ETV Bharat / state

ନବରଙ୍ଗପୁରରେ ଆଜି ଆଉ 15 ଆକ୍ରାନ୍ତ ଚିହ୍ନଟ

author img

By

Published : Nov 12, 2020, 5:13 PM IST

ନବରଙ୍ଗପୁର ଜିଲ୍ଲାରେ ଆଜି ପୁଣି ଚିହ୍ନଟ ହେଲେ 15 ନୂଆ ସଂକ୍ରମିତ । ପଢନ୍ତୁ ଅଧିକ....

ନବରଙ୍ଗପୁରରେ ଆଜି ଆଉ 15 ଆକ୍ରାନ୍ତ ଚିହ୍ନଟ
ନବରଙ୍ଗପୁରରେ ଆଜି ଆଉ 15 ଆକ୍ରାନ୍ତ ଚିହ୍ନଟ

ନବରଙ୍ଗପୁର: ଜିଲ୍ଲାରେ କରୋନା ପଜିଟିଭ ସଂଖ୍ୟାରେ ହ୍ରାସ-ବୃଦ୍ଧି ଲାଗି ରହିଛି । ବୁଧବାର ଜିଲ୍ଲାରେ 14 ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ଆଜି ପୁଣି 15 ଜଣ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଆଜି ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରୁ ନବରଙ୍ଗପୁର ଏବଂ ଉମରକୋଟ ପୌରାଞ୍ଚଳରୁ 4 ଜଣ ଲେଖାଏଁ ସର୍ବାଧିକ ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ପାପଡାହାଣ୍ଡି ବ୍ଲକରୁ 3 ଜଣ ଏବଂ ଉମରକୋଟ, ରାଇଘର, ଚନ୍ଦାହାଣ୍ଡି, ନନ୍ଦାହାଣ୍ଡି ବ୍ଲକରୁ ଜଣେ ଲେଖାଏଁ ନୂଆ ପଜିଟିଭ୍ ଚିହ୍ନଟ ହୋଇଛନ୍ତି l

ନବରଙ୍ଗପୁରରେ ଆଜି ଆଉ 15 ଆକ୍ରାନ୍ତ ଚିହ୍ନଟ
ନବରଙ୍ଗପୁରରେ ଆଜି ଆଉ 15 ଆକ୍ରାନ୍ତ ଚିହ୍ନଟ

ଆଜିର ଆକ୍ରାନ୍ତଙ୍କୁ ମିଶାଇ ଜିଲ୍ଲାରେ ମୋଟ ଆକ୍ରାନ୍ତ ସଂଖ୍ୟା 5,572ରେ ପହଞ୍ଚିଛି । ସେହିପରି ଆକ୍ରାନ୍ତଙ୍କ ମଧ୍ୟରୁ 5, 334ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ମାତ୍ର 195 ଜଣ ସକ୍ରିୟ ଆକ୍ରାନ୍ତ ଏବେ ସୁଦ୍ଧା ଚିକିତ୍ସାଧିନ ଅଛନ୍ତି । ସକ୍ରିୟ ଆକ୍ରାନ୍ତଙ୍କ ମଧ୍ୟରୁ 153 ଜଣ ଗୃହ ସଙ୍ଗରୋଧରେ ରହି ଚିକିତ୍ସାଧୀନ ଅଛନ୍ତି ବୋଲି ଜିଲ୍ଲା ପ୍ରଶାସନ ତରଫରୁ ସୂଚନା ଦିଆଯାଇଛି l

ନବରଙ୍ଗପୁରରୁ ତପନ କୁମାର ବିଷୋୟୀ, ଈଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.