ETV Bharat / state

ଛେଳି ଚୋରି ଅଭିଯୋଗରେ ଯୁବକଙ୍କୁ ମାଡ, ଭିଡିଓ ଭାଇରାଲ - young man beaten by villagers for stolen goa

ଛେଳି ଚୋର ସନ୍ଦେହରେ ଯୁବକକୁ ଗଛରେ ବାନ୍ଧି ନିସ୍ତୁକ ପିଟିଲେ ମୟୂରଭଞ୍ଜ ଜିଲ୍ଲା ରରୁଆଁ ଥାନା ଅଧୀନରେ ଥିବା ଡାହାଣିଗାଡିଆ ଗ୍ରାମବାସୀ । ଯାହାର ଏକ ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି ।

ଛେଳି ଚୋରି ଅଭିଯୋଗରେ ଯୁବକଙ୍କୁ ମାଡ, ଭିଡିଓ ଭାଇରାଲ
author img

By

Published : Sep 18, 2019, 4:51 PM IST

ରାଇରଙ୍ଗପୁର: ମୟୂରଭଞ୍ଜରେ ପୁଣି କଙ୍ଗାରୁ କୋର୍ଟ । ଛେଳି ଚୋର ସନ୍ଦେହରେ ଯୁବକକୁ ଗଛରେ ବାନ୍ଧି ନିସ୍ତୁକ ପିଟିଲେ ଗାଁ ଲୋକେ। ଏପରି ଏକ ଅଭାବନୀୟ ଘଟଣା ଘଟିଛି ମୟୁରଭଞ୍ଜ ଜିଲ୍ଲା ରରୁଆଁ ଥାନା ଅଧୀନରେ ଥିବା ଡାହାଣିଗାଡିଆ ଗ୍ରାମରେ।

ଛେଳି ଚୋରି ଅଭିଯୋଗରେ ଯୁବକଙ୍କୁ ମାଡ, ଭିଡିଓ ଭାଇରାଲ

ତେବେ ଛେଳି ଚୋରି କରୁଥିବା ଅଭିଯୋଗରେ ଗ୍ରାମବାସୀ ଆଇନକୁ ହାତକୁ ନେଇ ତାଙ୍କୁ ଏକ ଗଛରେ ବାନ୍ଧି ରଖି ନିସ୍ତୁକ ମାଡ ମାରିଥିଲେ। ଯାହାର ଏକ ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି ।

ପୀଡିତ ଯୁବକ ହେଉଛନ୍ତି କେନ୍ଦୁଝର ଜିଲ୍ଲା ସାହାରପଡା ବ୍ଲକ ଆହରପଡା ଗାଁର । ତେବେ ଏନେଇ ସ୍ଥାନୀୟ ରରୁଆଁ ଥାନାରେ କୌଣସି ଲିଖିତ ଅଭିଯୋଗ ହୋଇନଥିବା ପ୍ରକାଶ କରିଛନ୍ତି ଥାନା ଅଧିକାରୀ।

ରାଇରଙ୍ଗପୁରରୁ ସଞ୍ଜୟ ପରିଡା, ଇଟିଭି ଭାରତ

Intro:ରାଇରଙ୍ଗପୁର : ମୟୁରଭଞ୍ଜ ଜିଲ୍ଲାରେ ପୁଣି କଙ୍ଗାରୁ କୋର୍ଟ, ଛେଳି ଚୋର ସନ୍ଦେହରେ ଯୁବକକୁ ଗଛରେ ବାନ୍ଧି ନିସ୍ତୁକ ପିଟିଲେ ଗାଁ ଲୋକେ। ଏପରି ଏକ ଅଭାବନୀୟ ଘଟଣା ଘଟିଛି ମୟୁରଭଞ୍ଜ ଜିଲ୍ଲା ରରୁଆଁ ଥାନା ଅଧୀନରେ ଥିବା ଡାହାଣିଗାଡିଆ ଗ୍ରାମରେ। ତେବେ ଛେଳି ଚୋରି କରୁଥିବାର ଅଭିଯୋଗରେ ଗ୍ରାମବାସୀ ଆଇନ୍ କୁ ହାତକୁ ନେଇ ତାଙ୍କୁ ଏକ ଗଛରେ ବାନ୍ଧି ରଖି ନିସ୍ତୁକ ମାଡ଼ ମାରିଥିଲେ। ସ୍ଥାନୀୟ ଲୋକେ ମାଡ ମାରିଥିବା ଭିଡିଓ ହେଲା ଭାଇରାଲ। ପୀଡିତ ଯୁବକ ଜଣକ ହେଉଛନ୍ତି କେନ୍ଦୁଝର ଜିଲ୍ଲା ସାହାରପଡା ବ୍ଲକ ଆହରପଡା ଗାଁର ବୋଲି ଜଣାପଡିଛି । ତେବେ ଏ ନେଇ ରରୁଆଁ ଥାନା ରେ କୌଣସି ଲିଖିତ ଅଭିଯୋଗ ହୋଇନଥିବା ପ୍ରକାଶ କରିଛନ୍ତି ରରୁଆଁ ଥାନା ଅଧିକାରୀ।Body:XConclusion:X
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.