ETV Bharat / state

ଗଞ୍ଜେଇ ସହ 3 ମୋଟର ସାଇକେଲ ଜବତ, 2 ବ୍ୟବସାୟୀ ଗିରଫ

ନବରଙ୍ଗପୁର ଜିଲ୍ଲା ଜାମାଲ କଲୋନୀରୁ ଧରାପଡିଲେ 2 ଗଞ୍ଜେଇ ବ୍ୟବସାୟୀ । ଅବକାରୀ ବିଭାଗ ଜବତ କଲା 3 ବ୍ୟାଗ ଗଞ୍ଜେଇ ସାଙ୍ଗକୁ 3ଟି ମୋଟର ସାଇକେଲ ।

author img

By

Published : Sep 3, 2019, 2:56 PM IST

ଫଟୋ ସୌଜନ୍ୟ: ସମ୍ବାଦଦାତା, ନବରଙ୍ଗପୁର

ନବରଙ୍ଗପୁର: ଅବକାରୀ ବିଭାଗକୁ ବଡ଼ ସଫଳତା । ଗଞ୍ଜେଇ ଚାଲାଣ ବେଳେ ଧରାପଡିଲେ 2 ଯୁବକ । ସେମାନଙ୍କୁ ନବରଙ୍ଗପୁର ଜିଲ୍ଲା ଜାମାଲ କଲୋନୀରୁ ଧରିଲା ପୋଲିସ । ଗିରଫ ହୋଇଥିବା ଦୁଇ ଅଭିଯୁକ୍ତ ଉତ୍ତରପ୍ରଦେଶର ବୋଲି ଜଣାପଡିଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ନବରଙ୍ଗପୁର

ସୂଚନା ଅନୁସାରେ ମଙ୍ଗଳବାର ଭୋରୁ ପାଟ୍ରୋଲିଂ କରିବା ସମୟରେ 3 ଜଣ ଯୁବକ ପୋଲିସ ଗାଡିକୁ ଦେଖି ଦ୍ରୁତ ଗତିରେ ବାଇକ ଚଲାଇବାକୁ ଲାଗିଲେ । ତାଙ୍କର ହାବଭାବ ଦେଖି ପୋଲିସକୁ ସନ୍ଦେହ ହୋଇଥିଲା । ଉକ୍ତ 3ଜଣଙ୍କୁ କାବୁ କରିବା ପାଇଁ ଦୀର୍ଘ ୪ ଘଣ୍ଟାର ଅପେରସନ ଚାଲିଥିଲା । ଶେଷରେ 2 ଅଭିଯୁକ୍ତକୁ ପୋଲିସ ନିଜ କବଜାରେ ଆଣିପାରିଥିଲା । ଅନ୍ୟ ଜଣେ ଫେରାର ହେବାରେ ସଫଳ ହେଲା ।

2 ଅଭିଯୁକ୍ତକୁ ଅଟକ ରଖି 3ଟି ମୋଟର ସାଇକେଲ ଜବତ କରିବା ସହ 3ଟି ଗଞ୍ଜେଇ ଥିବା ବ୍ୟାଗ ଜବତ କରିଛି ଅବକାରୀ ବିଭାଗ । ଉକ୍ତ ଅଭିଯୁକ୍ତମାନଙ୍କୁ ଜାମାଲ କଲୋନୀ କିଛି ଯୁବକ ମାନେ ମଧ୍ୟ ଗଞ୍ଜେଇ ବ୍ୟବସାୟରେ ସାହାଯ୍ୟ କରୁଥିଲେ । ଜବତ ହୋଇଥିବା ଦୁଇଟି ଗାଡିର ନମ୍ବର ପ୍ଲେଟରେ ନମ୍ବର ନାହିଁ ଆଉ ଗୋଟିଏ ଗାଡିରେ ନମ୍ବର ହେଉଛି UP74 R 4815 ନମ୍ବର । ଏହାର ତଦନ୍ତ ହେଲା ପରେ ଦୁଇ ଜଣଙ୍କୁ କୋର୍ଟ ଚାଲାଣ କରାଯିବ ବୋଲି ସୂଚନା ଦେଇଛନ୍ତି ପୋଲିସ ।

ନବରଙ୍ଗପୁରରୁ ତପନ ବିଷୋୟୀ, ଇଟିଭି ଭାରତ

Intro:ସ୍ଲଗ - ଏକ୍ସସାଇଜ ଡ଼ିପାର ମେଣ୍ଟକୁ ବଡ଼ ସଫଳତା ତିନି ବେଗ ଗଞ୍ଜାଇ ସହିତ ତିନିଟି ମୋଟର ସାଇକେଲ ଜବତ ।
ଫର୍ମାଟ - ଏଭିଓ, ୦୩/୦୯/୧୯
ରିପୋର୍ଟ - ତପନ ବିଷୋୟୀ, ନବରଙ୍ଗପୁର
----------------------------------------------------------------
ଆଙ୍କର- ନବରରଙ୍ଗପୁର ର ଏକ୍ସସାଇଜ ଡ଼ିପାର ମେଣ୍ଟକୁ ବଡ଼ ସଫଳତା ।ଆଜି ମଙ୍ଗଳବାର ଭର ସମୟ ରେ ପେଟ୍ରୋଲିଙ୍ଗ କରିବା ସମୟରେ ତିନିଜଣ ଯୁବକ ସନ୍ଦେହ ହେଇଥିଲା । ଓ ସେହି ଯୁବକ ମାନେ ପେଟ୍ରୋଲିଙ୍ଗ ଗାଡି ଦେଖି ତିନି ବାଇକ ଚାଳକ ଗାଡିଟିକୁ ଦୂତଗତି ଗାଡି ଚାଳନା କରିଥିଲେ ।ଏହି ଗାଡି ଚାଳନା ଦେଖି ଏକ୍ସସାଇଜ ଡ଼ିପାର ମେଣ୍ଟକୁ ସନ୍ଦେହ ପଶିଥିଲା ।ସେହି ତିନି ଜଣଙ୍କୁ କାବୁ କରିବା ପାଇଁ ଦୀର୍ଘ ୪ଘଣ୍ଟାର ଓପେରସନ ପରେ କାବୁ କରିଥିଲା ଏକ୍ସସାଇଜ ପୋଲିସ । ଦୁଇ ଜଣଙ୍କୁ କାବୁ କରିଛି ପୋଲିସ ଓ ଅନ୍ୟ ଜଣେ ଯୁବକ ଫେରା ହେଇଯାଇଛି । ତାହା ସହିତ ତିନିଟି ମୋଟର ସାଇକେଲ ଜବତ କରିଛି ଏକ୍ସସାଇଜ ପୋଲିସ । ତିନଟି ବେଗରେ ଗଞ୍ଜାଇ ଜବତ କରିଛି ।ଏହି ଦୁଇ ଜଣକୁ କାବୁ କରିଥିଲେ ଏକ୍ସସାଇଜ ପୋଲିସ ଜାମାଲ କଲୋନୀ ର ଜମି ହିଡ଼ରେ ।ଜାମାଲ କଲୋନୀ କିଛି ଯୁବକ ମାନେ ମଧ୍ୟ ସାହାଯ୍ୟ କରୁଥିଲେ । ସୂଚନା ଅନୁଯାୟୀ ଏମାନେ ଦୁଇ ଜଣ ୟୁପିର ବୋଲି ଜଣାପଡିଛି । ଦୁଇଟି ଗାଡି ରେ ନମ୍ବର ପିଲେଟରେ ନମ୍ବର ନାହିଁ ଆଉ ଗୋଟିଏ ଗାଡିରେ ନମ୍ବର ହେଉଛି UP74 R 4815 ନମ୍ବର । ଏହାର ତଦନ୍ତ ହେଲା ପରେ ଦୁଇ ଜଣଙ୍କୁ କୋର୍ଟ ଚାଲାଣ କରାଯିବ ବୋଲି ସୂଚନା ଦେଇଛନ୍ତି ଏକ୍ସସାଇଜ ପୋଲିସ ।Body:Tapan Kumar Bissoyi Conclusion:NABARANGPUR
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.