ETV Bharat / state

ଉତ୍କଳ ପରିଷଦର ପ୍ରଥମ ସ୍ବାସ୍ଥ୍ୟ ୱେବିନାର୍

author img

By

Published : Jun 13, 2021, 9:37 PM IST

ଉତ୍କଳ ପରିଷଦ ନବରଙ୍ଗପୁର ଓଡ଼ିଆ ଭାଷା ସାହିତ୍ୟ ସଂସ୍କୃତି ଉପରେ ଚେତନା କାର୍ଯ୍ୟକ୍ରମ କରୁଥିଲା ବେଳେ ପ୍ରଥମ ଥର ସ୍ବାସ୍ଥ୍ୟ ଉପରେ ୱେବିନାର୍ କରିଛି। ସାହିତ୍ୟ ଇତିହାସରେ ଏହା ପ୍ରଥମ। ଅଧିକ ପଢନ୍ତୁ...

ଉତ୍କଳ ପରିଷଦର ପ୍ରଥମ ସ୍ବାସ୍ଥ୍ୟ ୱେବିନାର୍
ଉତ୍କଳ ପରିଷଦର ପ୍ରଥମ ସ୍ବାସ୍ଥ୍ୟ ୱେବିନାର୍

ନବରଙ୍ଗପୁର: ଉତ୍କଳ ପରିଷଦ ନବରଙ୍ଗପୁର ଓଡ଼ିଆ ଭାଷା ସାହିତ୍ୟ ସଂସ୍କୃତି ଉପରେ ଚେତନା କାର୍ଯ୍ୟକ୍ରମ କରୁଥିଲା ବେଳେ ପ୍ରଥମ ଥର ସ୍ବାସ୍ଥ୍ୟ ଉପରେ ୱେବିନାର୍ କରିଛି। ସାହିତ୍ୟ ଇତିହାସରେ ଏହା ପ୍ରଥମ।

ଉତ୍କଳ ପରିଷଦର ପ୍ରଥମ ସ୍ବାସ୍ଥ୍ୟ ୱେବିନାର୍
ଉତ୍କଳ ପରିଷଦର ପ୍ରଥମ ସ୍ବାସ୍ଥ୍ୟ ୱେବିନାର୍

ଉତ୍କଳ ପରିଷଦର ସଭାପତି ପ୍ରେମଚାନ୍ଦ ପଟ୍ଟନାୟକ ସ୍ଵାଗତ ଭାଷଣ ଦେଇଥିଲେ। ଏଥିରେ ବରିଷ୍ଠ ଡାକ୍ତର ବିପିନ ବିହାରୀ ମିଶ୍ର, ଡାକ୍ତର ପଙ୍କଜ କୁମାର ପଟ୍ଟନାୟକ, ଡାକ୍ତର ଶାନ୍ତି ସ୍ବରୂପ ପଟ୍ଟନାୟକ ଯୋଗ ଦେଇ ମହାମାରୀରେ ଆସିଥିବା ବିପତ୍ତି, ଏହାର କାରଣ ସଚେତନ, ସୁରକ୍ଷା ଏବଂ କଣ କଣ କରାଯିବ ବିସ୍ତୃତ ଭାବରେ କହିଥିଲେ।

ଉତ୍କଳ ପରିଷଦର ପ୍ରଥମ ସ୍ବାସ୍ଥ୍ୟ ୱେବିନାର୍
ଉତ୍କଳ ପରିଷଦର ପ୍ରଥମ ସ୍ବାସ୍ଥ୍ୟ ୱେବିନାର୍

ପରେ ପ୍ରଶ୍ନ ଉତ୍ତରରେ ଭାଗ ନେଇ ସାରା ଭାରତର କୋଣ ଅନୁକୋଣରୁ ବିଭିନ୍ନ ପ୍ରଶ୍ନର ଉତ୍ତର ରଖିଥିଲେ। ଏଥିରେ ଦିଲ୍ଲୀ, ତେଲେଙ୍ଗାନା, ମଧ୍ୟପ୍ରଦେଶ, ଓଡ଼ିଶାର ରାଉରକେଲା, ପୁରୀ, ଗଞ୍ଜାମ,ବାଲେଶ୍ଵର, କଟକ ପୁରୀ, କଳାହାଣ୍ଡି, ରାୟଗଡ଼ାରୁ ଯୋଗଦାନ କରିଥିଲେ। ଏହି କାର୍ଯ୍ୟକ୍ରମକୁ ନାଟ୍ୟକାର ଜଗନ୍ନାଥ ବେହେରା ସଂଯୋଜନା କରିଥିଲେ ।

ନବରଙ୍ଗପୁରରୁ ତପନ କୁମାର ବିଷୋୟୀ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.