ETV Bharat / state

ଚାନ୍ଦହାଣ୍ଡି ଘାଟିରେ ଅଟୋ ଓଲଟି ୯ ଶ୍ରମିକ ଆହତ - ନବରଙ୍ଗପୁର ଦୁର୍ଘଟଣା ଖବର

ଝରିଗାଁ ଚନ୍ଦାହାଣ୍ଡି ମୁଖ୍ୟ ରାସ୍ତାରେ ଥିବା ଘାଟିରେ ଅଟୋ ଓଲଟିବା ଫଳରେ 9 ଜଣ ଶ୍ରମିକ ଆହତ ହୋଇଛନ୍ତି । ତୁରନ୍ତ ସେମାନଙ୍କୁ ନିକଟସ୍ଥ ହସପିଟାଲରେ ଭର୍ତ୍ତି କରାଯାଇଛି । ଅଧିକ ପଢନ୍ତୁ...

auto accident 9 injured in nandahandi of nabarangpur
ଚାନ୍ଦହାଣ୍ଡି ଘାଟିରେ ଅଟୋ ଓଲଟି ୯ ଶ୍ରମିକ ଆହତ
author img

By

Published : Nov 23, 2020, 3:46 AM IST

ନବରଙ୍ଗପୁର: ଚନ୍ଦାହାଣ୍ଡି ଘାଟିରେ ଅଟୋ ଓଲଟି ୯ ଶ୍ରମିକ ଆହତ । ଝରିଗାଁ ଚନ୍ଦାହାଣ୍ଡି ମୁଖ୍ୟ ରାସ୍ତାରେ ଥିବା ଘାଟିରେ ଅଟୋ ଓଲଟିବା ଫଳରେ 9 ଜଣ ଶ୍ରମିକ ଆହତ ହୋଇଛନ୍ତି । ତୁରନ୍ତ ସେମାନଙ୍କୁ ନିକଟସ୍ଥ ହସପିଟାଲରେ ଭର୍ତ୍ତି କରାଯାଇଛି ।

auto accident 9 injured in nandahandi of nabarangpur
ଚାନ୍ଦହାଣ୍ଡି ଘାଟିରେ ଅଟୋ ଓଲଟି ୯ ଶ୍ରମିକ ଆହତ

ସୂଚନାଅନୁଯାୟୀ କୋଷ।ଗୁମୁଡା ବ୍ଲକ ଅନ୍ତର୍ଗତ ବାଲିଗାଁ ଏବଂ ବଡଗୁଡା ଗ୍ରାମର 10 ଜଣ ଶ୍ରମିକ ଗାଁର ଏକ ଅଟୋ ଭଡା କରି ଚନ୍ଦାହାଣ୍ଡି ସଦର ମହକୁମା ସ୍ଥିତ ଏକ ମେଟାଲ କଂକ୍ରିଟ କାର୍ଯ୍ୟରେ ଶ୍ରମିକ କାର୍ଯ୍ୟ କରିବାକୁ ଘରୁ ବାହାରି ଥିଲେ । ତେବେ ଚନ୍ଦାହାଣ୍ଡି ଘାଟି ଠାରେ ବ୍ରେକ ଫେଲ ହେବାରୁ ଅଟୋ ଉପରୁ ଡ୍ରାଇଭର ନିୟନ୍ତ୍ରଣ ହରାଇବା ଫଳରେ ଦୁର୍ଘଟଣା ଘଟିଥିଲା । ଫଳରେ ଅଟୋରେ ଥିବା ଶ୍ରମିକ ମାନଙ୍କ ମଧ୍ୟରୁ ୯ଜଣ ଯଥାକ୍ରମେ ରାମସାଏ ଭତରା(୩୫) ଲମ୍ବୁ ଗୌଡ଼(୩୦) ପଦମନ ଭତରା(୩୫) ପିଲୁ ଭତରା(୧୭) ସୁଦର ଭତର(୩୫) ମୋତିସିଂ ଭତରା(୩୫) ଅରୁଣ ଭତରା(୨୯) କରମସିଂ ମାଝୀ(୧୭) ଭରତ ଭତରା(୩୫) ପ୍ରମୁଖ ଶ୍ରମିକଙ୍କୁ ମୁଣ୍ଡରେ ହାତରେ ଏବଂ ଗୋଡ଼ରେ ଗଭୀର ଆଘାତ ଲାଗିଥିଲା ।

ଦୁର୍ଘଟଣା ପରେ ଲୋକେ ୧୦୮ ଯୋଗେ ସମସ୍ତ ଶ୍ରମିକଙ୍କୁ ଝରିଗାଁ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । ଚିକିତ୍ସକ ଡ଼ଃ ସନ୍ତୋଷ ପ୍ରଧାନ ପ୍ରାଥମିକ ଚିକିତ୍ସା ପରେ ସମସ୍ତେ ସୁସ୍ଥ ଥିବା ସୂଚନା ଦେଇଛନ୍ତି ।

ନବରଙ୍ଗପୁରରୁ ତପନ କୁମାର ବିଷୋୟୀ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.