ETV Bharat / state

ପୋଲିସକୁ ଡରିବେନି ପିଲା, ନବରଙ୍ଗପୁରରେ ଆରମ୍ଭ ହେଲା ଶିଶୁ ଅନୂକୁଳ ଥାନା - ନବରଙ୍ଗପୁରରେ ଶିଶୁ ପୋଲିସ ଥାନା ଉଦଘାଟନ

ନବରଙ୍ଗପୁରରେ ଆରମ୍ଭ ହେଲା ଶିଶୁ ଅନୁକୂଳ ପୋଲିସ ଥାନା । ପୋଲିସ କର୍ମଚାରୀଙ୍କ ସହ ସାଧାରଣ ନାଗରିକ ଏବଂ ଶିଶୁମାନେ ଜ୍ଞାନ ଆହରଣ କରିବା ପାଇଁ ଏହା ଉଦ୍ଦିଷ୍ଟ । ଅଧିକ ପଢନ୍ତୁ

ନବରଙ୍ଗପୁରରେ ଶିଶୁ ପୋଲିସ ଥାନା ଉଦଘାଟନ
ନବରଙ୍ଗପୁରରେ ଶିଶୁ ପୋଲିସ ଥାନା ଉଦଘାଟନ
author img

By

Published : May 6, 2022, 10:04 AM IST

ନବରଙ୍ଗପୁର: ଜିଲ୍ଲାରେ ଆରମ୍ଭ ହେଲା ଶିଶୁ ଅନୁକୂଳ ପୋଲିସ ଥାନା । ଏହି ଅବସରରେ ନବରଙ୍ଗପୁର ଏସପି ସ୍ମିଥ ପରମାର ପୁରୁଷୋତ୍ତମ ଦାସଙ୍କ ଉପସ୍ଥିତିରେ କୋରାପୁଟ ଡିଆଇଜି ରାଜେଶ ପଣ୍ଡିତ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଏହାର ଶୁଭ ଉଦଘାଟନ କରିଥିଲେ । ଏହି ପରିପ୍ରେକ୍ଷୀରେ ନବରଙ୍ଗପୁର ଥାନା ପରିସରରେ ଏକ ଲାଇବ୍ରେରୀ ଏବଂ ଶିଶୁ ଉଦ୍ୟାନର ଉଦଘାଟନ ମଧ୍ୟ କରାଯାଇଛି ।

ନବରଙ୍ଗପୁରରେ ଶିଶୁ ପୋଲିସ ଥାନା ଉଦଘାଟନ

ପୋଲିସ କର୍ମଚାରୀଙ୍କ ସହ ସାଧାରଣ ନାଗରିକ ଏବଂ ଶିଶୁମାନେ ଜ୍ଞାନ ଆହରଣ କରିବା ପାଇଁ ଏହା ଉଦ୍ଦିଷ୍ଟ ହେବ ବୋଲି କହିଛନ୍ତି ଏସପି । ଏଥି ସହ ପୋଲିସ ଏବଂ ଜନତାଙ୍କ ମଧ୍ୟରେ ଥିବା ସମ୍ପର୍କ ଏହା ଦ୍ବାରା ଆହୁରି ସୁଦୃଢ଼ ହେବା ନେଇ ମତ ରଖିଛନ୍ତି ନବରଙ୍ଗପୁର ଏସପି ।

ନବରଙ୍ଗପୁରରୁ ତପନ କୁମାର ବିଷୋୟୀ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.