ETV Bharat / state

ନାବାଳିକା ଦୁଷ୍କର୍ମ ଘଟଣା: ଦୋଷୀକୁ 20ବର୍ଷ କାରାଦଣ୍ଡ, 20ହଜାର ଆର୍ଥିକ ଦଣ୍ଡ - ଫତେଗଡ଼ ଥାନା ନାବାଳିକା ଦୁଷ୍କର୍ମ ଘଟଣାରେ ରାୟ

ନାବାଳିକା ଦୁଷ୍କର୍ମକାରୀଙ୍କୁ 20 ବର୍ଷ ସଶ୍ରମ କାରାଦଣ୍ଡ ସହ 20 ହଜାର ଟଙ୍କା ଆର୍ଥିକ ଦଣ୍ଡ ଶୁଣାଇଲେ ନୟାଗଡ଼ ଫାର୍ଷ୍ଟଟ୍ରାକ ପକ୍ସୋ କୋର୍ଟ ।

ଫତେଗଡ଼ ଥାନା ନାବାଳିକା ଦୁଷ୍କର୍ମ ଘଟଣା: ଦୋଷୀକୁ 20 ବର୍ଷ ସଶ୍ରମ କାରାଦଣ୍ଡ, 20 ହଜାର ଆର୍ଥିକ ଦଣ୍ଡ

author img

By

Published : May 18, 2022, 10:55 PM IST

ନୟାଗଡ଼: ନାବାଳିକା ଦୁଷ୍କର୍ମକାରୀକୁ 20 ବର୍ଷ ସଶ୍ରମ କାରାଦଣ୍ଡ ସହ 20 ହଜାର ଟଙ୍କା ଆର୍ଥିକ ଦଣ୍ଡାଦେଶ ଶୁଣାଇଲେ ନୟାଗଡ଼ ଫାର୍ଷ୍ଟଟ୍ରାକ କୋର୍ଟ । ନୟାଗଡ଼ ଫାର୍ଷ୍ଟ ଟ୍ରାକ ପକ୍ସୋ କୋର୍ଟ ବିଚାରପତି ବିରଞ୍ଚି କୁମାର ରଥ ଶୁଣାଇଲେ ଦଣ୍ଡାଦେଶ ।

2019 ମସିହାରେ ନୟାଗଡ଼ ଫତେଗଡ଼ ଥାନାରେ ହୋଇଥିବା ଏକ ନାବାଳିକା ଦୁଷ୍କର୍ମ ମାମଲାରେ ଏହି ଦଣ୍ଡାଦେଶ ଶୁଣାଇବା ସହ ପୀଡ଼ିତାଙ୍କୁ ଦେଢ଼ ଲକ୍ଷ ଟଙ୍କା କ୍ଷତିପୂରଣ ଦେବା ପାଇଁ ଆଦେଶ ଦେଇଛନ୍ତି ଫତେଗଡ଼ ଅଞ୍ଚଳର ଦୋଷୀ ଜିତୁ ମହାରଣାଙ୍କୁ ।

ନୟାଗଡ଼ରୁ ଜୟେନ୍ଦ୍ର ବେହେରା, ଇଟିଭି ଭାରତ

For All Latest Updates

TAGGED:

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.