ETV Bharat / state

ଆଗାମୀ ନିର୍ବାଚନ: ନବରଙ୍ଗପୁରରେ ପୋଲିସର ଫ୍ଲାଗମାର୍ଚ୍ଚ, କଡା ସୁରକ୍ଷା ବ୍ୟବସ୍ଥା

ଭୋଟର ପ୍ରଲୋଭିତ ନହୋଇ ଗଣତନ୍ତ୍ରକୁ ସୁଦୃଢ କରିବା ଏବଂ ନିର୍ବାଚନରେ ଶାନ୍ତି ଶୃଙ୍ଖଳା ବଜାୟ ରଖିବା ଲାଗି ପୋଲିସ ପକ୍ଷରୁ ନବରଙ୍ଗପୁର ସହରରେ ପୋଲିସର ଏକ ଫ୍ଲାଗମାର୍ଚ୍ଚ କରଯାଇଛି ।

ଫଟୋ ସୌଜନ୍ଯ: ସମ୍ବାଦଦାତା, ନବରଙ୍ଗପୁର
author img

By

Published : Mar 31, 2019, 9:23 PM IST

ନବରଙ୍ଗପୁର: ଚଳିତ ସାଧାରଣ ନିର୍ବାଚନକୁ ଅବାଧ ଓ ନିରପେକ୍ଷ କରିବା ପାଇଁ ଲାଗି ପଡିଛି ଜିଲ୍ଲା ପ୍ରଶାସନ । ଭୋଟର ପ୍ରଲୋଭିତ ନହୋଇ ଗଣତନ୍ତ୍ରକୁ ସୁଦୃଢ କରିବା ଏବଂ ନିର୍ବାଚନରେଶାନ୍ତି ଶୃଙ୍ଖଳା ବଜାୟ ରଖିବା ଲାଗି ପୋଲିସ ପକ୍ଷରୁ ବିଭିନ୍ନ କାର୍ଯ୍ୟକ୍ରମ କରାଯାଉଛି । ତେବେ ଏନେଇ ରବିବାର ନବରଙ୍ଗପୁର ସହରରେ ପୋଲିସର ଏକ ଫ୍ଲାଗମାର୍ଚ୍ଚ କରାଯାଇଥିଲା ।

ଭିଡିଓ ସୌଜନ୍ଯ: ସମ୍ବାଦଦାତା, ନବରଙ୍ଗପୁର

ଏହି କାର୍ଯ୍ୟକ୍ରମରେନବରଙ୍ଗପୁର ଥାନା ଅଧିକାରୀ ହିମାଂଶୁ ବେହେରା, ଇନ୍ସପେକ୍ଟର ତାରିକ ଅହମ୍ମଦ, ଏଏସଆଇ ଦିଲୀପ ପ୍ରଧାନଙ୍କ ସମେତ 3 ପ୍ଲାଟୁନ ସୁରକ୍ଷା ବାହିନୀ ଭାଗ ନେଇଥିଲେ । ନବରଙ୍ଗପୁର ସହରର ରାମମନ୍ଦିର , ନୂଆବନ୍ଧ ସାହି, ବଡହରିଜନ ସାହି, ଦଶହରା ପଦା, ତ୍ରିବେଣୀ ଛକ, ଗଦବାଗୁଡା ଏବଂ ସେନାପତି ସାହି ଦେଇ ଥାନା ପର୍ଯ୍ୟନ୍ତ ଏହି ଫ୍ଲାଗମାର୍ଚ୍ଚ କରଯାଇଥିଲା ।

ନବରଙ୍ଗପୁରରୁ ତପନ କୁମାର ବିଷୋୟୀ, ଇଟିଭି ଭାରତ

Intro:Body:

gfhgf

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.