ETV Bharat / state

ନବରଙ୍ଗପୁରରେ ଆଇନ ସେବା ଶିବିର ଅନୁଷ୍ଠିତ - ବିଚାରପତି ଜଷ୍ଟିସ ସଂଯୁକ୍ତା ପଣ୍ଡା

ଲୋକଙ୍କୁ ଆଇନର ବିଭିନ୍ନ ଦିଗ ଉପରେ ସଚେତନତା ପାଇଁ ମେଗା ଆଇନ ସେଚତନତା କର୍ମଶାଳା ଅନୁଷ୍ଠିତ ହୋଇଯାଇଛି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ନବରଙ୍ଗପୁର
author img

By

Published : Oct 19, 2019, 7:11 PM IST

ନବରଙ୍ଗପୁର: ନବରଙ୍ଗପୁର ଠାରେ ଅଣସଙ୍ଗଠିତ ଶ୍ରମିକ ମାନଙ୍କ ପାଇଁ ଏକ ମେଗା ଆଇନ ସେବା ସମ୍ପର୍କିତ ଶିବିର ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ଆଇନ ସେବା ପ୍ରାଧିକରଣ ଓ ପ୍ରଶାସନର ସହଯୋଗରେ ଆଇନ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ନବରଙ୍ଗପୁର

ଲୋକଙ୍କୁ ଆଇନ ସଚେତନତା ପାଇଁ ରାଜ୍ୟ ଆଇନ ସେବା ପ୍ରାଧିକରଣ ଓ ଜିଲ୍ଲା ଆଇନ ସେବା ପ୍ରାଧିକରଣ ଆନୁକୂଲ୍ୟରେ ଅନୁଷ୍ଠିତ ହୋଇଥିବା ଏହି ଶିବିରରେ ହାଇକୋର୍ଟ ବିଚାରପତି ଜଷ୍ଟିସ ସଂଯୁକ୍ତା ପଣ୍ଡା , ଜିଲ୍ଲା ଦୌରାଜର୍ଜ ଅଶୋକ କୁମାର ପଣ୍ଡା , ମେମ୍ବର ସେକ୍ରେଟାରୀ ହାଇକୋର୍ଟ ଦେବାଶିଷ ନାୟକ , ଜିଲ୍ଲାପାଳ ଡକ୍ଟର ଅଜିତ କୁମାର ମିଶ୍ର ପ୍ରମୁଖ ଯୋଗଦେଇଥିଲେ ।

ଏହି କାର୍ଯ୍ୟକ୍ରମରେ ବିଚାରପତି ମାନେ ଆଇନ ସମ୍ପର୍କରେ ଲୋକଙ୍କୁ ବୁଝାଇବା ସହ କିପରି ଆଇନର ଆଶ୍ରୟ ନେଇ ପାରିବେ ଏବଂ ସରକାରୀ ଆଇନ ସମ୍ପର୍କରେ ବିସ୍ତୃତ ଭାବେ ବୁଝାଇଥିଲେ । ଉକ୍ତ କାର୍ଯ୍ୟକ୍ରମରେ ପ୍ରଶାସନ ପକ୍ଷରୁ ବିଭିନ୍ନ ବିଭାଗର ଯୋଜନାର କାର୍ଯ୍ୟକାରିତା ସମ୍ପର୍କରେ ସଚେତନତା ପାଇଁ ଷ୍ଟଲ ଖୋଲାଯାଇଥିଲା । ସେଠାରେ ବିଚାରପତିମାନେ ହିତାଧିକାରୀମାନଙ୍କୁ ବିଭିନ୍ନ ବିଭାଗୀୟ ସରକାରୀ ସହାୟତା ପ୍ରଦାନ କରିଥିଲେ ।

ଅଗାମୀ ଦିନରେ ଏଭଳି କାର୍ଯ୍ୟକ୍ରମ ଜିଲ୍ଲାର ଅନ୍ୟ ସ୍ଥାନରେ କରାଯିବା ସହ ଲୋକଙ୍କୁ ସଚେତନ କରାଯିବ ବୋଲି ଜଣାପଡିଛି ।

ନବରଙ୍ଗପୁରରୁ ତପନ ବିଷୋୟୀ, ଇଟିଭି ଭାରତ

Intro:ସ୍ଲଗ - ଅଣସଙ୍ଗଠିତ ଶ୍ରମିକ ମାନଙ୍କ ପାଇଁ ମେଗା ଆଇନ ସେବା ସମ୍ପର୍କିତ ଶିବିର
ଫର୍ମାଟ - ଏଭିଓ, ୧୯/୧୦/୧୯
ରିପୋର୍ଟ - ତପନ ବିଷୋୟୀ, ନବରଙ୍ଗପୁର
--------------------------------------------------------
ଆଙ୍କର - ନବରଙ୍ଗପୁର ଠାରେ ଅଣସଙ୍ଗଠିତ ଶ୍ରମିକ ମାନଙ୍କ ପାଇଁ ଏକ ମେଗା ଆଇନ ସେବା ସମ୍ପର୍କିତ ଶିବିର ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ଆଇନ ସେବା ପ୍ରାଧିକରଣ ଓ ପ୍ରଶାସନ ର ସହଯୋଗରେ ଆଇନ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି । ଲୋକଙ୍କୁ ଆଇନ ସଚେତନତା ପାଇଁ ରାଜ୍ୟ ଆଇନ ସେବା ପ୍ରାଧିକରଣ ଓ ଜିଲ୍ଲା ଆଇନ ସେବା ପ୍ରାଧିକରଣ ଆନୁକୂଲ୍ୟରେ ଅନୁଷ୍ଠିତ ହୋଇଥିବା ଏହି ଶିବିରରେ ହାଇକୋର୍ଟ ବିଚାରପତି ଜଷ୍ଟିସ ସଂଯୁକ୍ତା ପଣ୍ଡା , ଜିଲ୍ଲା ଦୌରାଜର୍ଜ ଅଶୋକ କୁମାର ପଣ୍ଡା , ମେମ୍ବର ସେକ୍ରେଟାରୀ ହାଇକୋର୍ଟ ଦେବାଶିଷ ନାୟକ , ଜିଲ୍ଲାପାଳ ଡକ୍ଟର ଅଜିତ କୁମାର ମିଶ୍ର ପ୍ରମୁଖ ଯୋଗଦାନ କରିଥିଲେ । ଏହି କାର୍ଯ୍ୟକ୍ରମରେ ଜର୍ଜ ମାନେ ଆଇନ ସମ୍ପର୍କରେ ଲୋକଙ୍କୁ ବୁଝାଇବା ସହ କିପରି ଆଇନ ର ଆଶ୍ରୟ ନେଇ ପାରିବେ ଏବଂ ସରକାରୀ ଆଇନ ସମ୍ପର୍କରେ ବୁଝାଇଥିଲେ । ଏହି କାର୍ଯ୍ୟକ୍ରମରେ ପ୍ରଶାସନ ପକ୍ଷରୁ ବିଭିନ୍ନ ବିଭାଗର ଯୋଜନାର କାର୍ଯ୍ୟକାରିତା ସମ୍ପର୍କରେ ସଚେତନତା ପାଇଁ ଷ୍ଟଲ ଖୋଲାଯାଇଥିଲା । ସେଠାରେ ଜର୍ଜ ମାନେ ହିତାଧିକାରୀମାନଙ୍କୁ ବିଭିନ୍ନ ବିଭାଗୀୟ ସରକାରୀ ସହାୟତା ପ୍ରଦାନ କରିଥିଲେ । ଲୋକେ କିଭଳି ସହଜରେ ଆଇନ ର ସହାୟତା ନେଇପାରିବେ ସେଥିପାଇଁ ସମସ୍ତ ବ୍ୟବସ୍ଥା କରାଯାଇଥିବା ଜର୍ଜମାନେ ସୂଚନା ଦେବା ସହ ଏହାର ଫାଇଦା ନେବାପାଇଁ ଲୋକଙ୍କୁ ଅବଗତ କରାଇଥିଲେ ।ଅଗାମୀ ଦିନରେ ଏଭଳି କାର୍ଯ୍ୟକ୍ରମ ଜିଲ୍ଲାର ଅନ୍ୟ ସ୍ଥାନରେ କରାଯିବା ସହ ଲୋକଙ୍କୁ ସଚେତନ କରାଯିବ ବୋଲି ସୂଚନା ମିଳିଛି ।Body:Tapan Kumar Bissoyi Conclusion:NABARANGPUR
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.