ETV Bharat / state

ଜୁଆ ଆଡ୍ଡାରେ ଚଢ଼ାଉ: ୮ ଅଟକ, ୧୪ ବାଇକ ଜବତ

author img

By

Published : Jun 14, 2021, 10:48 PM IST

ନବରଙ୍ଗପୁର ଜିଲ୍ଲାର ଡାବୁଗାଁ ଥାନା ଅନ୍ତର୍ଗତ ହଳଦୀ ଗ୍ରାମ ପାଖ କାଜୁବାଡ଼ରେ ଚାଲିଥିବା ଏକ ଜୁଆ ଆଡ୍ଡା ଉପରେ ଚଢ଼ାଉ । ଏଥିରେ ୮ ଜଣଙ୍କୁ ଅଟକ ରଖାଯାଇଥିବାବେଳେ ୧୪ ବାଇକ, ୫ଟି ମୋବାଇଲ ଏବଂ ୧୨ ହଜାର ୭୦୦ ସହ ଟଙ୍କା ଜବତ କରିଛି ଡାବୁଗାଁ ପୋଲିସ । ଅଧିକ ପଢନ୍ତୁ...

ଜୁଆ ଆଡ୍ଡାରେ ଚଢ଼ାଉ: ୮ ଅଟକ, ୧୪ ବାଇକ ଜବତ
ଜୁଆ ଆଡ୍ଡାରେ ଚଢ଼ାଉ: ୮ ଅଟକ, ୧୪ ବାଇକ ଜବତ

ନବରଙ୍ଗପୁର: ଜିଲ୍ଲାର ଡାବୁଗାଁ ଥାନା ଅନ୍ତର୍ଗତ ହଳଦୀ ଗ୍ରାମ ପାଖ କାଜୁବାଡ଼ରେ ଚାଲିଥିବା ଏକ ଜୁଆ ଆଡ୍ଡା ଉପରେ ଚଢ଼ାଉ । ଏଥିରେ ୮ ଜଣଙ୍କୁ ଅଟକ ରଖାଯାଇଥିବାବେଳେ ୧୪ ବାଇକ, ୫ଟି ମୋବାଇଲ ଏବଂ ୧୨ ହଜାର ୭୦୦ ସହ ଟଙ୍କା ଜବତ କରିଛି ଡାବୁଗାଁ ପୋଲିସ ।

ଜୁଆ ଆଡ୍ଡାରେ ଚଢ଼ାଉ: ୮ ଅଟକ, ୧୪ ବାଇକ ଜବତ

ବିଶେଷ ସୂତ୍ରରୁ ଖବର ପାଇ ପୋଲିସ କାଜୁବାଡ଼ରେ ଚାଲିଥିବା ଏକ ଜୁଆ ଆଡ୍ଡା ଉପରେ ଚଢାଉ କରିଥିଲେ । ପୋଲିସ ଚଢାଉ ସମୟରେ କିଛି ଜୁଆଡି ଛତ୍ରଭଙ୍ଗ ଦେଇଥିଲେ ବୋଲି ଥାନା ଅଧିକାରୀ ସୁରେନ୍ଦ୍ର କୁମାର ବେହୁରିୟା ସୂଚନା ଦେଇଛନ୍ତି । ଏନେଇ ଡାବୁଗାଁ ଥାନାରେ ଏକ ମାମଲା ରୁଜୁ କରି କେଶ ନଂ- ୯୮/୨୧ ତଦନ୍ତ ଜାରି ରହିଛି ।

ନବରଙ୍ଗପୁରରୁ ତପନ କୁମାର ବିଷୋୟୀ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.