ETV Bharat / state

ସଟଡାଉନ ପାଇଁ ନବରଙ୍ଗପୁର ଜିଲ୍ଲାପାଳ ଜାରି କଲେ ନୂଆ କଟକଣା

author img

By

Published : Jul 1, 2020, 1:12 PM IST

କୋରୋନା ସଂକ୍ରମଣ ଦୃଷ୍ଟିରେ ରଖି ନବରଙ୍ଗପୁର ଜିଲ୍ଲାପାଳ ଜାରି କରିଛନ୍ତି ନୂଆ କଟକଣା । ପ୍ରତି ଶନିବାର ଓ ରବିବାର ଜିଲ୍ଲାରେ କରାଯିବ ସାପ୍ତାହିକ ସଟ ଡାଉନ । ଅଧିକ ପଢନ୍ତୁ...

Nabarangpur district magistrate issued a new curfew for shutdown
ସଟଡାଉନ ପାଇଁ ନବରଙ୍ଗପୁର ଜିଲ୍ଲାପାଳ ଜାରି କଲେ ନୂଆ କଟକଣା

ନବରଙ୍ଗପୁର : କୋରୋନା ସଂକ୍ରମଣ ବୃଦ୍ଧିକୁ ଦୃଷ୍ଟିରେ ରଖି ନବରଙ୍ଗପୁର ଜିଲ୍ଲାପାଳ ଜାରି କରିଛନ୍ତି ନୂଆ କଟକଣା । ସମସ୍ତ ବିଧାୟକ ଓ ସାଂସଦଙ୍କ ସହିତ ଆଲୋଚନା କରି ପ୍ରସ୍ତୁତ ହୋଇଥିବା ନୂତନ କଟକଣା ଅନୁସାରେ ପ୍ରତି ଶନିବାର ଓ ରବିବାର ଜିଲ୍ଲାରେ ସାପ୍ତାହିକ ସଟ ଡାଉନ ଲାଗୁ କରିଛନ୍ତି । ସପ୍ତାହର ଅନ୍ୟ ଦିନ ଗୁଡିକ ସକାଳ ୭ ଟାରୁ ଅପରାହ୍ନ ୨ଟା ପର୍ଯ୍ୟନ୍ତ ଦୋକାନ ଖୋଲା ରହିବ ।

୩୧ ଜୁଲାଇ ପର୍ଯ୍ୟନ୍ତ ଲାଗୁ ହୋଇଥିବା ଏହି ନୂତନ ନିୟମ ଅନୁସାରେ ୭ରୁ ଅଧିକ ଲୋକେ ଘର ବ୍ୟତୀତ ଅନ୍ୟ କୌଣସି ସ୍ଥାନରେ ଏକାଠି ହୋଇପାରିବେନି । ଜିଲ୍ଲାର ସମସ୍ତ ଧର୍ମାନୁଷ୍ଠାନଗୁଡିକ ସାଧାରଣ ଦର୍ଶନ ନିମନ୍ତେ ୩୧ ଜୁଲାଇ ପର୍ଯ୍ୟନ୍ତ ବନ୍ଦ ରହିବ ।

ସଟଡାଉନ ସମୟରେ ଜିଲ୍ଲାର ସମସ୍ତ ଦୋକାନ ବଜାର ବନ୍ଦ ରହିବ । ଜରୁରୀକାଳୀନ ସେବାରେ ଥିବା କେନ୍ଦ୍ର ଓ ରାଜ୍ୟ ସରକାରୀ କର୍ମଚାରୀଙ୍କ ପାଇଁ କଟକଣା ଲାଗୁ ହେବ ନାହିଁ ।

ନବରଙ୍ଗପୁରରୁ ତପନ କୁମାର ବିଷୋୟୀ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.