ETV Bharat / state

କୀଟନାଶକ ଔଷଧ ଖାଇ ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ

କୀଟନାଶକ ଔଷଧ ଖାଇ ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ । ଶେଷରେ ଗୁରୁତର ଅବସ୍ଥାରେ ରାଇରଙ୍ଗପୁର ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି ଯୁବକ ।

author img

By

Published : Sep 3, 2019, 2:35 AM IST

ଫଟୋ ସୌଜନ୍ୟ- ପ୍ରତିନିଧି, ରାଇରଙ୍ଗପୁର

ରାଇରଙ୍ଗପୁର: କୀଟନାଶକ ଔଷଧ ଖାଇ ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ । ଶେଷରେ ଗୁରୁତର ଅବସ୍ଥାରେ ରାଇରଙ୍ଗପୁର ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି ଯୁବକ । ଏପରି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ମୟୁରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ ଭାଲୁଜୁଡି ଗ୍ରାମରେ ।

ଭିଡିଓ ସୌଜନ୍ୟ- ପ୍ରତିନିଧି, ରାଇରଙ୍ଗପୁର

ସୂଚନା ଅନୁଯାୟୀ ଭାଲୁଜୁଡି ଗ୍ରାମର ଚନ୍ଦ୍ର ହାଁସଦା ଓ ତାଙ୍କ ସ୍ତ୍ରୀ ରୁକ୍ମଣିଙ୍କ ମଧ୍ୟରେ କୌଣସି କାରଣକୁ ନେଇ କଳହ ହୋଇଥିଲା । ତେବେ ଏଥିରେ ଉତକ୍ଷୀପ୍ତ ହୋଇ ରାତି ସମୟରେ ଚନ୍ଦ୍ର ଘରେ ରଖିଥିବା କୀଟନାଶକ ଔଷଧ ଖାଇ ଦେଇଥିଲେ । ଏହା ଦେଖି ତାଙ୍କ ସ୍ତ୍ରୀ ପଡୋଶୀ ମାନଙ୍କ ସହାୟତାରେ ତାଙ୍କୁ ରାଇରଙ୍ଗପୁର ଡାକ୍ତରଖାନାକୁ ଆଣିଥିଲେ ।

ତେବେ ରାଇରଙ୍ଗପୁର ଡାକ୍ତରଖାନାରେ ପହଞ୍ଚିବା ବେଳକୁ ତାଙ୍କ ଅବସ୍ଥା ଅତ୍ୟଧିକ ଗୁରୁତର ହୋଇପଡିଛି । ସେଠାରେ ସଙ୍କଟାପନ୍ନ ଅବସ୍ଥାରେ ତାଙ୍କର ଚିକିତ୍ସା ଜାରି ରହିଥିବା ସୂଚନା ମିଳିଛି ।

ରାଇରଙ୍ଗପୁରରୁ ସଞ୍ଜୟ ପରିଡା, ଇଟିଭି ଭାରତ

Intro:ରାଇରଙ୍ଗପୁର : କୀଟନାଶକ ଔଷଧ ଖାଇ ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ, ଶେଷରେ ଗୁରୁତର ଅବସ୍ଥାରେ ରାଇରଙ୍ଗପୁର ଡାକ୍ତରଖାନା ରେ ଭର୍ତ୍ତି। ଏପରି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ମୟୁରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ ଭାଲୁଜୁଡି ଗ୍ରାମରେ। ସୂଚନା ଅନୁଯାୟୀ ଭାଲୁଜୁଡି ଗ୍ରାମର ଚନ୍ଦ୍ର ହାଁସଦା ଓ ତାଙ୍କ ସ୍ତ୍ରୀ ରୁକମଣୀ ମଧ୍ୟରେ କୌଣସି କାରଣ କୁ ନେଇ କଳହ ହୋଇଥିଲା। ତେବେ ଏଥିରେ ବିରକ୍ତ ହୋଇ ରାତି ପ୍ରାୟ ୯.୦୦ ସମୟରେ ଚନ୍ଦ୍ର ଘରେ ରଖିଥିବା କୀଟନାଶକ ଔଷଧ ଖାଇ ଦେଇଥିଲେ। ଏହା ଦେଖି ତାଙ୍କ ସ୍ତ୍ରୀ ତିଳେ ମାତ୍ର ବିଳମ୍ବ ନକରି ପଡୋଶୀ ମାନଙ୍କ ସହାୟତାରେ ତାଙ୍କୁ ରାଇରଙ୍ଗପୁର ଡାକ୍ତରଖାନା ଆଣିଥିଲେ। ତେବେ ରାଇରଙ୍ଗପୁର ଡାକ୍ତରଖାନା ରେ ପହଞ୍ଚି ଚନ୍ଦ୍ର ରକ୍ତ ବାନ୍ତି କରୁଥିବା ଦେଖାଯାଇଥିଲା। ସେଠାରେ ସଙ୍କଟାପନ୍ନ ଅବସ୍ଥାରେ ତାଙ୍କର ଚିକିତ୍ସା ଜାରି ରହିଥିବା ବେଳେ ସେ ଜୀବନ ଓ ମୃତ୍ୟୁ ସହିତ ସଂଗ୍ରାମ କରୁଥିବା ଦେଖିବାକୁ ମିଳିଛି।Body:XConclusion:X
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.