ETV Bharat / state

ରମେଶ ମାଝୀ କୋରୋନାରୁ ସୁସ୍ଥ ହେବା ନିମନ୍ତେ ପ୍ରାର୍ଥନା ସଭା ଆୟୋଜିତ - ନବରଙ୍ଗପୁର ସାଂସଦ ରମେଶ ଚନ୍ଦ୍ର ମାଝୀ

ନବରଙ୍ଗପୁର ସାଂସଦ ତଥା ବିଜୁ ଜନତା ଦଳର ଜିଲ୍ଲା ସଭାପତି ରମେଶ ଚନ୍ଦ୍ର ମାଝୀ କୋରୋନାରୁ ଶୀଘ୍ର ସୁସ୍ଥ ହେବା ନିମନ୍ତେ ନନ୍ଦାହାଣ୍ଡି ବ୍ଲକ ଵିଜୁ ଜନତା ଦଳ ତରଫରୁ ଦୀପ ଜ୍ବଳନ ଓ ପ୍ରାର୍ଥନା ସଭାର ଆୟୋଜନ କରାଯାଇଛି ।

ରମେଶ ମାଝୀ କୋରୋନାରୁ ସୁସ୍ଥ ହେବା ନିମନ୍ତେ ପ୍ରାର୍ଥନା ସଭା ଆୟୋଜିତ

author img

By

Published : Sep 10, 2020, 7:52 AM IST

ନବରଙ୍ଗପୁର: ନବରଙ୍ଗପୁର ସାଂସଦ ତଥା ବିଜୁ ଜନତା ଦଳର ଜିଲ୍ଲା ସଭାପତି ରମେଶ ଚନ୍ଦ୍ର ମାଝୀ କୋରୋନାରୁ ଶୀଘ୍ର ସୁସ୍ଥ ହେବା ନିମନ୍ତେ ନନ୍ଦାହାଣ୍ଡି ବ୍ଲକ ଵିଜୁ ଜନତା ଦଳ ତରଫରୁ ଦୀପ ଜ୍ବଳନ ଓ ପ୍ରାର୍ଥନା ସଭାର ଆୟୋଜନ କରାଯାଇଛି ।

ରମେଶ ମାଝୀ କୋରୋନାରୁ ସୁସ୍ଥ ହେବା ନିମନ୍ତେ ପ୍ରାର୍ଥନା ସଭା ଆୟୋଜିତ
ରମେଶ ମାଝୀ କୋରୋନାରୁ ସୁସ୍ଥ ହେବା ନିମନ୍ତେ ପ୍ରାର୍ଥନା ସଭା ଆୟୋଜିତ

ଡଙ୍ଗରଭେଜା ବଜରଙ୍ଗବାଲି ହନୁମାନ ମନ୍ଦିରରେ ନିଜର ପ୍ରିୟ ନେତା ରମେଶ ମାଝୀ କୋରୋନାରୁ ଶୀଘ୍ର ଆରୋଗ୍ୟ ନିମନ୍ତେ ଦୀପ ଜଳାଇ ପ୍ରାର୍ଥନା କରିଛନ୍ତି ଵିଜୁ ଜନତା ଦଳର କର୍ମୀମାନେ।

କାର୍ଯ୍ୟକ୍ରମରେ ବ୍ଲକ ସଭାପତି ସନ୍ତୋଷ ଷଡ଼ଙ୍ଗୀ, ସାଂସଦ ପ୍ରତିନିଧି ସୁନୀଲ ସାହୁ, ବିଧାୟକ ପ୍ରତିନିଧି ଦୟାନିଧି ବିଷୋୟୀ, ଯୁବ ସଭାପତି ପୁରନ୍ଦର ହରିଜନ, ଛାତ୍ର ସଭାପତି ଆଶିଷ କନ୍ଦପାନ, ବରିଷ୍ଠ ନେତା ଦିବ୍ୟଦାନ ସୁନା, ସୁବ୍ରତ ଦାସ, ଜୀବନ ତ୍ରିପାଠୀ, ଲୋକି ମାଝୀ, ଲକ୍ଷ୍ମଣ ହରିଜନ, କୋରେଶ ଉପାସୀ ତଥା ବ୍ଲକର ୫୦ରୁ ଉର୍ଦ୍ଧ୍ବ ଵିଜୁ କର୍ମୀ ଉପସ୍ଥିତ ଥିଲେ।

ନବରଙ୍ଗପୁରରୁ ତପନ କୁମାର ବିଷୋୟୀ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.