ETV Bharat / state

ଆଶ୍ରମ ସ୍କୁଲରେ ଝାଡାବାନ୍ତି ଆତଙ୍କ, ହସ୍ପିଟାଲରେ ଭର୍ତ୍ତି ହେଲେ 7

ନବରଙ୍ଗପୁର ଜିଲ୍ଲାରେ ରାତ୍ରିଭୋଜନ ପରେ ଝାଡାବାନ୍ତିରେ ଆକ୍ରାନ୍ତ 7 ଆଶ୍ରମଛାତ୍ରୀଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି ।

ଫଟୋ ସୌଜନ୍ୟ : ସମ୍ବାଦଦାତା, ନବରଙ୍ଗପୁର
author img

By

Published : Nov 20, 2019, 5:04 PM IST

ନବରଙ୍ଗପୁର: ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇ ହସ୍ପିଟାଲରେ ଭର୍ତ୍ତି ହେଲେ ୭ ଆଶ୍ରମସ୍କୁଲ ଛାତ୍ରୀ । ସେମାନଙ୍କୁ ତୁରନ୍ତ ନବରଙ୍ଗପୁର ମେଡିକାଲରେ ଭର୍ତ୍ତି କରାଯାଇଛି ।

ଭିଡିଓ ସୌଜନ୍ୟ : ସମ୍ବାଦଦାତା, ନବରଙ୍ଗପୁର

ନବରଙ୍ଗପୁର ଜିଲ୍ଲା ସଦର ବ୍ଲକ ଅନ୍ତର୍ଗତ ଚଟାହାଣ୍ଡି ବେତାଳ ଆଶ୍ରମ ବିଦ୍ୟାଳୟର ଛାତ୍ରୀମାନେ ରାତ୍ରିଭୋଜନ କରିବା ପରେ କିଛି ଛାତ୍ରୀଙ୍କ ପେଟ ଯନ୍ତ୍ରଣା ହେବା ସହ ବାନ୍ତି ଓ ଝାଡା ହୋଇଥିଲା । ସ୍ଥିତି ଅନିୟନ୍ତ୍ରିତ ହେବାରୁ ସ୍କୁଲ କର୍ତ୍ତୃପକ୍ଷ ସଙ୍ଗେସଙ୍ଗେ ଛାତ୍ରୀ ମାନଙ୍କୁ ନବରଙ୍ଗପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ । ବର୍ତ୍ତମାନ ସମସ୍ତଙ୍କ ଚିକିତ୍ସା ଜାରି ରହିଥିବା ବେଳେ ସେଥିମଧ୍ୟରୁ ୩ ଜଣ ଗୁରୁତର ହେବାରୁ ସେମାନଙ୍କୁ ୱାର୍ଡରେ ରଖି ଚିକିତ୍ସା କରାଯାଉଛି ।

ନବରଙ୍ଗପୁରରୁ ତପନ ବିଷୋୟୀ, ଇଟିଭି ଭାରତ

Intro:ସ୍ଲଗ - ଝାଡ଼ାବାନ୍ତି ରେ ଆକ୍ରାନ୍ତ ହୋଇ ମେଡିକାଲ ରେ ଭର୍ତ୍ତି
ଫର୍ମାଟ - ଏଭିଓ, ୨୦/୧୧/୧୯
ରିପୋର୍ଟ - ତପନ ବିଷୋୟୀ, ନବରଙ୍ଗପୁର
------------------------------------------------------
ଆଙ୍କର - ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇ ମେଡିକାଲ ରେ ଭର୍ତ୍ତି ହେଲେ ୭ ଛାତ୍ରୀ । ନବରଙ୍ଗପୁର ଜିଲ୍ଲା ସଦର ବ୍ଲକ ଅନ୍ତର୍ଗତ ଚଟାହାନଡି ବେତାଳ ଆଶ୍ରମ ବିଦ୍ୟାଳୟ ର ଛାତ୍ରୀ ମାନେ ରାତ୍ରି ଭୋଜନ ଗ୍ରହଣ କରିବା ପରେ କିଛି ଛାତ୍ରୀ ଙ୍କ ପେଟ ଯନ୍ତ୍ରଣା ହେବା ସହ ବାନ୍ତି ଓ ଝାଡା ହୋଇଥିଲା । ଝାଡା ବାନ୍ତି ବନ୍ଦ ନ ହେବାରୁ ସ୍କୁଲ କତ୍ତୃପକ୍ଷ ସଙ୍ଗେ ସଙ୍ଗେ ନବରଙ୍ଗପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ । ବର୍ତ୍ତମାନ ସମସ୍ତ ଙ୍କ ଚିକିତ୍ସା ଜାରି ରହିଥିବା ବେଳେ ସେଥିମଧ୍ୟରୁ ୩ ଜଣ ଗୁରୁତର ହେବାରୁ ସେମାନଙ୍କୁ ୱାର୍ଡ ରେ ରଖି ଚିକିତ୍ସା ଜାରି ରହିଛି ।Body:Tapan Kumar Bissoyi Conclusion:NABARANGPUR
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.