ETV Bharat / state

କି ନିୟମ! କଳାହାଣ୍ଡି ନ ଯାଇ ବି ଫାଇନ

author img

By

Published : Dec 6, 2019, 1:10 PM IST

କଳାହାଣ୍ଡି ଯାଇ ନାହାଁନ୍ତି ହେଲେ ଜରିମାନା ଆସିଛି ହଜାରେ । ନୂତନ ମୋଟର ଯାନ ନିୟମ ଲାଗୁ ହେବା ପରେ ନବରଙ୍ଗପୁରରୁ ଆସିଛି ରୋଚକ ତଥ୍ୟ । ଅଧିକ ଖବର ପଢନ୍ତୁ...

କି ନିୟମ! କଳାହାଣ୍ଡି ନଯାଇ ଫାଇନ ପାଇଁ ଆସିଛି ମେସେଜ
କି ନିୟମ! କଳାହାଣ୍ଡି ନଯାଇ ଫାଇନ ପାଇଁ ଆସିଛି ମେସେଜ

ନବରଙ୍ଗପୁର : କଳାହାଣ୍ଡି ଯାଇ ନାହାଁନ୍ତି ହେଲେ ଜୋରିମାନା ଆସିଛି ହଜାରେ । ନୂତନ ମୋଟର ଯାନ ନିୟମ ଲାଗୁ ହେବା ପରେ ନବରଙ୍ଗପୁରରୁ ଆସିଛି ରୋଚକ ତଥ୍ୟ । ସାରା ରାଜ୍ୟରେ ଆରମ୍ଭ ହୋଇଯାଇଛି କଡାକଡି ଯାଞ୍ଚ ପ୍ରକ୍ରିୟା । ପୋଲିସ ଯାଞ୍ଚ ସମୟରେ ହେଲମେଟ,ସିଟ ବେଲ୍ଟ ବାନ୍ଧି ନ ଥିଲେ , ଗାଡି ଚଲାଇବା ବେଳେ ଫୋନରେ କଥା ହେଉଥିଲେ, ନାବାଳକ ଗାଡି ଚାଳନା କରୁଥିଲେ ଏବଂ ତ୍ରୁଟି ପୂର୍ଣ୍ଣ ତଥା ଦ୍ରୁତ ଗତିରେ ଗାଡି ଚାଳନା ସହ ବାଇକରେ ତିନିରୁ ଅଧିକ ଯାତ୍ରୀ ବସିଥିଲେ ପୋଲିସ ସେମାନଙ୍କ ଠୁ ଫାଇନ ଆଦାୟ ସହ ଚାଲାଣ କାଟୁଛି ।

କି ନିୟମ! କଳାହାଣ୍ଡି ନଯାଇ ଫାଇନ ପାଇଁ ଆସିଛି ମେସେଜ

ଯାହାକୁ ନେଇ ଗାଡି ଚାଳକଙ୍କ ମଧ୍ୟରେ କୋକୁଆ ଭୟ ସୃଷ୍ଟି ହୋଇଛି । ଏସବୁ ଭିତରେ ନବରଙ୍ଗପୁରର ଜଣେ ଗାଡି ଚାଳକ ଙ୍କ ମୋଟର ଆଇନ ଯାନ ନିୟମ ଖିଲାପ କରିଥିବା ଅଭିଯୋଗ ରେ ଚାଲାଣ ନେଇ ତାଙ୍କ ମୋବାଇଲ କୁ ଆସିଛି ମେସେଜ । ନିୟମ ଖିଲାପ କରିଥିବାରୁ ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ବ୍ଲକ କଣ୍ଟାସାରୁ ଗ୍ରାମର ପୁରନ ପୂଜାରୀଙ୍କୁ ଏହି ମେସେଜ ଆସିଛି।

ନିଜ ଟିଭିଏସ ଏକ୍ସେଲ ବାଇକ (ଓଡ଼ି ୨୪ ବି ୭୯୪୬) ରେ କଳାହାଣ୍ଡି ଜିଲ୍ଲାରେ ଟ୍ରାଫିକ ନିୟମ ଖିଲାପ କରିଥିବା ଅଭିଯୋଗରେ କଳାହାଣ୍ଡି ପୋଲିସ ତରଫରୁ ଚାଲାଣ ନମ୍ବର ଓଆର ୩୬୧୮ ୯୧୯୧୨୦୨୧୯୨୭୦ ରେ ଚାଲାଣ କଟାଯାଇଥିବା ଆସିଛି ମେସେଜ । ମେସେଜଟି ଇଂରାଜୀରେ ଲେଖା ହୋଇଥିବାରୁ ପ୍ରଥମେ ସେ ବୁଝିପାରିନଥିଲେ।

ପରେ ଫାଇନ ବାବଦରେ ସେ ଜାଣିଥିଲେ । ପରେ ପୁରନ ଏହି ମେସେଜ କୁ ନେଇ ଯେଉଁ ଟିଭିଏସ ସୋ ରୁମ ରୁ ଏହି ବାଇକ କିଣିଥିଲେ ସେହି ସୋରୁମ ମାଲିକଙ୍କୁ ଦେଖାଇଥିଲେ । କଳାହାଣ୍ଡି ଆରଟିଓ ଙ୍କ ଠାରୁ ଫାଇନ ବାନ୍ଧିବା ନେଇ ମେସେଜ ଆସିଛି । ଯାହାକୁ ନେଇ ଚକିତ ହୋଇଯାଇଥିଲେ ପୁରନ ।

କାରଣ ପୁରନ ସେହି ଦିନ ନିଜ ବିଲରେ କାମରେ ଥିବା ବେଳେ ଗାଡି ନେଇ କୁଆଡେ ଯାଇନଥଥିବା କହିଛନ୍ତି । ତେବେ ସେ ଏହି ଫାଇନକୁ ତ୍ରୁଟି ପୂର୍ଣ୍ଣ କହି ଫାଇନ ନଦେବା ପାଇଁ ରୋକଠୋକ କହିଛନ୍ତି ।

ନବରଙ୍ଗପୁରରୁ ତପନ ବିଷୋୟୀ, ଇଟିଭି ଭାରତ

Intro:ସ୍ଲଗ - କଳାହାଣ୍ଡି ଯାଇ ନାହାନ୍ତି ଜରିମାନା ଆସିଛି ହଜାରେ । ନୂତନ ମୋଟର ଯାନ ନିୟମ
ଫର୍ମାଟ - ଏଭିବିବି, ୦୬/୧୨/୧୯
ରିପୋର୍ଟ - ତପନ ବିଷୋୟୀ, ନବରଙ୍ଗପୁର
----------------------------------------------------
ଆଙ୍କର - କଳାହାଣ୍ଡି ଯାଇ ନାହାନ୍ତି ହେଲେ ଜରିମାନା ଆସିଛି ହଜାରେ । ନୂତନ ମୋଟର ଯାନ ନିୟମ ଲାଗୁ ହେବା ପରେ ନବରଙ୍ଗପୁର ରୁ ଆସିଛି ରୋଚକ ତଥ୍ୟ । ସାରା ରାଜ୍ୟରେ ଆରମ୍ଭ ହୋଇଯାଇଛି କଡାକଡି ଯାଞ୍ଚ ପ୍ରକ୍ରିୟା ଭିତରେ ନବରଙ୍ଗପୁର ରୁ ଆସିଛି ରୋଚକ ତଥ୍ୟ। ପୋଲିସ ଯାଞ୍ଚ ସମୟରେ ହେଲମେଟ,ସିଟ ବେଲ୍ଟ ବାନ୍ଧି ନ ଥିଲେ , ଗାଡି ଚଲାଇବା ବେଳେ ଫୋନ ରେ କଥା ହେଉଥିଲେ, ନାବାଳକ ଗାଡି ଚାଳନା କରୁଥିଲେ ଏବଂ ତ୍ରୁଟି ପୂର୍ଣ୍ଣ ତଥା ଦ୍ରୁତ ଗତିରେ ଗାଡି ଚାଳନା ସହ ବାଇକରେ ତିନିରୁ ଅଧିକ ଯାତ୍ରୀ ବସିଥିଲେ ପୋଲିସ ସେମାନଙ୍କ ଠୁ ଫାଇନ ଆଦାୟ ସହ ଚାଲାଣ କାଟୁଛି । ଯାହାକୁ ନେଇ ଗାଡି ଚାଳକ ଙ୍କ ମଧ୍ୟରେ କକୁଆ ଭୟ ସୃଷ୍ଟି ହୋଇଛି । ଏ ସବୁ ଭିତରେ ନବରଙ୍ଗପୁର ର ଜଣେ ଗାଡି ଚାଳକ ଙ୍କ ମୋଟର ଆଇନ ଯାନ ନିୟମ ଖିଲାପ କରିଥିବା ଅଭିଯୋଗ ରେ ଚାଲାଣ ବାନ୍ଧିବା ନେଇ ତାଙ୍କ ମୋବାଇଲ କୁ ଆସିଛି ମେସେଜ । ନିୟମ ଖିଲାପ କରିଥିବାରୁ ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ବ୍ଲକ କଣ୍ଟାସାରୁ ଗ୍ରାମର ପୁରନ ପୂଜାରୀ ଙ୍କୁ ନିଜ ଟିଭିଏସ ଏକସେଲ ବାଇକ ଓଡ଼ି ୨୪ ବି ୭୯୪୬ ରେ କଳାହାଣ୍ଡି ଜିଲ୍ଲାରେ ଟ୍ରାଫିକ ନିୟମ ଖିଲାପ କରିଥିବା ଅଭିଯୋଗ ରେ କଳାହାଣ୍ଡି ପୋଲିସ ତରଫରୁ ଚାଲାଣ ନମ୍ବର ଓଆର ୩୬୧୮ ୯୧୯୧୨୦୨୧୯୨୭୦ ରେ ଚାଲାଣ କଟାଯାଇଥିବା ନେଇ ଯେତେବେଳେ ତାଙ୍କ ମୋବାଇଲ କୁ ଏହି ମେସେଜ ଆସିଥିଲା ତେବେ ମେସେଜ ଇଂରାଜୀରେ ଲେଖା ହୋଇଥିବାରୁ ସେ ଇଂରାଜୀରେ କଣ ଲେଖା ହୋଇଛି ତାହା ଜାଣି ନ ପାରି ନିଜ ଜଣେ ସମ୍ପର୍କୀୟ ଙ୍କୁ ଦେଖାଇଥିଲେ । ତେବେ ଯୁବକ ଙ୍କ ଠାରୁ ଫାଇନ ବାବଦରେ ଜାଣିଥିଲେ । ପରେ ପୁରନ ଏହି ମେସେଜ କୁ ନେଇ ଯେଉଁ ଟିଭିଏସ ସୋ ରୁମ ରୁ ଏହି ବାଇକ କିଣିଥିଲେ ସେହି ସୋରୁମ ମାଲିକ ଙ୍କୁ ଦେଖାଇଥିଲେ । କଳାହାଣ୍ଡି ଆରଟିଓ ଙ୍କ ଠାରୁ ଫାଇନ ବାନ୍ଧିବା ନେଇ ମେସେଜ ଆସିଛି । ଯାହାକୁ ନେଇ ଚକିତ ହୋଇଯାଇଥିଲେ ପୁରନ । କାରଣ ପୁରନ ଙ୍କ ସେ ସେହି ତାରିଖ ଦିନ ନିଜ ବିଲରେ କାମ ରେ ଥିବା ବେଳେ କିମ୍ବା ତା ପୂର୍ବରୁ ନିଜ ବାଇକ ରେ କେବେ କଳାହାଣ୍ଡି ଯାଇ ନ ଥିବା ବେଳେ ଏବଂ ତାଙ୍କ ବାଇକ ନିଜ ପାଖରେ ଥିବା ବେଳେ କେହି କେବେ ତାକୁ ନେଇ କଳାହାଣ୍ଡି ଯାଇ ନ ଥିବା ବେଳେ କାହିଁକି ଏହି ଚାଲାଣ କଟିଲା ତାହାକୁ ନେଇ ପୁରନ ଆଶ୍ଚର୍ଯ୍ୟ ହୋଇଯାଇଥିଲେ । ତେବେ ସେ ଏହି ଫାଇନ କୁ ତ୍ରୁଟି ପୂର୍ଣ୍ଣ କହି ଫାଇନ ନ ବାନ୍ଧିବା ନେଇ ରୋକ ଠୋକ କହିଛନ୍ତି । ନିଜେ ଚାଷ କରି ବହୁକଷ୍ଟରେ ଗୁଜୁରାଣ ମେଣ୍ଟାଉ ଥିବା ବେଳେ କିଭଳି ଦୋଷ ନ କରି କାହିଁକି ଫାଇନ ବାନ୍ଧିବେ ବୋଲି କହିଛନ୍ତି ପୁରନ ଙ୍କ ବାପା । ଫାଇନ କରାଯାଇଥିବା ତାରିଖ ଦିନ ତାଙ୍କ ପୁଅ ଚାଷୀ ହୋଇଥିବାରୁ ବିଲରେ କାମରେ ଥିବା କହିଛନ୍ତି ।
ବାଇଟ-୧ - ପୁରନ ପୂଜାରୀ
ବାଇଟ -୨-ଗା ବାସୀ Body:Tapan Kumar Bissoyi Conclusion:NABARANGPUR
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.