ETV Bharat / state

ଶ୍ୱଶୁର ଘରେ ଜ୍ୱାଇଁର ଆତ୍ମହତ୍ୟା

ଶୋଇବା ସମୟରେ ଶୌଚ ହେବାକୁ ଯିବି କହି ଘର ଆଗରେ ଥିବା ଏକ ଡିମିରି ଗଛରେ ଆତ୍ମହତ୍ୟା କରିଥିଲେ ।

author img

By

Published : Feb 6, 2019, 11:50 PM IST

Updated : Feb 10, 2019, 7:46 AM IST

ଫଟୋ ସୌଜନ୍ୟ: ସମ୍ୱାଦଦାତା, ନବରଙ୍ଗପୁର

ନବରଙ୍ଗପୁର: ଜିଲ୍ଲା ତେନ୍ତୁଳିଖୁଣ୍ଟି ଥାନା ଅନ୍ତର୍ଗତ ବନ୍ଧଗୁଡା ଗ୍ରାମରେ ଝୁଲନ୍ତା ଅବସ୍ଥାରେ ଜଣେ ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର କରିଛି ପୋଲିସ । ମୃତ ବ୍ୟକ୍ତି ଜଣକ କାମତା ଗ୍ରାମର ଉମେଶ ଭତ୍ରା ବୋଲି ଜଣାପଡିଛି ।

ଭିଡିଓ ସୌଜନ୍ୟ: ସମ୍ୱାଦଦାତା, ନବରଙ୍ଗପୁର
ସୂଚନା ଅନୁଯାୟୀ ମଙ୍ଗଳବାର ଉମେଶ ନିଜ ପରିବାର ସହ ଏକ ସମ୍ପର୍କୀୟଙ୍କ ଘରକୁ ବାହାଘରରେ ଯୋଗ ଦେବାକୁ ଯାଇଥିଲେ । ଫେରିବା ବେଳେ ରାତି ଅଧିକ ହେବାରୁ ନିଜ ଶ୍ୱଶୁର ଘର ବନ୍ଧଗୁଡାକୁ ଯାଇଥିଲେ । ଶୋଇବା ସମୟରେ ଶୌଚ ହେବାକୁ ଯିବି କହି ଘର ଆଗରେ ଥିବା ଏକ ଡିମିରି ଗଛରେ ଆତ୍ମହତ୍ୟା କରିଥିଲେ ।
undefined

ବୁଧବାର ସକାଳୁ ଝୁଲନ୍ତା ମୃତଦେହ ଦେଖି ପରିବାର ଲୋକ ପୋଲିସକୁ ଖବର ଦେଇଥିଲେ । ଖବର ପାଇ ତେନ୍ତୁଳିଖୁଣ୍ଟି ପୋଲିସ ଘଟଣାସ୍ଥଳରେ ପହଞ୍ଚିଥିଲେ । ପରେ ମୃତଦେହକୁ ଜବତ କରିବା ସହ ଅପମୃତ୍ୟୁ ମାମଲା ରୁଜୁ କରି ଶବ ବ୍ୟବଚ୍ଛେଦ ପାଇଁ ପଠାଇଥିଲା । ତେବେ ଏପର୍ଯ୍ୟନ୍ତ ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି । ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ କାରଣ ଜଣାପଡିବ ବୋଲି ଥାନା ଅଧିକାରୀ କହିଛନ୍ତି । ସେପଟେ ସ୍ବାମୀ ଉମେଶଙ୍କ ମୃତ୍ୟୁ ପରେ ତାଙ୍କ ସ୍ତ୍ରୀ ସଞ୍ଜିତା ଭତ୍ରା ଭାଙ୍ଗି ପଡିଛନ୍ତି ।

ନବରଙ୍ଗପୁରରୁ ତପନ କୁମାର ବିଷୋୟୀ, ଇଟିଭି ନ୍ୟୁଜ୍‌

ନବରଙ୍ଗପୁରରୁ ତପନ କୁମାର ବିଷୋୟୀ, ଇଟିଭି ଭାରତ

Intro:Body:

Conclusion:
Last Updated : Feb 10, 2019, 7:46 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.