ETV Bharat / state

ଭୁଶୁଡ଼ିଲା ଅସ୍ଥାୟୀ ପୋଲ, ମରାମତି କଲେ ସ୍ଥାନୀୟ ନେତା

author img

By

Published : Aug 1, 2019, 2:51 AM IST

ଲଘୁଚାପ ବର୍ଷା ଯୋଗୁଁ ଭୁଶୁଡିଲା ପୋଲ । ଲଗାଣ ବର୍ଷା ଯୋଗୁଁ ନବରଙ୍ଗପୁର ଜିଲ୍ଲା ଉମରକୋଟ ବ୍ଲକ ରାଜପୁର ପଞ୍ଚାୟତ ଅଧୀନରେ ଥିବା ସିଦୀଗାଁ ଠାରୁ ଛତିଶଗଡ଼ ଵରୀଭାଟା ଗାଁକୁ ସଂଯୋଗ କରୁଥିବା ପୋଲଟି ଭୁଶୁଡି ଯାଇଛି । ସରକାରଙ୍କ ଦୃଷ୍ଟି ଆକର୍ଷଣ କରିବା ଲାଗି ସ୍ଥାନୀୟ ଲୋକେ ଏବଂ ଜିଲ୍ଲାପରିଷଦ ସଭ୍ୟ ରବି ଧଳ ଉକ୍ତ ସ୍ଥାନକୁ ଯାଇ ଭଙ୍ଗା ପୋଲ ମରାମତି କରି ଅସ୍ଥାୟୀ ସିମେଣ୍ଟ ପୋଲ ନିର୍ମାଣ କରିଛନ୍ତି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ନବରଙ୍ଗପୁର

ନବରଙ୍ଗପୁର: ସାରା ରାଜ୍ୟରେ ଜାରି ରହିଛି ଲଘୁଚାପ ଜନିତ ବର୍ଷା । ତୁହାକୁ ତୁହା ବର୍ଷା ଫଳରେ ରାଜ୍ୟର ଅନେକ ଜାଗାରେ ସ୍ଥିତି ସଙ୍ଗିନ ହେବାରେ ଲାଗିଛି । ଏହାର ପ୍ରଭାବରେ ନବରଙ୍ଗପୁର ଜିଲ୍ଲା ଉମରକୋଟ ବ୍ଲକ ରାଜପୁର ପଞ୍ଚାୟତ ଅଧୀନରେ ଥିବା ସିଦୀଗାଁ ଠାରୁ ଛତିଶଗଡ଼ ଵରୀଭାଟା ଗାଁକୁ ସଂଯୋଗ କରୁଥିବା ପୋଲଟି ଭୁଶୁଡି ଯାଇଛି । ଫଳରେ ଯାତାୟାତ ସମ୍ପୂର୍ଣ୍ଣ ଠପ୍ ହୋଇପଡିଛି l ଆଉ ଏହି ସମୟରେ ସାହା ପାଲଟିଲେ ଜିଲ୍ଲାପରିଷଦ ସଭ୍ୟ ରବି ଧଳ । ଜିଲ୍ଲାପରିଷଦ ଉକ୍ତ ସ୍ଥାନକୁ ଯାଇ ଭଙ୍ଗା ପୋଲ ମରାମତି କରି ଅସ୍ଥାୟୀ ସିମେଣ୍ଟ ପୋଲ ନିର୍ମାଣ କରିଛନ୍ତି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ନବରଙ୍ଗପୁର

ଭଙ୍ଗାପୋଲ ଉପରେ ସିମେଣ୍ଟ ପୋଲ ରଖି ପ୍ରଶଂସାର ପାତ୍ର ସାଜିଲେ ସ୍ଥାନୀୟ ନେତା । ଲଘୁଚାପ ବର୍ଷା ଯୋଗୁଁ ଭୁଶୁଡିଲା ପୋଲ । ପ୍ରଶାସନକୁ ଅଭିଯୋଗ କରିବା ସତ୍ତ୍ବେ ଦୃଷ୍ଟି ଦେଲେନାହିଁ । ତେଣୁ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିବା ଲାଗି ସ୍ଥାନୀୟ ଲୋକେ ଏବଂ ଜିଲ୍ଲାପରିଷଦ ସଭ୍ୟ ରବି ଧଳ ଉକ୍ତ ସ୍ଥାନକୁ ଯାଇ ଭଙ୍ଗା ପୋଲ ମରାମତି କରି ଅସ୍ଥାୟୀ ସିମେଣ୍ଟ ପୋଲ ନିର୍ମାଣ କରିଛନ୍ତି । ଭଙ୍ଗା ପୋଲ ଯୋଗୁଁ ସ୍ଥାନୀୟ ଲୋକେ ନାହିଁନଥିବା ଅସୁବିଧାର ସମ୍ମୁଖିନ ହେଉଛନ୍ତି ।

ଦୀର୍ଘ ଦିନ ଧରି ଅଞ୍ଚଳବାସି ଏହି ଅଧପନ୍ତରିଆ ବିପଦପୂର୍ଣ୍ଣ ପୋଲ ଉପରେ ଯାତାୟାତ କରୁଥିଲେ। ବାରମ୍ବାର ପ୍ରଶାସନକୁ ଅଭିଯୋଗ କରିବା ସତ୍ତ୍ବେ କାର୍ଯ୍ୟାନୁଷ୍ଠାନ ନିଆଯାଉନଥିଲା । ତେଣୁ ସ୍ଥାନୀୟ ଲୋକେ ଏବଂ ଜିଲ୍ଲାପରିଷଦ ସଭ୍ୟ ରବି ଧଳ ଓ ବ୍ଲକ ଅଧ୍ୟକ୍ଷ ଲାଇବାନ ଭକ୍ତ ଉକ୍ତ ସ୍ଥାନକୁ ଯାଇ ଅସ୍ଥାୟୀ ସିମେଣ୍ଟ ପୋଲକୁ ଭଙ୍ଗା ପୋଲ ଉପରେ ରଖି ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି। ସ୍ଥାନୀୟ ନେତାଙ୍କ ଏହି ମହାନ କାର୍ଯ୍ୟ ପାଇଁ ଜନସାଧାରଣ ଧନ୍ୟବାଦ ଦେବା ସହ ଖୁବ୍ ପ୍ରଶଂସା କରିଛନ୍ତି।

ନବରଙ୍ଗପୁରରୁ ତପନ ବିଷୋୟୀ, ଇଟିଭି ଭାରତ

Intro:ସ୍ଲଗ:-ଅସ୍ଥାୟୀ ପୋଲ ଭୁଶୁଡ଼ିବାରୁ ସ୍ଥାନୀୟ ନେତା କଲେ ମରାମତି।
ଫର୍ମାଟ:-ଏଭିଓ,୩୦/୦୭/୧୯
ରିପୋର୍ଟ:-ତପନ ବିଷୋୟୀ, ନବରଙ୍ଗପୁର।
------------------------------------------------
ଆଙ୍କର:-ନବରଂଗପୁର ଜ଼ିଲ୍ଲା ଉମରକୋଟ ବ୍ଲକ ରାଜପୁର ପଞ୍ଚାୟତ ଅଧୀନରେ ଥିବା ସିଦୀଗାଁ ଠାରୁ ଛତିଶଗଡ଼ ଵରୀଭାଟା ଗାଁ କୁ ସଂଯଗ କରୁଥିବା ପୋଲ ଟି ଲଘୁଚାପଜନିତ ଲଗାଣ ବର୍ଷା ଯୋଗୁଁ ଭୁଶୁଡ଼ି ପଡିବାରୁ ଯାତାୟାତ ସମ୍ପୂର୍ଣ୍ଣ ଠପ୍ ହୋଇଯାଇଛି lଦୀର୍ଘ ଦିନ ଧରି ଆଗରୁ ମଧ୍ୟ ଅଞ୍ଚଳ ବାସି ଏହି ଅଧପନ୍ତରିଆ ବିପଦ ପୂର୍ଣ୍ଣ ପୋଲ ଉପରେ ଯାତାୟାତ କରୁଥିଲେ। ଉମରକୋଟ ଠାରୁ ଛତିଶଗଡ଼ କୁ ଏହି ମୁଖ୍ୟ ରାସ୍ତା ସଂଯୋଗ କରୁଥିବା ବେଳେ ସରକାରଙ୍କର ଦୃଷ୍ଟି ଆକର୍ଷଣ ହେଉନାହିଁ।ବାରମ୍ବାର ଅଧାପନ୍ତରିଆ ପୋଲ କୁ ତିଆରି କରିବାକୁ ସ୍ଥାନୀୟ ଲୋକେ ଜିଲ୍ଲା ପ୍ରଶାସନ କୁ ଦାବି କରି ଆସୁଥିଲେ ମଧ୍ୟ କୈଣସି ସୁଫଳ ମିଳି ପାରିନଥିବାରୁ ସ୍ଥାନୀୟ ଲୋକେ ଏବଂ ଜ଼ିଲ୍ଲାପରିଷଦ ସଭ୍ୟ ରବି ଧଳ ଓ ବ୍ଲକ ଅଧ୍ୟକ୍ଷ ଲାଇବାନ ଭକ୍ତ ଉକ୍ତ ସ୍ଥାନକୁ ଯାଇ ଅସ୍ଥାୟୀ ସିମେଣ୍ଟ ପୋଲ କୁ ଭଙ୍ଗା ପୋଲ ଉପରେ ରଖି ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି।ସ୍ଥାନୀୟ ନେତାଙ୍କ ଏହି ମହାନ କାର୍ଯ୍ୟ ପାଇଁ ଜନସାଧାରଣ ଧନ୍ୟବାଦ ଦେବା ସହ ବେଶ ପ୍ରଶଂସା କରିଛନ୍ତି।Body:Tapan Kumar Bissoyi Conclusion:NABARANGPUR
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.