ETV Bharat / state

କୋରୋନା ପଜିଟିଭ ରିପୋର୍ଟ ଆସିବା ପରେ ଆତ୍ମହତ୍ୟା କଲେ ଯୁବକ

author img

By

Published : Oct 13, 2020, 8:21 AM IST

ନବରଙ୍ଗପୁରରେ କୋରୋନା ପଜିଟିଭ ଆସିବା ପରେ ଆତ୍ମହତ୍ୟା କଲେ ଯୁବକ । ଯୁବକ ଜଣକ ହେଉଛନ୍ତି ବଡମସିଗାଁ ପଞ୍ଚାୟତ ସଦର ମହକୁମାର ଝାଡେଶ୍ବର ବିଷୋୟୀଙ୍କ ପୁଅ ନରେନ୍ଦ୍ର ବିଷୋୟୀ(19) । ଅଧିକ ପଢନ୍ତୁ...

Youth commits suicide due to fear of Corona
କୋରୋନା ପଜିଟିଭ ଭୟରେ ଆତ୍ମହତ୍ୟା କଲେ ଯୁବକ

ନବରଙ୍ଗପୁର: ସାରାବିଶ୍ବରେ ମହାମାରୀ କୋରୋନା ଆତଙ୍କ ମଚେଇଥିବା ବେଳେ ଏହା ଭୟରେ ଆତ୍ମହତ୍ୟା କରୁଛନ୍ତି ଜଣଙ୍କ ପରେ ଜଣେ । ତେବେ ଏବେ ନବରଙ୍ଗପୁରରେ କୋରୋନା ପଜିଟିଭ ଆସିବା ପରେ ଜଣେ ଯୁବକ ଆତ୍ମହତ୍ୟା କରିଥିବା ଜଣା ପଡ଼ିଛି ।

Youth commits suicide due to fear of Corona
କୋରୋନା ପଜିଟିଭ ରିପୋର୍ଟ ଆସିବା ପରେ ଆତ୍ମହତ୍ୟା କଲେ ଯୁବକ

ଗ୍ରାମର ଝାଡେଶ୍ବର ବିଷୋୟୀଙ୍କ ପୁଅ ନରେନ୍ଦ୍ର ବିଷୋୟୀ(୧୯)ଙ୍କ ପଜିଟିଭ ରିପୋର୍ଟ ଜାଣିବା ପରେ ସେ ଭୟରେ ଘରକୁ ଫେରି ନ ଥିଲେ। ଶେଷରେ ଅପରାହ୍ନରେ ଘରକୁ ଆସି କୀଟନାଶକ ଔଷଧ ପିଇବା ବେଳେ ପରିବାର ଲୋକ ଛଡାଇଥିଲେ। ସେତେବେଳକୁ ସେ କିଛି ମାତ୍ରାରେ ସେବନ କରି ସାରିଥିଲେ। ସ୍ବାସ୍ଥ୍ୟ ଅବସ୍ଥା ଗୁରୁତର ହେବା ପରେ ତୁରନ୍ତ ନବରଙ୍ଗପୁର ଜିଲ୍ଲା ସଦର ମହକୁମା ଡାକ୍ତରଖାନାରେ ତାଙ୍କୁ ଭର୍ତ୍ତି କରାଯାଇଥିଲା। କିନ୍ତୁ ସୋମବାର ସନ୍ଧ୍ୟାରେ ଡାକ୍ତରଖାନାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି।

ନବରଙ୍ଗପୁରରୁ ତପନ କୁମାର ବିଷୋୟୀ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.