ETV Bharat / state

ମାଲକାନଗିରିରୁ ବିହାର ଯାଉଥିଲା ଗଞ୍ଜେଇ, ମାଡି ବସିଲା ପୋଲିସ

ନବରଙ୍ଗପୁର ଜିଲ୍ଲା ପୋଲିସକୁ ବଡ ସଫଳତା । ଏକ ପିକଅପ ଭ୍ୟାନର ସିକ୍ରେଟ ଚାମ୍ବର ମଧ୍ୟରେ ୭୦ ପ୍ୟାକେଟ ଗଞ୍ଜେଇ ଚୋରା ଚାଲାଣ ବେଳେ ଇନ୍ଦ୍ରାବତୀ ପୋଲ ନିକଟରେ ଧରିଲା ପୋଲିସ। ଦୁଇ ଅଟକ । ଅଧିକ ପଢନ୍ତୁ...

author img

By

Published : Feb 21, 2021, 1:24 PM IST

ମାନଲକାନଗିରିରୁ ବିହାର ଯାଉଥିଲା ଗଞ୍ଜେଇ, ଧରିଲା ପୋଲିସ

ନବରଙ୍ଗପୁର: କାୟା ବିସ୍ତାର କରୁଛି ଗଞ୍ଜେଇ ଚୋରା ଚାଲାଣ । ଏକ ପିକଅପ ଭ୍ୟାନର ସିକ୍ରେଟ ଚାମ୍ବର ମଧ୍ୟରେ ୭୦ ପ୍ୟାକେଟ ଗଞ୍ଜେଇ ଚୋରା ଚାଲାଣ ବେଳେ ଇନ୍ଦ୍ରାବତୀ ପୋଲ ନିକଟରେ ଧରିଲା ନବରଙ୍ଗପୁର ପୋଲିସ । ମାଲକାନଗିରିରୁ ବିହାର ଯାଉଥିଲା ଲକ୍ଷାଧିକ ଟଙ୍କାର ଗଞ୍ଜେଇ। ଏଥିରେ ଦୁଇ ଜଣଙ୍କୁ ପୋଲିସ ଅଟକ ରଖିଥିବାବେଳେ ଅଧିକ ତଦନ୍ତ ଜାରି ରହିଛି।

ନବରଙ୍ଗପୁରରୁ ତପନ କୁମାର ବିଷୋୟୀ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.