ETV Bharat / state

ସାଇକେଲରେ ହସ୍ପିଟାଲ ଗଲେ ଗର୍ଭବତୀ - ପୁଣି ଜନନୀ ଯନ୍ତ୍ରଣା

ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକର ଇଚ୍ଛାପୁର ଗାଁରେ ଅଭାବନୀୟ ଘଟଣା । ଆମ୍ବୁଲାନ୍ସ ସହ ଯୋଗଯୋଗ ନ ହୋଇପାରିବାରୁ ସାଇକେଲରେ ବୁହା ହେଲେ ଗର୍ଭବତୀ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ନବରଙ୍ଗପୁର
author img

By

Published : Sep 13, 2019, 2:41 PM IST

ନବରଙ୍ଗପୁର: ଥମୁନି ଜନନୀ ଯନ୍ତ୍ରଣା । ସବୁ ଯୋଜନା ଥାଇ ମଧ୍ୟ ସାଇକେଲରେ ଡାକ୍ତରଖାନା ଯାଉଛନ୍ତି ଗର୍ଭବତୀ । ଆଜି ଝରିଗାଁ ବ୍ଲକର ଇଚ୍ଛାପୁର ଗାଁର ଚଞ୍ଚଳା ଗୌଡଙ୍କ ପ୍ରସବ ଯନ୍ତ୍ରଣା ହେବାରୁ ଆଶା ଦିଦିଙ୍କୁ ଫୋନ କରିଥିଲେ । ଏଥିସହ ଆମ୍ବୁଲାନ୍ସକୁ ମଧ୍ୟ ଫୋନ କରିଥିଲେ । କିନ୍ତୁ ଫୋନ ନଲାଗିବାରୁ ବାଧ୍ୟ ହୋଇ ପରିବାରଲୋକେ ସାଇକେଲରେ ବସାଇ ଇଚ୍ଛାପୁର ସ୍ବାସ୍ଥ୍ୟକେନ୍ଦ୍ରକୁ ଆଣିଥିଲେ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ନବରଙ୍ଗପୁର

ଜନନୀ ସୁରକ୍ଷା ପାଇଁ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି । ଗର୍ଭବତୀଙ୍କୁ ହସ୍ପିଟାଲ ଆଣିବାକୁ ସ୍ଵତନ୍ତ୍ର ଜନନୀ ଏକ୍ସପ୍ରେସ ମଧ୍ୟ ରହିଛି । କିନ୍ତୁ ଦୁଃଖର ବିଷୟ ଉପଯୁକ୍ତ ସମୟରେ ଏ ସବୁ କାମରେ ଲାଗୁନି । ଯାହାର ଜ୍ବଳନ୍ତ ଉଦାହରଣ ଇଚ୍ଛାପୁରରେ ଦେଖିବାକୁ ମିଳିଛି । ସେପଟେ, ସ୍ବାସ୍ଥ୍ୟ ବିଭାଗର କର୍ମଚାରୀଙ୍କୁ ଏଥିପ୍ରତି ସଜାଗ ରହିବାକୁ ପଡ଼ିବ ବୋଲି ସାଧାରଣରେ ଆଲୋଚନା ହୋଇଛି ।

ନବରଙ୍ଗପୁରରୁ ତପନ ବିଷୋୟୀ, ଇଟିଭି ଭାରତ

Intro:ସ୍ଲୋଗ-ପୁଣି ନବରଙ୍ଗପୁରରେ ସାଇକେଲ ବୁହା ହେଲେ ଗର୍ଭବତୀ।
ଫର୍ମାଟ-ଏଭିବିଵି,୧୨/୦୯/୧୯
ରିପୋର୍ଟ-ତପନ ବିଷୋୟୀ, ନବରଙ୍ଗପୁର।
----------------------------------------------------
ଆଙ୍କର:-ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ ଇଚ୍ଛାପୁର ଗ୍ରାମର ଚଂଚଳା ଗୌଡ଼ କୁ ପ୍ରସବ ଯନ୍ତ୍ରଣା ହେବାରୁ ପରିବାର ଲୋକେ ଆଶା ଦିଦି ଙ୍କୁ ଫୋନ ମାଧ୍ୟମରେ ଯୋଗାଯୋଗ କରିବା ସମୟରେ ତାଙ୍କ ଫୋନ ନ ଲାଗିବାରୁ ଆମ୍ବୁଲାନ୍ସ କୁ ଫୋନ କରିଥିଲେ।କିନ୍ତୁ ତାହା ମଧ୍ୟ ଲାଗିନଥିଲା।ଫୋଳରେ ବାଧ୍ୟ ହୋଇ ଗର୍ଭବତୀଙ୍କୁ ସାଇକେଲ ବସାଇ ଇଚ୍ଛାପୁର ସ୍ୱାସ୍ଥ୍ୟ କେନ୍ଦ୍ରକୁ ଆଣିଥିଲେ।ଜନନୀ ସୁରକ୍ଷା ପାଇଁ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି।ଗର୍ଭବତୀ ଙ୍କୁ ହସ୍ପିଟାଲ ଆଣିବାକୁ ସ୍ଵତନ୍ତ୍ର ଜନନୀ ଏକ୍ସପ୍ରେସ ମଧ୍ୟ ରହିଛି।କିନ୍ତୁ ଦୁଃଖର ବିଷୟ ଉପଯୁକ୍ତ ସମୟରେ ଏ ସବୁ କାମରେ ଲାଗୁନି।ଏହାର ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିଳିଛି ଇଚ୍ଛାପୁର ଗ୍ରାମରେ ।ସ୍ୱାସ୍ଥ୍ୟ ବିଭାଗର କର୍ମଚାରୀ ଙ୍କୁ ଏଥିପ୍ରତି ସଜାଗ ରହିବା କୁ ପଡ଼ିବ ପ୍ରଶାସନ କୁ ବୋଲି ସାଧାରଣ ରେ ଆଲୋଚନା ହେଉଛି।ବାଇଟ -୧- ସଂପର୍କୟBody:Tapan Kumar Bissoyi Conclusion:NABARANGPUR
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.