ନବରଙ୍ଗପୁର: ଥମୁନି ଗଞ୍ଜେଇ ଚୋରା ଚାଲାଣ । ନବରଙ୍ଗପୁର ଜିଲ୍ଲା ମୈଦଲପୁରରେ କାର ସହ ବିପୁଳ ପରିମାଣର ଗଞ୍ଜେଇ ଜବତ । କାର ସହ ଜଣଙ୍କୁ ଗିରଫ କଲା ମୈଦଲପୁର ପୋଲିସ । କାରଟି ନବରଙ୍ଗପୁରରୁ କଳାହାଣ୍ଡି ଆଡ଼କୁ ଯାଉଥିବାବେଳେ ଧରା ପଡିଥିବା ସୂଚନା ।
ନବରଙ୍ଗପୁରରୁ ତପନ କୁମାର ବିଷୋୟୀ, ଇଟିଭି ଭାରତ