ETV Bharat / state

ନବରଙ୍ଗପୁରରୁ 282 ନୂଆ କୋରୋନା ଆକ୍ରାନ୍ତ ଚିହ୍ନଟ - ନବରଙ୍ଗପୁର କୋରୋନା

ନବରଙ୍ଗପୁର ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା 19000କୁ ଟପିଲା, ଆଜି 282 ଜଣ ନୂଆ ଆକ୍ରାନ୍ତ ଚିହ୍ନଟ l ଅଧିକ ପଢନ୍ତୁ...

ନବରଙ୍ଗପୁରରୁ 282 ନୂଆ କୋରୋନା ଆକ୍ରାନ୍ତ ଚିହ୍ନଟ

author img

By

Published : May 27, 2021, 2:14 PM IST

ନବରଙ୍ଗପୁର: ଆଜି ନବରଙ୍ଗପୁରରୁ 282 ନୂଆ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଜିଲ୍ଲାରେ ଗତ କିଛିଦିନ ଧରି 300 ଉପରେ ରହୁଥିବା ଦୈନିକ କରୋନା ସଂକ୍ରମଣ ଥିବା ବେଳ ଆଜି ଏହା 282କୁ ଖସିଛି । ଆଜି (ଗୁରୁବାର) ଚିହ୍ନଟ ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ନନ୍ଦାହାଣ୍ଡି ବ୍ଲକରୁ 38, ଉମରକୋଟ ବ୍ଲକରୁ 37, ନବରଙ୍ଗପୁର ପୌରାଞ୍ଚଳରୁ 34, ଉମରକୋଟ ପୌରାଞ୍ଚଳରୁ 29, ଚନ୍ଦାହାଣ୍ଡି ବ୍ଲକରୁ 28, ରାଇଘର ବ୍ଲକରୁ 26, ଝରିଗାଁ ଓ ପାପଡାହାଣ୍ଡି ବ୍ଲକରୁ 24 ଜଣ ଲେଖାଏଁ, ତେନ୍ତୁଳିଖୁଣ୍ଟି ବ୍ଲକରୁ 19, ନବରଙ୍ଗପୁର ବ୍ଲକରୁ 11, କୋଷାଗୁମୁଡା ବ୍ଲକରୁ 6 ଏବଂ ଡାବୁଗାଁ ବ୍ଲକରୁ 5 ଜଣ ନୂଆ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି l

ନବରଙ୍ଗପୁରରୁ 282 ନୂଆ କୋରୋନା ଆକ୍ରାନ୍ତ ଚିହ୍ନଟ
ନବରଙ୍ଗପୁରରୁ 282 ନୂଆ କୋରୋନା ଆକ୍ରାନ୍ତ ଚିହ୍ନଟ

ଆଜିର ଚିହ୍ନଟ ନୂଆ ଆକ୍ରାନ୍ତଙ୍କୁ ମିଶାଇ ଜିଲ୍ଲାରେ ମୋଟ ଆକ୍ରାନ୍ତ ସଂଖ୍ୟା 19 ହଜାର 26କୁ ପହଞ୍ଚିଛି l ଏବଂ ମୋଟ ଆକ୍ରାନ୍ତଙ୍କ ମଧ୍ୟରୁ 15 ହଜାର 647 ଜଣ ସମ୍ପୂର୍ଣ୍ଣ ସୁସ୍ଥ ହୋଇଛନ୍ତି l ବର୍ତ୍ତମାନ ସୁଦ୍ଧା ଜିଲ୍ଲାରେ 3 ହଜାର 236 ଜଣ ଆକ୍ରାନ୍ତଙ୍କ ସକ୍ରିୟ ମାମଲା ଥିବା ବେଳେ ସେଥିମଧ୍ୟରୁ 2 ହଜାର 973 ଜଣ ନିଜ ନିଜର ଘରେ ଏକାନ୍ତବାସରେ ରହି ଚିକିତ୍ସିତ ହେଉଛନ୍ତି l ଜିଲ୍ଲାରେ ଆଜକୁ ପ୍ରାୟ 2 ଲକ୍ଷ 75 ହଜାର 856 ଜଣଙ୍କର ନମୁନା ସଂଗ୍ରହ କରାଯାଇ କୋଭିଡ ପରୀକ୍ଷା କରାଯାଇଥିବା ଜିଲ୍ଲା ପ୍ରଶାସନ ସୂତ୍ରରୁ ସୂଚନା ମିଳିଛି l

ନବରଙ୍ଗପୁରରୁ ତପନ କୁମାର ବିଷୋୟୀ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.