ETV Bharat / state

କୋମାରେ ଡାବୁଗାଁ ପ୍ରାଣୀ ଚିକିତ୍ସା କେନ୍ଦ୍ର - nabrangpur news

ଡାବୁଗାଁ ପ୍ରାଣୀ ଚିକିତ୍ସା କେନ୍ଦ୍ର ବହୁତ ସମସ୍ୟା ଦେଇ ଗତି କରୁଛି । ଏନେଇ ଆଜି ସ୍ଥାନୀୟ ପ୍ରାଣୀ ଚିକିତ୍ସା କେନ୍ଦ୍ରର ଗୋଷ୍ଠୀ ପ୍ରାଣୀ ଚିକିତ୍ସାଧିକାରୀ ଚିକିତ୍ସାଳୟର ପ୍ରମୁଖ ବିଭିନ୍ନ ସମସ୍ୟା ଉପରେ ଦୃଷ୍ଟି ଆକର୍ଷଣ କରିଥିଲେ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ନବରଙ୍ଗପୁର
author img

By

Published : Aug 25, 2019, 11:43 PM IST

ନବରଙ୍ଗପୁର: ଡାବୁଗାଁ ପ୍ରାଣୀ ଚିକିତ୍ସା କେନ୍ଦ୍ର ବହୁତ ସମସ୍ୟା ଦେଇ ଗତି କରୁଛି । ଆଜି ସ୍ଥାନୀୟ ପ୍ରାଣୀ ଚିକିତ୍ସା କେନ୍ଦ୍ରର ଗୋଷ୍ଠୀ ପ୍ରାଣୀ ଚିକିତ୍ସାଧିକାରୀ ବିଦ୍ୟୁତ ଶେଖର ମିଶ୍ର ଓ ପ୍ରାଣୀ ଚିକିତ୍ସକ ସରସ୍ଵତୀ ସାହୁ ଏବଂ ଏଲଆଇ ବିଜୟ କୁମାର ବାରିକ, ଏଲଆଇ ରାକେଶ କୁମାର ଶିବ ପ୍ରମୁଖ ବିଭିନ୍ନ ସମସ୍ୟା ଉପରେ ଦୃଷ୍ଟି ଆକର୍ଷଣ କରିଥିଲେ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ନବରଙ୍ଗପୁର

ଚିକିତ୍ସାଳୟର ଏହି ସମସ୍ୟା ଗୁଡ଼ିକ ମଧ୍ୟରେ ପାନୀୟ ଜଳ, ଚିକିତ୍ସା କେନ୍ଦ୍ରର ପାଚେରୀ, ମୁଖ୍ୟ ଫାଟକ, ଶୌଚାଳୟ, ସାଙ୍ଗକୁ କର୍ମଚାରୀ ଅଭାବ ରହିଛି । ଏଥିସହିତ ଅଫିସ କାର୍ଯ୍ୟାଳୟରେ ବର୍ଷା ପାଣି ଝରୁଥିବା ବେଳେ ପ୍ରାଣୀ ଚିକିତ୍ସା ସେବାରେ ମଧ୍ୟ ବାଧା ଉପୁଜୁଥିବା ଦେଖିବାକୁ ମିଳିଛି । ଚିକିତ୍ସାଳୟର ଏହି ସମସ୍ୟାର ସମାଧାନ ନିମନ୍ତେ ପ୍ରଶାସନ ନିକଟରେ ବାରମ୍ବାର ଦାବି ହେଉଛି । କିନ୍ତୁ କୌଣସି ସୁଫଳ ମିଳିନାହିଁ । ଯଦି ଖୁବ ଶୀଘ୍ର ଚିକିତ୍ସାଳୟରେ ଥିବା ସମସ୍ୟାର ସମାଧାନ କରାନଯାଏ, ତେବେ ଆଗାମୀ ଦିନରେ ଡାବୁଗାଁ ଜନସାଧାରଣ ରାଜରାସ୍ତାରେ ଓହ୍ଲେଇବେ ବୋଲି ଚେତାବନୀ ଦେଇଛନ୍ତି ।

ନବରଙ୍ଗପୁରରୁ ତପନ ବିଷୋୟୀ, ଇଟିଭି ଭାରତ

Intro:ସ୍ଲୋଗ-ସମସ୍ୟା ଘେରରେ ଡାବୁଗାଁ ପ୍ରାଣୀ ଚିକିତ୍ସା କେନ୍ଦ୍ର।
ଫର୍ମାଟ-ଏଭିଓ,୨୫/୦୮/୧୯
ରିପୋର୍ଟ-ତପନ ବିଷୋୟୀ, ନବରଙ୍ଗପୁର।
----------------------------------------------------
ଆଙ୍କର:-ନବରଙ୍ଗପୁର ଜିଲ୍ଲା ଡାବୁଗାଁ ପ୍ରାଣୀ ଚିକିତ୍ସା କେନ୍ଦ୍ର ବହୁତ ସମସ୍ୟା ଦେଇ ଗତି କରୁଥିବା ଜଣା ପଡୁଛି।ଆଜି ସ୍ଥାନୀୟ ପ୍ରାଣୀ ଚିକିତ୍ସା କେନ୍ଦ୍ର ର ଗୋଷ୍ଠୀ ପ୍ରାଣୀ ଚିକିତ୍ସା ଅଧିକାରୀ ଶ୍ରୀ ବିଦ୍ୟୁତ ଶେଖର ମିଶ୍ର ଓ ପ୍ରାଣୀ ଚିକିତ୍ସକ ସରସ୍ଵତ ସାହୁ ଏବଂ ଏଲଆଇ ବିଜୟ କୁମାର ବାରିକ ଏଲଆଇ ରାକେଶ କୁମାର ଶିବ ପ୍ରମୁଖ ବିଭିନ୍ନ ସମସ୍ୟା ଉପରେ ଦୃଷ୍ଟି ଆକର୍ଷଣ କରିଥିଲେ।ଉକ୍ତ ସମସ୍ୟା ଗୁଡ଼ିକ ମଧ୍ୟରେ ପାନୀୟ ଜଳ ସମସ୍ୟା, ପାଚେରୀ, ମୁଖ୍ୟ ଗେଟ,ପାଇଖାନା, କର୍ମଚାରୀ ଅଭାବ, ଅଫିସ କାର୍ଯ୍ୟାଳୟ ରେ ବର୍ଷା ପାଣି ଝରୁଥିବା ବେଳେ ପ୍ରାଣୀ ଚିକିତ୍ସା ସେବାରେ ବାଧକ ସୃଷ୍ଟି ହେବା ସୂଚନା ମିଳିଛି।ଏଥି ପାଇଁ ଏହି ସମସ୍ୟା ଗୁଡ଼ିକ ର ସମାଧାନ ନିମନ୍ତେ ପ୍ରଶାସନ ନିକଟରେ ଦାବି ହେଉଛି ।ସେଥିପାଇଁ ଜନ ସାଧାରଣ ଙ୍କ ତରଫରୁ ସମସ୍ୟା ଗୁଡିକ ତୁରନ୍ତ ସମାଧାନ କରିବା ପାଇଁ ଦୁଧ୍ୟ ଦାବି ହେଉଛି।ଉକ୍ତ ସମସ୍ୟା ଗୁଡ଼ିକ ର ସମାଧାନ ଠିକ ସମୟରେ ନ ହେଲେ ଡାବୁଗାଁ ଜନ ସାଧାରଣ ରାଜ ରାସ୍ତାରେ ଅହ୍ଲେଇବୁ ବୋଲି ଚେତାବନୀ ଦେଇଛନ୍ତିBody:Tapan Kumar Bissoyi Conclusion:NABARANGPUR
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.