ETV Bharat / state

କୂଅରେ ପଡି ଜମି ମାଲିକଙ୍କ ମୃତ୍ୟୁ

ଗୁରୁବାର ଅପରାହ୍ନରେ କୂଅରେ ପଡି ଜମି ମାଲିକ ମୃତ । କୋଷାଗୁମୁଡା ଥାନା ଅନ୍ତର୍ଗତ ଚାଚନକଟଗୁଡା ଗାଁରେ ଘଟିଛି ଅଭାବନୀୟ ଘଟଣା...

କୂଅରେ ପଡି ଜମି ମାଲିକଙ୍କ ମୃତ୍ୟୁ
କୂଅରେ ପଡି ଜମି ମାଲିକଙ୍କ ମୃତ୍ୟୁ
author img

By

Published : Nov 28, 2019, 9:45 PM IST

ନବରଙ୍ଗପୁର: ଜିଲ୍ଲାର କୋଷାଗୁମୁଡା ଥାନା ଅନ୍ତର୍ଗତ ଚାଚନକଟଗୁଡା ଗାଁରେ ଗୁରୁବାର ଅପରାହ୍ନରେ କୂଅରେ ପଡି ଜମି ମାଲିକଙ୍କ ମୃତ୍ୟୁ ଘଟିଛି ।

କୂଅରେ ପଡି ଜମି ମାଲିକଙ୍କ ମୃତ୍ୟୁ

ମିଳିଥିବା ସୂଚନା ଅନୁଯାୟୀ, ଚାଚନକାଟଗୁଡା ଗ୍ରାମର ମଙ୍ଗତୁ ଭତରା (70) ଚାଷ ଜମି ଦେଖିବାକୁ ଯାଇଥିଲେ। କିନ୍ତୁ ସେ ବହୁସମୟ ପରେ ମଧ୍ୟ ଘରକୁ ଫେରିନଥିଲେ । ଏହାପରେ ଘର ଲୋକେ ଜମିକୁ ଯାଇ ଖୋଜାଖୋଜି କରିବା ବେଳେ ସେ ନିଜ ଜମିରେ ଥିବା ଏକ କୂଅରେ ପଡିଯାଇଥିବା ଦେଖିବାକୁ ପାଇଥିଲେ ।

ଏନେଇ ପରିବାର ଲୋକେ କୋଷାଗୁମୁଡା ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ। ଅଗ୍ନିଶମ କର୍ମଚାରୀମାନେ କୂଅ ମଧ୍ୟରୁ ମୃତଦେହକୁ ଉଦ୍ଧାର କରି କୋଷାଗୁମୁଡା ପୋଲିସକୁ ହସ୍ତାନ୍ତର କରିଥିଲେ । ଏନେଇ ମୃତ ବ୍ୟକ୍ତିଙ୍କ ପୁଅ ନରସିଂହ ଭତରା ଥାନାରେ ଏକ ଳିଖିତ ଅଭିଯୋଗ କରିଛନ୍ତି । ପୋଲିସ ମୃତଦେହକୁ ବ୍ୟବଚ୍ଛେଦ ପାଇଁ କୋଷାଗୁମୁଡା ପଠାଇ ଘଟଣାର ତଦନ୍ତ ଚଳାଇଥିବା ଜଣାପଡ଼ିଛି ।

ନବରଙ୍ଗପୁରରୁ ତପନ ବିଷୋୟୀ, ଇଟିଭି ଭରତ

Intro:ରିପୋର୍ଟ-ତପନ କୁମାର ବିଷୟି, ନବରଙ୍ଗପୁର
ନବରଂଗପୁର ଜିଲ୍ଲା କୋଷାଗୁମୁଡା ଥାନା ଅନ୍ତର୍ଗତ ଚାଚନକଟଗୁଡା ଗାଁ ରେ ଆଜି ଅପରାହ୍ନରେ କୂଅରେ ପଡ଼ି ଜମି ମାଲିକ ମୃତ୍ୟୁ ହୋଇଥିବା ଜଣାପଡିଛି।ମିଳିଥିବା ସୂଚନା ଅନୁଯାୟୀ_ଚାଚନକାଟଗୁଡା ଗ୍ରାମର ମଙ୍ଗତୁ ଭତରା (୭୦) ନିଜ ଚାଷ ଜମିକୁ ଦିନେ ବେଳେ ବୁଲିବାକୁ ଯାଇଥିଲେ।କିନ୍ତୁ ସେ ବହୁସମୟ ପରେ ମଧ୍ୟ ଘର କୁ ଫେରିନଥିଲେ।ଏହା ଜାଣି ଘର ଲୋକେ ନିଜ ଜମିକୁ ଯାଇ ଖୋଜାଖୋଜି କରିବା ବେଳେ ସେ ନିଜ ଜମିରେ ଥିବା ଏକ କୂଅ ରେ ପଡିଯାଇଥିବା ଦେଖି ଵାକୁ ପାଇଥିଲେ। ସାଂଗେ ସାଂଗ କୋଷାଗୁମୁଡା ଅଗ୍ନିଶମ ବିଭାଗ କୁ ଖବର ଦେଇଥିଲେ। ଅଗ୍ନିଶମ କର୍ମଚାରୀ ମାନେ କୂଅ ମଧ୍ୟରୁ ଶବକୁ ବାହାର କରି କୋଷାଗୁମୁଡା ପୋଲିସ କୁ ହସ୍ତାନ୍ତର କରିଥିଲେ।ଏ ନେଇ ମୃତ ବ୍ୟକ୍ତିଙ୍କ ପୁଅ ନରସିଂହ ଭତରା ଥାନା ରେ ଦେବାରୁ ପୋଲିସ ଶବକୁ କୋଷାଗୁମୁଡା ବ୍ୟବଛେଦ ପାଇଁ ପଠାଇ ଘୋଟଣା ର ତଦନ୍ତ ଚଳାଇଥିବା ଜଣାପଡ଼ିଛି।Body:Tapan Kumar Bissoyi Conclusion:NABARANGPUR
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.