ETV Bharat / state

ବ୍ୟାନ ପରେ ବି ଚାଲିଛି ବ୍ୟବହାର, ୧୦ କ୍ବିଣ୍ଟାଲ ପଲିଥିନ ଜବତ - ଜିଲ୍ଲା ପ୍ରଶାସନ ପକ୍ଷରୁ ଚଢାଉ

ପ୍ରଶାସନ ନିର୍ଦ୍ଦେଶକୁ ଫୁ କରିଦେଇଛନ୍ତି ସହରବାସୀ । ନବରଙ୍ଗପୁରରେ ଏବେ ବି ଚାଲିଛି ପଲିଥିନ ବ୍ୟବହାର ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ନବରଙ୍ଗପୁର
author img

By

Published : Aug 29, 2019, 4:31 AM IST

ନବରଙ୍ଗପୁର: ସରକାର ପଲିଥିନ ବ୍ୟାନ କରିବା ପରେ ବି ବେଧଡକ ଚାଲିଛି ପଲିଥିନ ବ୍ୟବହାର । ନବରଙ୍ଗପୁର ସହରରେ ପଲିଥିନକୁ ନିଷିଦ୍ଧ କରିବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ଚଢାଉ ଜାରି ରହିଛି । ସହରର ଗାୟତ୍ରୀ ନଗରସ୍ଥିତ ଏକ ଘରୁ ୧୦ କ୍ବିଣ୍ଟାଲ ପଲିଥିନ ଜବତ କରାଯାଇଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ନବରଙ୍ଗପୁର

ଦୀର୍ଘ ୧୫ ଦିନ ଧରି ସହର ମଧ୍ୟରେ ଥିବା ବିଭିନ୍ନ ଦୋକାନ, ବ୍ୟବସାୟିକ ପ୍ରତିଷ୍ଠାନ ଓ ହୋଟେଲରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଚଢ଼ାଉ ଜାରି ରହିଛି । ସୂଚନା ଅନୁଯାୟୀ ନବରରଙ୍ଗପୁର କିଛି ଦୋକାନରୁ ଜୋରିମାନା ବି ଆଦାୟ କରାଯାଇଛି ।

ନବରଙ୍ଗପୁର ଉପଜିଲ୍ଲାପାଳ, ମ୍ୟୁନିସିପାଲିଟି କାର୍ଯ୍ୟନିର୍ବାହୀ ଅଧିକାରୀ, ମ୍ୟୁନିସିପାଲିଟି କର୍ମଚାରୀ ଓ ପୋଲିସ ପ୍ରଶାସନ ପକ୍ଷରୁ ମିଳିତ ଭାବେ ସହରର ବିଭିନ୍ନ ଦୋକାନରେ ଚଢ଼ାଉ କରାଯାଉଛି । ଅନ୍ୟପଟେ ବ୍ୟବସାୟୀଙ୍କ ବିରୋଧରେ ମାମଲା ରୁଜୁ କରାଯାଇ କୋର୍ଟ ଚାଲାଣ କରାଯିବ ବୋଲି ଉପଜିଲ୍ଲାପାଳ ସୂଚନା ଦେଇଛନ୍ତି ।

ନବରଙ୍ଗପୁରରୁ ତପନ ବିଷୋୟୀ,ଇଟିଭି ଭାରତ

Intro:ସ୍ଲଗ - ପଲିଥିନ ବିକ୍ରି ଅଭିଯୋଗ ।
ଫର୍ମାଟ - ଏଭିଓ, ୨୮/୦୮/୧୯
ରିପୋର୍ଟ - ତପନ ବିଷୋୟୀ, ନବରଙ୍ଗପୁର
------------------------------------------------------------
ଆଙ୍କର - ନବରଙ୍ଗପୁର ସହରରେ ପଲିଥିନ କୁ ନିଷିଦ୍ଧ କରିବା ପାଇଁ ଜିଲ୍ଲାପ୍ରଶାସନ ପକ୍ଷରୁ ସହର ମଧ୍ୟରେ ଥିବା ବିଭିନ୍ନ ଦୋକାନ, ବ୍ୟବସାୟିକ ପ୍ରତିଷ୍ଠାନ ଓ ହୋଟେଲ ମାନଙ୍କରେ ଚଢ଼ାଉ ଜାରି ରହିଛି ।ଦୀର୍ଘ ୧୫ ଦିନ ହେଲା ଚଢ଼ାଉ ଜାରିରହିଛି । ସୂଚନା ଅନୁଯାୟୀ ନବରରଙ୍ଗପୁର କିଛି ଦୋକାନରେ ଜୋରିମାନା ବି ଆଦାୟ କରାଯାଇଛି । ନବରଙ୍ଗପୁର ଉପଜିଲ୍ଲାପାଳ, ନବରଙ୍ଗପୁର ମୁନିସିପାଲିଟି କାର୍ଯ୍ୟନିର୍ବାହୀ ଅଧିକାରୀ ,ମୁନିସିପାଲିଟି କର୍ମଚାରୀ ଓ ପୋଲିସ ପ୍ରଶାସନ ର ମିଳିତ ଭାବେ ସହର ର ବିଭିନ୍ନ ଦୋକାନ ମାନଙ୍କରେ ଚଢ଼ାଉ ସମୟରେ ସହରର ଗାୟତ୍ରୀ ନଗରରେ ସ୍ଥିତ ଏକ ଘରରୁ ୧୦ କୁଇଁଟଲ ପଲିଥିନ ଜବତ ହୋଇଛି । ସୂଚନା ଅନୁଯାୟୀ ବ୍ୟବସାୟୀ ଙ୍କୁ ବିରୋଧରେ ମାମଲା ରୁଜୁ କରାଯାଇ କୋର୍ଟ କୁ ମାମଲା ପଠାଯିବ ବୋଲି ଉପଜିଲ୍ଲାପାଳ ଙ୍କ ତରଫରୁ ସୂଚନା ମିଳିଛି ।Body:Tapan Kumar Bissoyi Conclusion:NABARANGPUR
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.