ନୟାଗଡ଼: 2008 ମସିହା ଫେବୃଆରୀ 15 ଅର୍ଥାତ ଆଜିର ଦିନରେ ନୟାଗଡରେ ଲୋମହର୍ଷଣକାରୀ, ଛାତିଥରା ମାଓ ଆକ୍ରମଣକୁ ପୁରିଛି 13ବର୍ଷ । ରାତି ପ୍ରାୟ 10 ଟା 45 ରୁ ଆକ୍ରମଣ ଆରମ୍ଭ ହୋଇଯାଇଥିଲା । ସାରା ଦେଶକୁ ସ୍ତବ୍ଧ କରିଦେଇଥିବା ସେହି କାଳ ରାତିର ଘଟଣା ମନେପଡିଲେ ଏବେବି ଜିଲ୍ଲା ବାସିଙ୍କ ଲୋମ ଟାଙ୍କୁରି ଉଠେ । 200ରୁ ଉର୍ଦ୍ଧ ସଶସ୍ତ୍ର ମାଓବାଦୀ ଜିଲ୍ଲାର 6ଟି ସ୍ଥାନରେ ରଚିଥିଲେ ମହାତାଣ୍ଡବ । ଅପରେସନ ସଫଳତା ପରେ ‘‘ଭାରତ ମାତାକି ଜୟ’’ର ମଧ୍ୟ ସ୍ଲୋଗାନ ଦେଉଥିଲେ । ମାଓବାଦୀଙ୍କ ଆକ୍ରମଣରେ ଜଣେ ସାଧାରଣ ଲୋକ ସମେତ ଚାଲିଯାଇଥିଲା 15 ଜଣ ପୋଲିସଙ୍କ ଜୀବନ ।
ମାଓ ଆକ୍ରମଣକୁ 13 ବର୍ଷ, କାହାଣୀ ବଖାଣିଲେ ପ୍ରତ୍ୟକ୍ଷଦର୍ଶୀ ମହିଳା କନେଷ୍ଟବଳ ପ୍ରତିମା - maoist attack in nayagarh
2008 ନୟାଗଡ଼ ମାଓ ଆକ୍ରମଣକୁ ବିତିଲା 13 ବର୍ଷ । କାଳ ରାତିର ଛାତି ଥରା କାହାଣୀ ବଖାଣିଲେ ପ୍ରତ୍ୟକ୍ଷଦର୍ଶୀ ମହିଳା କନେଷ୍ଟବଳ ପ୍ରତିମା । ଅଧିକ ପଢନ୍ତୁ...