ETV Bharat / state

ନକଲି ତେଲ ପରେ ନକଲି ଭାଙ୍ଗ କାରଖାନା ଠାବ - ନକଲି ଭାଙ୍ଗ

ନବରଙ୍ଗପୁରରେ ଏକ ନକଲି ଭାଙ୍ଗ କାରଖାନା ଠାବ କରିଛି ପୋଲିସ । ଇଚ୍ଛାବତୀଗୁଡାରେ ବନଦୁର୍ଗା ନାମରେ ଏହି କାରଖାନା ଚାଲୁଥିଲା । କୌଣସି ସୁତ୍ରରୁ ଖବର ପାଇ ଚଢାଉ କରିଛି ପୋଲିସ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ନବରଙ୍ଗପୁର
author img

By

Published : Aug 31, 2019, 11:37 AM IST

ନବରଙ୍ଗପୁର: ନକଲି ଖାଇବା ତେଲ ପରେ ଏବେ ନକଲି ଭାଙ୍ଗ କାରଖାନା ଠାବ । ନବରଙ୍ଗପୁରରେ ନକଲି ଭାଙ୍ଗ କାରଖାନା ଠାବ କରିଛି ପୋଲିସ । ଶୁକ୍ରବାର ବିଳମ୍ବିତ ରାତିରେ ଜିଲ୍ଲାର ଇଚ୍ଛାବତିଗୁଡାରେ ଚାଲିଥିବା ଏକ ନକଲି ଭାଙ୍ଗ କାରଖାନା ଉପରେ ପୋଲିସ ଚଢାଉ କରିଥିଲା ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ନବରଙ୍ଗପୁର

ବନଦୁର୍ଗା ନାମରେ ଏହି କାରଖାନା ଚାଲିଥିଲା । ସେଠାରୁ ୧୫ ବସ୍ତା ଭାଙ୍ଗ, ପ୍ୟାକିଙ୍ଗ ଜରି, ପ୍ୟାକିଙ୍ଗ ମେସିନ ଜବତ କରିଛି ପୋଲିସ । ଯାହାର ଆନୁମାନିକ ମୂଲ୍ୟ ୧୦ ଲକ୍ଷ ଟଙ୍କା ହେବ ବୋଲି ପୋଲିସ କହିଛି । ଅନ୍ୟପଟେ ଯେଉଁଠାରେ କାରଖାନା ଚାଲିଥିବା ସେହି ଘର ମାଲିକ ଫେରାର ଥିବାବେଳେ ତଦନ୍ତ କରୁଛି ପୋଲିସ ।

ନବରଙ୍ଗପୁରରୁ ତପନ ବିଷୋୟୀ, ଇଟିଭି ଭାରତ

Intro:Body:

BLANK FOR LINK 

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.