ETV Bharat / state

କମିଲା ବୁଥ୍‌ ସଂଖ୍ୟା, ଭୋଟର ହନ୍ତସନ୍ତ

ପ୍ରତିଥର ନିର୍ବାଚନରେ ଡାବୁଗାଁ ନିର୍ବାଚନୀ ମଣ୍ଡଳୀରେ 2ଟି ବୁଥ୍‌ର ବ୍ୟବସ୍ଥା କରାଯାଉଥିବା ବେଳେ ଚଳିତ ବର୍ଷ ମାତ୍ର ଗୋଟିଏ ବୁଥ୍‌ ସ୍ଥାପନ କରାଯାଇଛି । ଯାହାକୁ ନେଇ ହନ୍ତସନ୍ତ ହୋଇଛନ୍ତି ଭୋଟର ।

author img

By

Published : Apr 11, 2019, 7:17 PM IST

ଫଟୋ ସୌଜନ୍ୟ: ସମ୍ବାଦଦାତା, ନବରଙ୍ଗପୁର

ନବରଙ୍ଗପୁର: ପ୍ରତିଥର ନିର୍ବାଚନରେ ଡାବୁଗାଁ ନିର୍ବାଚନୀ ମଣ୍ଡଳୀରେ 2ଟି ବୁଥ୍‌ର ବ୍ୟବସ୍ଥା କରାଯାଉଥିବା ବେଳେ ଚଳିତ ବର୍ଷ ମାତ୍ର ଗୋଟିଏ ବୁଥ୍‌ ସ୍ଥାପନ କରାଯାଇଛି । ଯାହାକୁ ନେଇ ହନ୍ତସନ୍ତ ହୋଇଛନ୍ତି ଭୋଟର । ସୂଚନା ଅନୁଯାୟୀ ଡାବୁଗାଁ ନିର୍ବାଚନ ମଣ୍ଡଳୀ ଅଧୀନସ୍ଥ କୋଷାଗୁମଡା ବ୍ଲକ ଅନ୍ତର୍ତ ଫାର୍ସଗୁଡା ଗ୍ରାମରେ ପ୍ରତିଥର 2ଟି ବୁଥ୍‌ କରାଯାଉଥିଲା । ହେଲେ ଏଥର ମାତ୍ର ଗୋଟିଏ ବୁଥ୍‌ ରହିଥିବା ଯୋଗୁଁ ମତଦାନ କେନ୍ଦ୍ରରେ ଭୋଟରଙ୍କ ନାହିଁ ନଥିବା ଭିଡ ଦେଖିବାକୁ ମିଳିଥିଲା ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ନବରଙ୍ଗପୁର

ତେବେ ଏସମସ୍ତ ସମସ୍ୟା ସତ୍ତ୍ବେ ଭୋଟରମାନେ ବେଶ୍‌ ଉତ୍ସାହର ସହ ଆସି ମତଦାନ କେନ୍ଦ୍ରରେ ଭୋଟ ଦେଇ ନିଜ ଅଧିକାର ସାବ୍ୟସ୍ତ କରିଥିଲେ ।

ନବରଙ୍ଗପୁରରୁ ତପନ କୁମାର ବିଷୋୟୀ, ଇଟିଭି ଭାରତ

Intro:Body:

aljkuias

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.