ETV Bharat / state

କାଜୁ ବଗିଚାରୁ ଅଜଣା ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

author img

By

Published : Jul 22, 2020, 5:35 AM IST

ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ବ୍ଲକ ଅନ୍ତର୍ଗତ ଓଲମା ଗ୍ରାମର କାଜୁ ବଗିଚାଠାରେ ଏକ ଅଜଣା ଯୁବକର ଝୁଲନ୍ତା ମୃତଦେହ ଦେଖିବାକୁ ମିଳିଛି l

hanging-body-of-an-unidentified-young-man-was-recovered-from-a-kaju-garden-at-nabarangpur
କାଜୁ ବଗିଚାରୁ ଅଜଣା ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ନବରଙ୍ଗପୁର: ଜିଲ୍ଲା କାଜୁ ବଗିଚାରୁ ଅଜଣା ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର l ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ବ୍ଲକ ଅନ୍ତର୍ଗତ ଓଲମା ଗ୍ରାମର କାଜୁ ବଗିଚାଠାରେ ଏକ ଅଜଣା ଯୁବକର ଝୁଲନ୍ତା ମୃତଦେହ ଦେଖିବାକୁ ମିଳିଛି l

ଏହି ମୃତଦେହକୁ ଗ୍ରାମବାସୀ ଦେଖିବା ପରେ ଏ ସମ୍ପର୍କରେ ତେନ୍ତୁଳିଖୁଣ୍ଟି ପୋଲିସକୁ ଖବର ଦେଇଥିଲେ l ଖବର ପାଇ ତେନ୍ତୁଳିଖୁଣ୍ଟି ପୋଲିସ ଘଟଣା ସ୍ଥଳରେ ପହଞ୍ଚି ମୃତଦେହ ଜବତ କରି ବ୍ୟବଛେଦ ପାଇଁ ପଠେଇ ଥିବାବେଳେ ମୃତ ଯୁବକଙ୍କ ବୟସ ଆନୁମାନିକ ବୟସ 25ବର୍ଷ ହେବ । କିନ୍ତୁ ତାଙ୍କ ପରିଚୟ ମିଳି ପାରିନାହିଁ l

ନବରଙ୍ଗପୁରରୁ ତପନ କୁମାର ବିଷୟି, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.