ETV Bharat / state

ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଲାଗି ନବରଙ୍ଗପୁରରେ ମତଦାନ ଆରମ୍ଭ - election

ନବରଙ୍ଗପୁର ଜିଲ୍ଲାରେ ସକାଳ 7ଟାରେ ଭୋଟଦାନ ଆରମ୍ଭ ହୋଇଛି। ଖୁବ ଉତ୍ସାହ ସହକାରେ ଭୋଟ ଦେଉଛନ୍ତି ନବରଙ୍ଗପୁରବାସୀ। ଦୀର୍ଘ 5 ବର୍ଷ ପରେ ନିଜ ମନପସନ୍ଦର ପ୍ରାର୍ଥୀଙ୍କୁ ଭୋଟ ଦେବା ପାଇଁ ଭୋଟରଙ୍କ ମନରେ ଖୁବ ଉତ୍ସାହ ରହିଛି।

ଫଟୋ ସୌଜନ୍ୟ: ସମ୍ବାଦଦାତା ନବରଙ୍ଗପୁର
author img

By

Published : Apr 11, 2019, 9:32 AM IST

ନବରଙ୍ଗପୁର: ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଲାଗି ଆରମ୍ଭ ହୋଇଯାଇଛି ମତଦାନ। ପ୍ରଥମ ପର୍ଯ୍ୟାୟରେ ଉଭୟ ଲୋକସଭା ଓ ବିଧାନସଭା ଆସନ ନିର୍ବାଚନ ହେଉଛି। ଆଜି 4 ଟି ଲୋକସଭା ଓ 28 ଟି ବିଧାନସଭା ଆସନ ପାଇଁ ମତଦାନ ଚାଲିଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା ନବରଙ୍ଗପୁର

ଏନେଇ ନବରଙ୍ଗପୁର ଜିଲ୍ଲାରେ ସକାଳ 7ଟାରେ ଭୋଟଦାନ ଆରମ୍ଭ ହୋଇଛି। ଖୁବ ଉତ୍ସାହର ସହକାରେ ଭୋଟ ଦେଉଛନ୍ତି ନବରଙ୍ଗପୁରର ଭୋଟର। ଦୀର୍ଘ 5 ବର୍ଷ ପରେ ନିଜ ମନପସନ୍ଦର ପ୍ରାର୍ଥୀଙ୍କୁ ଭୋଟ ଦେବା ପାଇଁ ଭୋଟରଙ୍କ ମନରେ ଖୁବ ଉତ୍ସାହ ରହିଛି।

ବର୍ତ୍ତମାନ ପରିସ୍ଥିତିରେ ନବରଙ୍ଗପୁର ନିର୍ବାଚନ ମଣ୍ଡଳୀର ରଙ୍ଗମାଟିହୁଡା ଗାଁରେ ଜାରି ରହିଛି ଭୋଟିଂ। ଏଠାକାର ସମସ୍ତ ନାଗରିକ ଭୋଟ ଦେବା ପାଇଁ ନିଷ୍ପତି ନେଇଥିବା ବେଳେ ଖୁବ ଶାନ୍ତି ଶୃଙ୍ଖଳାର ସହ ଭୋଟ ଦାନ ଚାଲିଛି । ଏହାସହ ନୂଆ ଭୋଟର ମାନେ ପ୍ରଥମ ଥର ଭୋଟ ଦେଇ ଖୁବ ଖୁସି ବ୍ୟକ୍ତ କରୁଥିବା ବେଳେ ଜଣେ ଭୋଟର ହିଁ ଗଣତନ୍ତ୍ରକୁ ସୁସ୍ଥ ରଖିପାରିବ ବୋଲି ମତବ୍ୟକ୍ତ କରିଛନ୍ତି ।

ନବରଙ୍ଗପୁରରୁ ତପନ ବିଷୋୟୀ, ଇଟିଭି ଭାରତ

Intro:Body:

smruti

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.