ETV Bharat / state

ରାସ୍ତାକଡରେ ପ୍ରସବ କଲେ ମାନସିକ ବିକାରଗ୍ରସ୍ତ ମହିଳା

ନବରଙ୍ଗପୁର ଜିଲ୍ଲା ରାସ୍ତାକଡରେ ଜଣେ ମାନସିକ ବିକାରଗ୍ରସ୍ତ ମହିଳା ପ୍ରସବ କରିଛନ୍ତି । ବର୍ତ୍ତମାନ ମାଆ ଓ ଶିଶୁ କନ୍ୟାକୁ ଜିଲ୍ଲା ଚାଇଲ୍ଡ ଲାଇନର ଅଧିକାରୀ ଓ ନବରରଙ୍ଗପୁର ପୋଲିସ ପକ୍ଷରୁ ଉଦ୍ଧାର କରାଯାଇଛି । ଅଧିକ ପଢନ୍ତୁ...

author img

By

Published : Oct 10, 2019, 6:29 AM IST

Updated : Oct 10, 2019, 7:50 AM IST

ଫଟୋ ସୌଜନ୍ୟ : ସମ୍ବାଦଦାତା, ନବରଙ୍ଗପୁର

ନବରଙ୍ଗପୁର: ରାସ୍ତାକଡରେ ପ୍ରସବ କଲେ ମାନସିକ ବିକାରଗ୍ରସ୍ତ ମହିଳା । ସେ ଏକ ଶିଶୁକନ୍ୟାକୁ ଜନ୍ମ ଦେଇଛନ୍ତି । ସହର ମଧ୍ୟରେ ନୂଆ ବସଷ୍ଟାଣ୍ଡ ନିକଟ ପାର୍କ କଡ଼ରେ ଥିବା ଦୋକାନ ବାରଣ୍ଡାରେ ଗର୍ଭବତୀ ଜଣକ ଏକ ଶିଶୁ କନ୍ୟା ଜନ୍ମ ଦେଇଥିଲେ ।

ଭିଡିଓ ସୌଜନ୍ଯ: ସମ୍ବାଦଦାତା, ନବରଙ୍ଗପୁର

ସୂଚନା ଅନୁଯାୟୀ ଖବର ପାଇ ମାଆ ଓ ଶିଶୁ କନ୍ୟାକୁ ଜିଲ୍ଲା ଚାଇଲ୍ଡ ଲାଇନର ଅଧିକାରୀ ଓ ନବରରଙ୍ଗପୁର ପୋଲିସ ପକ୍ଷରୁ ଉଦ୍ଧାର କରାଯାଇଛି । ଉଦ୍ଧାର ପରେ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି ।

ନବରଙ୍ଗପୁରରୁ ତପନ ବିଷୋୟୀ, ଇଟିଭି ଭାରତ

Intro:ସ୍ଲଗ- ରାସ୍ତା କଡରେ ଜଣ ପାଗଳି ପ୍ରସବ ଦେଲେ ଶିଶୁ କନ୍ୟା ।
ଫର୍ମାଟ - ଏଭିଓ ୯/୧୦/୧୯
ରିପୋର୍ଟ - ତପନ ବିଷୋୟୀ, ନବରଙ୍ଗପୁର
------------------------------------------------------------
ଆଙ୍କର :- ନବରରଙ୍ଗପୁର ସହର ମଧ୍ୟରେ ଥିବା ନୂଆ ବୁସଷ୍ଟାଣ୍ଡ ପାଖରେ ଥିବା ପାର୍କ କଡ଼ରେ ଥିବା ଏକ ଦୋକାନ ବାରଣ୍ଡା ରେ ଗର୍ଭବତୀ ଥିବା ପାଗଳି ଏକ ଶିଶୁ କନ୍ୟା ଜନ୍ମ ଦେଇଥିଲେ ।ସେ କୋଣସି କାରଣରୁ ରାସ୍ତା କଡରେ ଶିଶୁ କନ୍ୟା ଜନ୍ମ ଦେଇଥିଲେ ଓ ତାଙ୍କର ପାଖରେ ଗୋଟିଏ ପାଗଳ ପୁରୁଷ ଥିବା ଦେଖାଯାଇଥିଲା ।ଏହି ପାଗଳ ମହିଳା ବର୍ତ୍ତମାନ ସୁଦ୍ଧା ରାସ୍ତା କଡରେ ଶୋଇଥିବା ଦେଖା ଯାଇଛି ।ସୂଚନା ଅନୁଯାୟୀ ବର୍ତ୍ତମାନ ଏହି ମା ଓ ଶିଶୁ କନ୍ୟା କୁ ଚାଇଲ ଲାଇନ ଓ ନବରରଙ୍ଗପୁର ପୋଲିସ ପକ୍ଷରୁ ଉଦ୍ଧାର କରି ନବରରଙ୍ଗପୁର ମୁଖ୍ୟ ଚିକିତ୍ସାଳୟ ନେଇଥିବା ସୂଚନା ମିଳିଛି ।Body:Tapan Kumar Bissoyi Conclusion:NABARANGPUR
Last Updated : Oct 10, 2019, 7:50 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.