ଲ ପ୍ରିୟା । ରାଜ୍ୟ ପାଇଁ ଗୌରବ ଆଣିଲେ ସାଢ଼େ ତିନି ବର୍ଷର କୁନି ଝିଅ । ଇଣ୍ଡିଆ ବୁକ ଅଫ ରେକର୍ଡ ଏବଂ ଏସିଆ ବୁକ ଅଫ ରେକର୍ଡରେ ସ୍ଥାନ ପକ୍କା କରିଛନ୍ତି ପ୍ରିୟା । ତେବେ ସେ ଇଣ୍ଡିଆ ବୁକ ଅଫ ରେକର୍ଡର ମ୍ୟାକ୍ସିମମ ୟୋଗା ପୋଜେସ ପରଫର୍ମ୍‌ଡ୍‌ ବାଏ ଏ କିଡ୍‌ ଏବଂ ଏସିଆ ବୁକ ଅଫ ରେକର୍ଡର ଗ୍ରାଣ୍ଡ ମାଷ୍ଟର ସାର୍ଟିଫିକେସନ କାଟାଗୋରୀରେ ସେ ରେକର୍ଡ ସୃଷ୍ଟି କରିଛନ୍ତି । ଏକ ବିରଳ ରେକର୍ଡ କରିବାରେ ସଫଳତା ହାସଲ କରିଛନ୍ତି ଏହି ସର୍ବକନିଷ୍ଠ କୁନି ଝିଅ ପ୍ରିୟା ପ୍ରିୟଦର୍ଶିନୀ ନାୟକ । ତେବେ ଆର୍ଥିକ ଅଭାବରୁ ବିଶ୍ୱ ରେକର୍ଡରେ ବଞ୍ଚିତ ଥିବା ପ୍ରିୟାଙ୍କ ବାପା ମା’ ପ୍ରକାଶ କରିଛନ୍ତି ।

ନୟାଗଡ଼ ଜିଲ୍ଲା ରଣପୁର ବ୍ଲକ ରାଜସୁନାଖଳା ମଥୁରାପୁର ସାହିର ଏହି ସାଢ଼େ ତିନି ବର୍ଷର କୁନି ଝିଅ ପ୍ରିୟା ପ୍ରିୟଦର୍ଶିନୀଙ୍କ ସମ୍ପର୍କରେ କିଛି ଦିନ ପୂର୍ବେ "ଈଟିଭି ଭାରତ " ରେ ଆମେ ବିସ୍ତୃତ ଭାବେ ଦେଖାଇଥିଲୁ । ହିନ୍ଦୀ ଏବଂ ଇଂରାଜୀରେ ପ୍ରସାରିତ ହୋଇଥିବା ନ୍ୟୁଜ ଭିଡ଼ିଓ କ୍ଲିପକୁ ନେଇ ରେକର୍ଡ଼ ପାଇଁ ଆବେଦନ କରାଯାଇଥିଲା । ଫଳରେ ପ୍ରିୟାଙ୍କ ଏପରି ସଫଳତା ପରେ ବିଭିନ୍ନ ମହଲରେ ଏବେ ପ୍ରଶଂସାର ସୁଅ ଛୁଟିଛି । ଏନେଇ ପ୍ରିୟା ଏବଂ ତାଙ୍କ ପରିବାର ଲୋକଙ୍କ ସହ ଅଧିକ ଆଲୋଚନା କରିଛନ୍ତି ନୟାଗଡ଼ ପ୍ରତିନିଧି ଜୟେନ୍ଦ୍ର ବେହେରା ।

ନୟାଗଡ଼ରୁ ଜୟେନ୍ଦ୍ର ବେହେରା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.