ETV Bharat / state

କୋଭିଡ ନିୟମ ଉଲ୍ଲଙ୍ଘନ, ଚାରୋଟି ଦୋକାନ ସିଲ୍ କଲା ନବରଙ୍ଗପୁର ପ୍ରଶାସନ - କୋରୋନା ସଂକ୍ରମଣ

ରାଜ୍ୟରେ ଦୈନିକ କୋରୋନା ସଂକ୍ରମଣ ବୃଦ୍ଧି ପାଉଥିବା ବେଳେ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ କ୍ରମେ ଛତିଶଗଡ ରାଜ୍ୟର ସୀମାନ୍ତ ଜିଲ୍ଲାମାନଙ୍କରେ ସ୍ପେଶିଆଲ ଡ୍ରାଇଭ୍ ଆରମ୍ଭ ହୋଇଛି । ଏନେଇ ନବରଙ୍ଗପୁରରେ ଚାରୋଟି ଦୋକାନ ସିଲ୍ କଲା ପ୍ରଶାସନ । ଅଧିକ ପଢନ୍ତୁ...

ନବରଙ୍ଗପୁରରେ କୋଭିଡ ନିୟମ ଉଲଙ୍ଘନ, ଚାରୋଟି ଦୋକାନ ସିଲ୍ କଲା ପ୍ରଶାସନ

author img

By

Published : Apr 8, 2021, 12:29 PM IST

ନବରଙ୍ଗପୁର: ରାଜ୍ୟରେ ଦୈନିକ କୋରୋନା ସଂକ୍ରମଣ ବୃଦ୍ଧି ପାଉଥିବା ବେଳେ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ କ୍ରମେ ଛତିଶଗଡ ରାଜ୍ୟର ସୀମାନ୍ତ ଜିଲ୍ଲାମାନଙ୍କରେ ସ୍ପେଶିଆଲ ଡ୍ରାଇଭ୍ ଆରମ୍ଭ ହୋଇଛି । ଏନେଇ ଗତକାଲି(ବୁଧବାର) ନବରଙ୍ଗପୁର ଜିଲ୍ଲାରେ ମଧ୍ୟ ସ୍ପେଶାଲ ଡ୍ରାଇଭ କାର୍ଯ୍ୟକ୍ରମ କରାଯାଇ ଜିଲ୍ଲା ପ୍ରଶାସନ ଓ ପୋଲିସ ପ୍ରଶାସନ ତରଫରୁ ମିଳିତ ଭାବେ ମାସ୍କ ଚେଙ୍କିଂ ଓ ସାମାଜିକ ଦୂରତା ଯାଞ୍ଚ କରାଯାଇଥିଲା । ଏହି ଅବସରରେ ମାସ୍କ ପିନ୍ଧି ନ ଥିବା ଲୋକଙ୍କଠାରୁ ଫାଇନ ଆଦାୟ କରାଯାଇଥିଲା ଏବଂ ଦୋକାନ ମାନଙ୍କରେ ସାମାଜିକ ଦୂରତା ଯାଞ୍ଚ, ସାନିଟାଇଜର ଯାଞ୍ଚ କରାଯାଇଥିଲା ।

ନବରଙ୍ଗପୁରରେ କୋଭିଡ ନିୟମ ଉଲଙ୍ଘନ, ଚାରୋଟି ଦୋକାନ ସିଲ୍ କଲା ପ୍ରଶାସନ

ନବରଙ୍ଗପୁର ସହର ମଧ୍ୟରେ ସାମାଜିକ ଦୂରତା ଉଲ୍ଲଘଂନ ଅଭିଯୋଗରେ ଗୋଟିଏ ମିଠା ଦୋକାନଠୁ ୨ ହଜାର ଟଙ୍କାର ଫାଇନ ଆଦାୟ କରାଯିବା ସହିତ ସମିତା ହାର୍ଡୱେର, ଶିବା ପାନଦୋକନ୍ ଓ ମା ଅଟୋ ମୋବାଇଲକୁ ସିଲ୍ କରାଯାଇଛି । ତେବେ ଆଗମୀ ନିର୍ଦ୍ଦେଶ ନମିଳିବା ପର୍ଯ୍ୟନ୍ତ ଦୋକାନ ଖୋଲିବାକୁ ତାଗିତ କରାଯାଇଛି । ଯଦି ଅମାନିଆ ହୋଇ ଦୋକାନ ଖୋଲନ୍ତି, ତେବେ 20,000 ଟଙ୍କା ଫାଇନ କରାଯିବ ବୋଲି କୁହାଯାଇଛି ।

ଏହି ଚଢ଼ାଉରେ ନବରଙ୍ଗପୁର ଉପଜିଲ୍ଲାପାଳ ଭାସ୍କର ରଇତ, ନବରଙ୍ଗପୁର ତହସିଲଦାର ଓ ନବରଙ୍ଗପୁର ପୋଲିସ ସାମିଲ ଥିଲେ ।

ନବରଙ୍ଗପୁରରୁ ତପନ କୁମାର ବିଷୋୟୀ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.