ETV Bharat / state

ନବରଙ୍ଗପୁର ବିଛିନ୍ନାଞ୍ଚଳବାସୀଙ୍କୁ କୋରୋନା ସଚେତନତା କଲା ସ୍ବାସ୍ଥ୍ୟ ବିଭାଗ

ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ବ୍ଲକ ଇନ୍ଦ୍ରାବତୀ ଜଳଭଣ୍ଡାରରେ ରହୁଥିବା ଲୋକଙ୍କୁ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ କୋରୋନା ଭୂତାଣୁ ସମ୍ବନ୍ଧରେ ସଚେତନ କରାଯାଇଛି । ଅଧିକ ପଢନ୍ତୁ....

author img

By

Published : Apr 12, 2020, 5:33 PM IST

Slug Corona alerted by health dept in Nabarangpur separatists area
ନବରଙ୍ଗପୁର ବିଛିନ୍ନାଞ୍ଚଳବାସୀଙ୍କୁ କୋରୋନା ସଚେତନତା କଲା ସ୍ବାସ୍ଥ୍ୟ ବିଭାଗ

ନବରଙ୍ଗପୁର: କୋରୋନା ପ୍ରକୋପରେ ସାରା ରାଜ୍ୟ ଆତଙ୍କିତ ରହିଛି । ବର୍ତ୍ତମାନ ସୁଦ୍ଧା ରାଜ୍ୟରେ 54 ଜଣ ଆକ୍ରାନ୍ତ ହୋଇଥିବା ବେଳେ ଜଣଙ୍କ ମୃତ୍ୟୁ ହୋଇଛି । ଏହି କ୍ରମରେ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ବିଚ୍ଛିନ୍ନାଞ୍ଚଳବାସୀଙ୍କୁ କୋରୋନା ସଚେତନତା କରାଯାଇଛି । ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ବ୍ଲକ ଇନ୍ଦ୍ରାବତୀ ଜଳଭଣ୍ଡାରରେ ରହୁଥିବା ଲୋକଙ୍କୁ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ କୋରୋନା ଭୂତାଣୁ ସମ୍ବନ୍ଧରେ ସଚେତନ କରାଯାଇଛି ।

ତେନ୍ତୁଳିଖୁଣ୍ଟି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ତରଫରୁ ଏକ ଡାକ୍ତରୀ ଟିମ ମୋଟର ଚାଳିତ ଲଞ୍ଚ ସାହାଯ୍ୟରେ ବିଛିନ୍ନାଞ୍ଚଳ ଗୁରୁମାଇଗୁଡା ଗସ୍ତ କରି ଲୋକଙ୍କୁ ସଚେତନ କରିଛନ୍ତି । ସମସ୍ତ ଗ୍ରାମବାସୀଙ୍କୁ ସ୍କୁଲ ପରିସରକୁ ଡାକି ସାମାଜିକ ଦୂରତ୍ୱ ମାନିବା ସହ ସାବୁନରେ ହାତ ଧୋଇବେ, ମାସ୍କ ବ୍ୟବହାର କରିବା ସମ୍ପର୍କରେ ବୁଝାଇଥିଲେ ।

ଏହି ସମୟରେ ଡ଼ଃ ସୁଜାତା ପ୍ରିୟମ୍ବଦା ରାଓ, ଡ଼ଃ ଭବସିନ୍ଧୁ ବରିହା, ସୁକେଶୀ ପଟ୍ଟନାୟକ, ଭବାନୀ ମୁଦୁଲି, ରଶ୍ମି ଚଲାଣ, ବାସନ୍ତୀ ନାୟକ ପ୍ରମୁଖ ଉପସ୍ଥିତ ରହି ଲୋକଙ୍କୁ ଘରେ ରହିବାକୁ ପରାମର୍ଶ ଦେଇଥିଲେ l ଅନ୍ୟମାନଙ୍କ ମଧ୍ୟରେ ସାଗର ହିଆଲ, ଡ଼ବ୍ଲ୍ୟୁଇଓ ଧ୍ରୁବରାଜ ମାଝୀ, ପିଇଓ ଅନୁଗ୍ରହ ଚେଟ୍ଟା, ୱାର୍ଡ ମେମ୍ବର ମହାନ୍ତି ହରିଜନ ପ୍ରମୁଖଙ୍କ ସହ ଗ୍ରାମବାସୀ ଉପସ୍ଥିତ ଥିଲେ । ଏହି ଅବସରରେ ଗ୍ରାମର ବୃଦ୍ଧବୃଦ୍ଧାଙ୍କୁ ଭତ୍ତା ମଧ୍ୟ୍ୟ ପ୍ରଦାନ କରାଯାଇଥିଲା । ସୂଚନାଯୋଗ୍ୟ, ସାରା ବିଶ୍ବ କୋରୋନା ପ୍ରକୋପରେ ଭୟଭୀତ ଥିବା ବେଳେ ଉକ୍ତ ବିଚ୍ଛିନ୍ନାଞ୍ଚଳବାସୀ କୋରୋନା ସମ୍ପର୍କରେ ଅବଗତ ନଥିବା କହିଥିଲେ ।

ନବରଙ୍ଗପୁରରୁ ତପନ ବିଷୋୟୀ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.