ETV Bharat / state

ନବରଙ୍ଗପୁରରୁ ସର୍ବାଧିକ 71 ନୂଆ ପଜିଟିଭ ଚିହ୍ନଟ

author img

By

Published : Apr 11, 2021, 4:32 PM IST

ନବରଙ୍ଗପୁର ଜିଲ୍ଲାରେ ମଧ୍ଯ ନୂଆ ମାମଲା ସଂଖ୍ୟା ଧିରେ ଧିରେ ବଢିବାରେ ଲାଗିଛି । ଜିଲ୍ଲାରେ ରବିବାର 71 ଜଣ ସର୍ବାଧିକ ନୂଆ ପଜିଟିଭ ଚିହ୍ନଟ ହୋଇଛନ୍ତି l ଅଧିକ ପଢନ୍ତୁ...

ନବରଙ୍ଗପୁରରୁ ସର୍ବାଧିକ 71  ନୂଆ ପଜିଟିଭ ଚିହ୍ନଟ
ନବରଙ୍ଗପୁରରୁ ସର୍ବାଧିକ 71 ନୂଆ ପଜିଟିଭ ଚିହ୍ନଟ

ନବରଙ୍ଗପୁର: ରାଜ୍ୟରେ କୋରୋନା ମହାମାରୀ ବିଶାଳ ରୂପ ନେଉଛି । ପ୍ରତିଦିନ ନୂଆ ମାମଲା ସାମ୍ନାକୁ ଆସୁଛି । ସେହିପରି ନବରଙ୍ଗପୁର ଜିଲ୍ଲାରେ ମଧ୍ଯ ନୂଆ ମାମଲା ସଂଖ୍ୟା ଧିରେ ଧିରେ ବଢିବାରେ ଲାଗିଛି । ଜିଲ୍ଲାରେ ରବିବାର 71 ଜଣ ସର୍ବାଧିକ ନୂଆ ପଜିଟିଭ ଚିହ୍ନଟ ହୋଇଛନ୍ତି l

ରବିବାର ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରେ ରାଇଘର ବ୍ଲକରୁ 28 ଜଣ, ଚନ୍ଦାହାଣ୍ଡି ବ୍ଲକରୁ 24 ଜଣ ସର୍ବାଧିକ ନୂଆ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ଝରିଗାଁ ବ୍ଲକ ଓ ଉମରକୋଟ ପୌରାଞ୍ଚଳରୁ 3 ଜଣ ଲେଖାଏଁ ଏବଂ ନବରଙ୍ଗପୁର ପୌରାଞ୍ଚଳରୁ 2 ଜଣ ଓ କୋଷାଗୁମୁଡା ବ୍ଲକରୁ ଜଣେ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି l

ଜିଲ୍ଲାରେ ମୋଟ 2 ଲକ୍ଷ 19 ହଜାର 936 ଜଣଙ୍କର ସ୍ୱାବ ସଂଗ୍ରହ କରାଯାଇ କୋରୋନା ପରୀକ୍ଷଣ କରାଯାଇଥିବା ବେଳେ ସେଥିମଧ୍ୟରୁ 6154 ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି । ବର୍ତ୍ତମାନ ଜିଲ୍ଲାରେ 5839 ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଅନ୍ୟପଟେ ଛତିଶଗଡ଼ ସୀମାରେ ଥିବା ସବୁ ଗ୍ରାମରେ କୋରୋନା ସଂକ୍ରମିତ ଲୋକଙ୍କର ସଂଖ୍ୟା ହୁ ହୁ ହୋଇ ବଢ଼ି ଚାଲିଛି । ଏଣୁ ଓଡ଼ିଶା ଛତିଶଗଡ଼ ସୀମାକୁ ଜିଲ୍ଲା ପ୍ରଶାସନ ସମ୍ପୂର୍ଣ୍ଣ ଭାବରେ ସିଲ୍ କରିଦେବା ସହ ଯାଞ୍ଚ ଓ କଟକଣାକୁ କଡ଼ାକଡି କରିଛନ୍ତି।

ନବରଙ୍ଗପୁରରୁ ତପନ କୁମାର ବିଶୋୟୀ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.