ETV Bharat / state

ମିଥ୍ୟା ଗୁଜବ ସହ ଲକଡାଉନ କଟକଣା ନମାନି 8 ଗିରଫ - ନବରଙ୍ଗପୁରରେ ମିଥ୍ୟା ଗୁଜବ କରି ଗିରଫ

ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ଥାନା ଅନ୍ତର୍ଗତ ମାଳତିଗୁଡା ଗ୍ରାମରେ କୋରୋନାକୁ ନେଇ ମିଥ୍ୟା ଖବର ପ୍ରଚାର କରିବା ସହ ସାମାଜିକ ଦୂରତ୍ବ ନମାନିବାରୁ 8 ଜଣ ଗିରଫ ହୋଇଛନ୍ତି । ପୋଲିସ ସମସ୍ତଙ୍କୁ ଗୁରୁବାର କୋର୍ଟ ଚାଲାଣ କରିଛି । ଅଧିକ ପଢ଼ନ୍ତୁ...

a lockdown with false rumors
ଲକଡାଉନ କଟକଣା ନମାନି 8 ଗିରଫ
author img

By

Published : Apr 10, 2020, 12:13 AM IST

ନବରଙ୍ଗପୁର: ମିଥ୍ୟା ଖବର ଗୁଜବ କରି 8 ଜଣ ଗିରଫ । ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ଥାନା ଅନ୍ତର୍ଗତ ମାଳତିଗୁଡା ଗ୍ରାମରେ କୋରୋନାକୁ ନେଇ ମିଥ୍ୟା ଖବର ପ୍ରଚାର କରିବା ସହ ସାମାଜିକ ଦୂରତ୍ବ ନମାନିବାରୁ 8 ଜଣ ଗିରଫ ହୋଇଛନ୍ତି । ପୋଲିସ ସମସ୍ତଙ୍କୁ ଗୁରୁବାର କୋର୍ଟ ଚାଲାଣ କରିଛି ।

a lockdown with false rumors
ଲକଡାଉନ କଟକଣା ନମାନି 8 ଗିରଫ
a lockdown with false rumors
ଲକଡାଉନ କଟକଣା ନମାନି 8 ଗିରଫ

ସୂଚନା ମୁତାବକ, ଗ୍ରାମର ଜଣେ ବ୍ୟକ୍ତିଙ୍କ ଘରେ କୋରୋନାରେ ଆକ୍ରାନ୍ତ ବ୍ୟକ୍ତି ମାନଙ୍କୁ ଆଶ୍ରୟ ଦେଇଥିବା ନେଇ ଗତ 7 ତାରିଖ ରାତିରେ ଅଂଶୁମାନ ମହାନ୍ତି, ଈଶ୍ବର ପାଇକ, ମାଧବ ମାଝି, ଦିନୁ ଭତରା, କାନ୍ଥ ଗୌଡ଼, ନୀଳକଣ୍ଠ ଗୌଡ଼, ନବଘନ ଗୌଡ଼, ନୀଳକଣ୍ଠ ମାଝି ତାଙ୍କ ଘରେ ପଶି ଗାଳି ଗୁଲଜ କରିଥିଲେ ।

a lockdown with false rumors
ଲକଡାଉନ କଟକଣା ନମାନି 8 ଗିରଫ

ପରେ ଗ୍ରାମରେ ମିଥ୍ୟା ଖବର ଗୁଜବ କରିବା ସହ ଗୋଟିଏ ସ୍ଥାନରେ ଏକାଠି ହୋଇ ସାମାଜିକ ଦୂରତା ମାନି ନଥିଲେ । ଖବରପାଇ ପାପଡାହାଣ୍ଡି ପୋଲିସ ଗ୍ରାମରେ ପହଞ୍ଚି ଅଭିଯୁକ୍ତ ମାନଙ୍କୁ ଗିରଫ କରିଛି । ଲକଡାଉନ ସମୟରେ ଅଭିଯୁକ୍ତମାନେ ଗୋଟିଏ ସ୍ଥାନରେ ଏକାଠି ହେବା ଓ ମିଥ୍ୟା ଖବର ଗୁଜବ କରିଥିବା ଆଇଆଇସି ସୁଭେନ୍ଦୁ ଶବର ସୂଚନା ଦେଇଛନ୍ତି ।

ନବରଙ୍ଗପୁରରୁ ତପନ କୁମାର ବିଷୟୀ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.