ETV Bharat / state

Humanity By MLA: ଅସ୍ତ୍ରୋପଚାର ସତ୍ତ୍ବେ ଦୁର୍ଘଟଣାଗ୍ରସ୍ତ ବ୍ୟକ୍ତିଙ୍କୁ ମେଡିକାଲ ଆଣିଲେ ବିଧାୟକ - ବିଧାୟକଙ୍କ ମାନବିକତା

ପୁଣି ଡାବୁଗାଁ ବିଧାୟକ ଦେଖାଇଲେ ମାନବିକତା (Nabarangpur Dabunga MLA Humanity) । ନିଜର ଅସ୍ତ୍ରୋପଚାର ହୋଇଥିଲେ ମଧ୍ୟ ଦୁର୍ଘଟଣାଗ୍ରସ୍ତ ବ୍ୟକ୍ତିଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଇଲେ । ଅଧିକ ପଢନ୍ତୁ

MLA Humanity: ଅସ୍ତ୍ରୋପଚାର ସତ୍ତ୍ବେ ଦୁର୍ଘଟଣାଗ୍ରସ୍ତ ବ୍ୟକ୍ତିଙ୍କୁ ଡାକ୍ତରଖାନାରେ ଭର୍ତ୍ତି କଲେ ବିଧାୟକ

author img

By

Published : Dec 23, 2021, 10:04 PM IST

ନବରଙ୍ଗପୁର: ପୁଣି ଡାବୁଗାଁ ବିଧାୟକ ଦେଖାଇଲେ ମାନବିକତା (Nabarangpur Dabunga MLA showed Humanity) । ନିଜ ଗୋଡ଼ରେ ଅସ୍ତ୍ରୋପଚାର ସତ୍ତ୍ୱେ ଦୁର୍ଘଟଣାଗ୍ରସ୍ତ ମହିଳାଙ୍କୁ ମେଡିକାଲରେ ଭର୍ତ୍ତି କରି ମାନବିକତା ଦେଖାଇଲେ ବିଧାୟକ । ଜନ ସେବା ପାଇଁ ସର୍ବଦା ଚର୍ଚ୍ଚିତ ଥିବା ନବରଙ୍ଗପୁର ଡାବୁଗାଁ ବିଧାୟକ ମନୋହର ରାନ୍ଧାରୀ ପୁଣି ଲୋକଙ୍କ ମନ ଜିଣିଛନ୍ତି ।

MLA Humanity: ଅସ୍ତ୍ରୋପଚାର ସତ୍ତ୍ବେ ଦୁର୍ଘଟଣାଗ୍ରସ୍ତ ବ୍ୟକ୍ତିଙ୍କୁ ଡାକ୍ତରଖାନାରେ ଭର୍ତ୍ତି କଲେ ବିଧାୟକ

ଗତ କିଛି ଦିନ ପୂର୍ବରୁ ନିଜ ଗୋଡ଼ରେ ଅସ୍ତ୍ରୋପଚାର ସତ୍ତ୍ୱେ ଡକ୍ଟରଙ୍କ ପରାମର୍ଶରେ ଘରେ ବିଶ୍ରାମ ନ ନେଇ ଡାବୁଗାଁ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ କୋଶାଗୁମୁଡା ବ୍ଲକ ଅନ୍ତର୍ଗତ ବିଭିନ୍ନ ଅଞ୍ଚଳକୁ ଗ୍ରସ୍ତ କରିଥିଲେ । ଏହି ସମୟରେ ଚିର୍ମା ପଣ୍ଡି ରାସ୍ତା ନିକଟରେ ଦୁର୍ଘଟଣା ଘଟିବାରୁ ବାଇକରେ ଯାଉଥିବା ଜଣେ ମହିଳା ଆହତ ହୋଇଥିଲେ । ଏହା ଦେଖି ବିଧାୟକ ତୁରନ୍ତ ଗାଡିରୁ ଓହ୍ଲାଇ ଆହତ ମହିଳାଙ୍କୁ ମେଡିକାଲରେ ଭର୍ତ୍ତି କରିଛନ୍ତି । ସାଧାରଣରେ ଏହି ଘଟଣା ଆଶିବା ପରେ ବିଧାୟକଙ୍କୁ ପ୍ରଶଂସାରେ ପୋତି ପକାଇଛନ୍ତି ଲୋକେ ।

ପୂର୍ବରୁ ମଧ୍ୟ ମନୋହରଙ୍କ ଜନସେବା ମନୋବୃତି ଓ କାର୍ଯ୍ୟ କରିବାର ଶୈଳୀକୁ ନେଇ ମୁଖ୍ୟମନ୍ତ୍ରୀଙ୍କ ଠାରୁ ଆରମ୍ଭ କରି ଉପରାଷ୍ଟ୍ରପତି ପ୍ରଶଂସିତ କରିଥିଲେ ।

ନବରଙ୍ଗପୁରରୁ ତପନ କୁମାର ବିଷୋୟୀ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.