ETV Bharat / state

ନବରଙ୍ଗପୁରରୁ 43 ନୂଆ ପଜିଟିଭ ଚିହ୍ନଟ

ନବରଙ୍ଗପୁର ଜିଲ୍ଲାରେ କୋରୋନା ସଂକ୍ରମଣ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି l ଆଜି (ଗୁରୁବାର) ଜିଲ୍ଲାରୁ 43 ଜଣ ନୂଆ ପଜିଟିଭ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ନୂଆ ସଂକ୍ରମିତଙ୍କୁ ମିଶାଇ ଜିଲ୍ଲାରେ ମୋଟ ସଂକ୍ରମିତଙ୍କ ସଂଖ୍ୟା 6523କୁ ବୃଦ୍ଧି ପାଇଛି । ଅଧିକ ପଢନ୍ତୁ...

ନବରଙ୍ଗପୁର ଜିଲ୍ଲାରୁ ଆଜି 43 ଜଣ ନୂଆ ପଜିଟିଭ ଚିହ୍ନଟ

author img

By

Published : Apr 15, 2021, 7:58 PM IST

ନବରଙ୍ଗପୁର: ଜିଲ୍ଲାରେ କୋରୋନା ସଂକ୍ରମଣ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି l ଗତ କିଛି ଦିନ ମଧ୍ୟରେ ଜିଲ୍ଲାରେ ସର୍ବାଧିକ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି l ତେବେ ଆଜି (ଗୁରୁବାର) ପୁଣି ଜିଲ୍ଲାରୁ 43 ନୂଆ ପଜିଟିଭ ଚିହ୍ନଟ ହୋଇଛନ୍ତି l

ନବରଙ୍ଗପୁର ଜିଲ୍ଲାରୁ ଆଜି 43 ଜଣ ନୂଆ ପଜିଟିଭ ଚିହ୍ନଟ
ନବରଙ୍ଗପୁର ଜିଲ୍ଲାରୁ ଆଜି 43 ଜଣ ନୂଆ ପଜିଟିଭ ଚିହ୍ନଟ

ଚିହ୍ନଟ ନୂଆ ଆକ୍ରାନ୍ତଙ୍କ ମଧ୍ୟରେ ଚନ୍ଦାହାଣ୍ଡି ବ୍ଲକରୁ 11, ଝରିଗାଁ ବ୍ଲକ ଓ ଉମରକୋଟ ପୌରାଞ୍ଚଳରୁ 7 ଲେଖାଏଁ, କୋଷାଗୁମୁଡା ବ୍ଲକରୁ 5, ପାପଡାହାଣ୍ଡି ବ୍ଲକରୁ 4, ଉମରକୋଟ ଓ ରାଇଘର ବ୍ଲକରୁ 3 ଲେଖାଏଁ, ନବରଙ୍ଗପୁର ପୌରାଞ୍ଚଳ, ଡାବୁଗାଁ ଓ ନନ୍ଦାହାଣ୍ଡି ବ୍ଲକରୁ ଜଣେ ଲେଖାଏଁ ପଜିଟିଭ ଚିହ୍ନଟ ହୋଇଛନ୍ତି l

ଆଜିର ଚିହ୍ନଟ ନୂଆ ସଂକ୍ରମିତଙ୍କୁ ମିଶାଇ ଜିଲ୍ଲାରେ ମୋଟ ସଂକ୍ରମିତଙ୍କ ସଂଖ୍ୟା 6523କୁ ବୃଦ୍ଧି ପାଇଥିବା ବେଳେ ସେଥିମଧ୍ୟରୁ 5872 ଜଣ ସମ୍ପୂର୍ଣ୍ଣ ସୁସ୍ଥ ହୋଇଛନ୍ତି l ଏବଂ ଜିଲ୍ଲାରେ ବର୍ତ୍ତମାନ ମୋଟ 605 ଜଣ ସକ୍ରିୟ ଆକ୍ରାନ୍ତ ରହିଥିବା ଜିଲ୍ଲା ପ୍ରଶାସନ ତରଫରୁ ସୂଚନା ଦିଆଯାଇଛି l

ନବରଙ୍ଗପୁରରୁ ତପନ କୁମାର ବିଷୋୟୀ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.