ETV Bharat / state

ଅସହାୟ ଗର୍ଭବତୀ ମହିଳାଙ୍କ ସହ ଚାରି ବର୍ଷର ଶିଶୁପୁତ୍ର ଉଦ୍ଧାର - ସାମାଜିକ କର୍ମୀ ଉଦ୍ଧାର

ମୟୂରଭଞ୍ଜ ଜିଲ୍ଲା ଯଶିପୁର ଅଞ୍ଚଳରେ ଅସହାୟ ଗର୍ଭବତୀ ମହିଳାଙ୍କ ସହ ଚାରି ବର୍ଷର ଶିଶୁପୁତ୍ର ଉଦ୍ଧାର । ଅସହାୟ ମହିଳା ଓ ଶିଶୁ ପୁତ୍ରକୁ ପ୍ରଶାସନ ଉଦ୍ଧାର କରି ସୁଧାର ଗୃହ କେନ୍ଦ୍ରକୁ ପଠାଇଛି ।

ଫଟୋ ସୌଜନ୍ୟ : ପ୍ରତିନିଧି, ରାଇରଙ୍ଗପୁର
author img

By

Published : Nov 24, 2019, 3:38 AM IST

ରାଇରଙ୍ଗପୁର : ଅପରିଚିତ ଅସହାୟ ମହିଳା ଓ 4 ବର୍ଷର ଶିଶୁପୁଅ ଉଦ୍ଧାର । ଏଭଳି ଏକ ଅଭାବନୀୟ ଘଟଣା ମୟୂରଭଞ୍ଜ ଜିଲ୍ଲା ଯଶିପୁର ବ୍ଳକ ଟଙ୍ଗାବିଲା ନିକଟରେ ଦେଖିବାକୁ ମିଳିଛି । ଅସହାୟ ମହିଳା ଗର୍ଭବତୀ ଥିବା ଜଣାପଡିଛି ।

ଟଙ୍ଗାବିଲା ଅଞ୍ଚଳରେ ଅପରିଚିତ ଗର୍ଭବତୀ ମହିଳା ଏବଂ ତାଙ୍କର ଏକ ୩/୪ ବର୍ଷର ପୁଅ ଗତ ଏକ ମାସ ହେବ ଟଙ୍ଗାବିଲା ଅଞ୍ଚଳରେ ଏଣେ ତେଣେ ବୁଲୁଥିବା ଦେଖାଯାଇଥିଲା । ଏହି ବିଷୟରେ ଚନ୍ଦନ ମହାନ୍ତ ନାମକ ସାମାଜିକ କର୍ମୀ ଉପ-ଜିଲ୍ଲାପାଳ କରଞ୍ଜିଆ, ଯଶିପୁର CDPO ଏବଂ ସ୍ଥାନୀୟ ଟଙ୍ଗାବିଲା ସରପଞ୍ଚଙ୍କୁ ଅବଗତ କରାଇଥିଲେ ।

ଭିଡିଓ ସୌଜନ୍ୟ : ପ୍ରତିନିଧି, ରାଇରଙ୍ଗପୁର

ପ୍ରଶାସନ ତତ୍ପରତା ଦେଖାଇ ଉକ୍ତ ଅପରିଚିତ ମହିଳାଙ୍କୁ ଉଦ୍ଧାର କରିଛି । କେହି ତାଙ୍କୁ ପାଶବିକ ଅତ୍ୟାଚାର କରିଥିବାରୁ ମହିଳା ଜଣକ ପାଞ୍ଚ-ଛଅ ମାସର ଗର୍ଭବତୀ ଥିବା ଜଣାପଡ଼ିଛି। ତେବେ ଉକ୍ତ ମହିଳା ଜଣଙ୍କ କେଉଁଠୁ ଆସିଲେ କେଉଁଠି କାର କିଛି ଜଣା ପଡି ନ ଥିବା ବେଳେ ଏପରି ଅବସ୍ଥାରେ ଏଣେ ତେଣେ ଭୋକ ଉପାସରେ ବୁଲୁଥିବାରୁ କେତେ ବେଳେ ବି କିଛି ଅଘଟଣ ଘଟିବ ତାହା କହି ହେବ ନାହିଁ ।

ସକାଳୁ ସକାଳୁ ଏଇ ନିଃସହାୟ ଅପରିଚିତ ମହିଳାଙ୍କୁ ବୁଲୁଥିବାର ଦେଖି ସାମାଜିକ କର୍ମୀ ଉଦ୍ଧାର କରିବା ସହିତ ସ୍ଥାନୀୟ ଅଙ୍ଗନୱାଡି କେନ୍ଦ୍ରକୁ ନେଇ ଖାଇବା ପିଇବା ବ୍ୟବସ୍ଥା କରିଛନ୍ତି । ଉଭୟ ମା ଏବଂ ଛୁଆକୁ ସୁଧାର ଗୃହ ନେବାକୁ ସମସ୍ତଙ୍କୁ ଖବର ଦେଇ ମାନବିକତାର ପରିଚୟ ଦେଖାଇଛନ୍ତି ।

ରାଇରଙ୍ଗପୁରରୁ ସଞ୍ଜୟ ପରିଡା, ଇଟିଭି ଭାରତ

Intro:ରାଇରଙ୍ଗପୁର : ଅପରିଚିତ ଅସହାୟ ଗର୍ଭବତୀ ମହିଳାଙ୍କୁ ସାହାରା ହେବ କିଏ ?
ମୟୁରଭଞ୍ଜ ଜିଲ୍ଲା ଯଶିପୁର ବ୍ଳକ ଟଙ୍ଗାବିଲା ନିକଟରେ ଦେଖିବାକୁ ମିଳିଛି ଏକ ଲୋମହର୍ଷଣକାରୀ ଘଟଣା । ଟଙ୍ଗାବିଲା ଅଞ୍ଚଳରେ ଜନୈକ ଅପରିଚିତ ଗର୍ଭବତୀ ମହିଳା ଏବଂ ତାଙ୍କର ଏକ ୩/୪ ବର୍ଷର ପୁଅ ଗତ ଏକ ମାସ ହେବ ଟଙ୍ଗାବିଲା ଅଞ୍ଚଳରେ ଏଣେ ତେଣେ ବୁଲୁଥିବା ଦେଖି ଚନ୍ଦନ ମହାନ୍ତ ନାମକ ଜନୈକ ସମାଜିକ କର୍ମୀ ଆଜି ଉପ-ଜିଲ୍ଲାପାଳ କରଞ୍ଜିଆ, ଯଶିପୁର CDPO ଏବଂ ସ୍ଥାନୀୟ ଟଙ୍ଗାବିଲା ସରପଞ୍ଚଙ୍କୁ ଅବଗତ କରାଇ ଥିଲେ । ତେବେ ସଙ୍ଗେ ସଙ୍ଗେ ପ୍ରଶାସନ ତତ୍ପରତା ଦେଖାଇ ଆଜି ଉକ୍ତ ଅପରିଚିତ ମହିଳାଙ୍କୁ ଉଦ୍ଧାର କରିଛି। କେହି ତାଙ୍କୁ ପାଶବିକ ଅତ୍ୟାଚାର କରିଥିବାରୁ ମହିଳା ଜଣକ ପାଞ୍ଚ-ଛଅ ମାସର ଗର୍ଭବତୀ ଥିବା ଜଣାପଡ଼ିଛି। ତେବେ ଉକ୍ତ ମହିଳା ଜଣଙ୍କ କେଉଁଠୁ ଆସିଲେ କେଉଁଠି କାର କିଛି ଜଣା ପଡି ନ ଥିବା ବେଳେ ଏପରି ଅବସ୍ଥାରେ ଏଣେ ତେଣେ ଭୋକ ଉପାସରେ ବୁଲୁଥିବାରୁ କେତେ ବେଳେ ବି କିଛି ଅଘଟଣ ଘଟିବ ତାହା କହି ହେବ ନାହିଁ ।ତେବେ ଆଜି ସକାଳୁ ସକାଳୁ ଏଇ ନିଃସହାୟ ଅପରିଚିତ ମହିଳାଙ୍କୁ ବୁଲୁଥିବାର ଦେଖି ଜୈନକ ସାମାଜିକ କର୍ମୀ ଉଦ୍ଧାର କରିବା ସହିତ ସ୍ଥାନୀୟ ଅଙ୍ଗନୱାଡି କେନ୍ଦ୍ରକୁ ନେଇ ଖାଇବା ପିଇବା ବ୍ୟବସ୍ଥା କରାଇବା ସହିତ ଛୁଆ ଏବଂ ମାଙ୍କୁ ସୁଧାର ଗୃହ ନେବାକୁ ସମସ୍ତଙ୍କୁ ଖବର ଦେଇ ମାନବିକତାର ପରିଚୟ ଦେଖାଇ ଥିବାରୁ ଏକ ନିଃସହାୟ ଅପରିଚିତ ଗର୍ଭବତୀ ମହିଳା ଏବଂ ତାର ୩/୪ବର୍ଷର ଛୁଆଙ୍କ ଜୀବନ ବଞ୍ଚାଇବା ସହିତ ଗର୍ଭରେ ବଢୁଥିବା ଶିଶୁ ଟିର ମଧ୍ୟ ଜୀବନ ବଞ୍ଚିଯିବ ଏବଂ ସେମାନେ ଏକ ନୂଆ ଦୁନିଆ ଦେଖିବେ ।
ବାଇଟ _ ଶିବାନୀ ଗୁଆ, ସିଡିପିଅ, ଯଶିପୁର ।Body:XConclusion:X
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.